ETV Bharat / state

ସ୍ଥଳଭାଗ ମୁହାଁ ବାତ୍ୟା ୟସ, କେନ୍ଦ୍ରାପଡାର ବିଭିନ୍ନ ସ୍ଥାନ ଜଳମଗ୍ନ

author img

By

Published : May 26, 2021, 10:24 AM IST

ସାମୁଦ୍ରିକ ବାତ୍ୟା ୟସର ତାଣ୍ଡବ ଜାରି । ୟସର ପ୍ରଭାବରେ କେନ୍ଦ୍ରାପଡାର ବିଭିନ୍ନ ସ୍ଥାନ ଜଳମଗ୍ନ ।

ସ୍ଥଳଭାଗ ମୁହାଁ ବାତ୍ୟା ୟସ, କେନ୍ଦ୍ରାପଡାର ବିଭିନ୍ନ ସ୍ଥାନ ଜଳମଗ୍ନ
ସ୍ଥଳଭାଗ ମୁହାଁ ବାତ୍ୟା ୟସ, କେନ୍ଦ୍ରାପଡାର ବିଭିନ୍ନ ସ୍ଥାନ ଜଳମଗ୍ନ

କେନ୍ଦ୍ରାପଡ଼ା:ସାମୁଦ୍ରିକ ବାତ୍ୟା ୟସର ତାଣ୍ଡବ ଜାରିରହିଛି । ରାଜନଗର ତାଳଚୁଆ ସାମୁଦ୍ରିକ ଥାନା ମଧ୍ୟରେ ସମୁଦ୍ର ପାଣି ଲହଡି ଭାଙ୍ଗୁଥିବା ଦେଖିବାକୁ ମିଳିଛି ।

ଏହା ଫଳରେ ତାଳଚୁଆ ବଜାର ଜଳମଗ୍ନ ହୋଇଯାଇଛି । ରାସ୍ତାରେ ବଡ଼ବଡ଼ ଗଛ ଉପୁଡି ପଡି ଥିବାବେଳେ ବିଦ୍ୟୁତ ଖୁଣ୍ଟ ମଧ୍ୟ ଭାଙ୍ଗିପଡିଛି । ଏ ହେଉଛି ବାତ୍ୟା ୟସର ଲ୍ୟାଣ୍ଡଫଲ୍ ପୂର୍ବ ଦୃଶ୍ୟ ।

କେନ୍ଦ୍ରାପଡ଼ାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.