ETV Bharat / state

ମଝି ନଦୀରୁ ଝାମ୍ପିନେଲା କୁମ୍ଭୀର, ଅଳ୍ପକେ ବର୍ତ୍ତିଲେ ଯୁବକ

ଗାଈ ଚରାଇ ନଦୀ ପାର ହେଉଥିଲେ ଯୁବକ । ଏହି ସମୟରେ ମଝିନଦୀରେ ଛକି ରହିଥିବା କୁମ୍ଭୀର ଯୁବକଙ୍କୁ କରିଛି ଆକ୍ରମଣ ।

author img

By

Published : Oct 6, 2019, 10:20 PM IST

Updated : Oct 6, 2019, 10:34 PM IST

ଫାଇଲ ଫଟୋ

କେନ୍ଦ୍ରାପଡ଼ା: କୁମ୍ଭୀର ମୁହଁରୁ ଅଳ୍ପକେ ବର୍ତ୍ତିଲେ ଯୁବକ | କେନ୍ଦ୍ରାପଡ଼ା ନିକିରାଇ ଥାନା ଅନ୍ତର୍ଗତ ଇନ୍ଦୁପୁରର ବିରୂପା ନଦୀରେ ଘଟିଛି ଏହି ଅଘଟଣ | ଆଜି ଅପରାହ୍ନରେ ସ୍ଥାନୀୟ ହବିଳି ଗ୍ରାମର ସର୍ବେଶ୍ଵର ଜେନା ପଠାରୁ ଗାଈ ଚରାଇ ନଦୀ ପାର ହେଉଥିଲା ବେଳେ ତାଙ୍କୁ ଆକ୍ରମଣ କରିଛି କୁମ୍ଭୀର |

ମଝି ନଦୀରୁ ଝାମ୍ପିନେଲା କୁମ୍ଭୀର

ଜୀବନ ବଞ୍ଚାଇବାକୁ ଯାଇ ସର୍ବେଶ୍ଵର ଗାଇ ଲାଞ୍ଜ କୁ ଧରି କୁମ୍ଭୀର ମୁହଁକୁ ଗୋଇଠା ମାରିଥିଲେ | ଫଳରେ କୁମ୍ଭୀର ସର୍ବେଶ୍ଵରଙ୍କ ଗୋଡକୁ ଛାଡି ଦେଇଥିଲା | ସର୍ବେଶ୍ଵରଙ୍କ ଦୁଇ ଗୋଡ଼ରେ ଗଭୀର କ୍ଷତ ସୃଷ୍ଟି ହେବା ସହ ପାଦରୁ ମାଂସ ଟାଣି ନେଇଛି କୁମ୍ଭୀର |

ଗୁରୁତର ଅବସ୍ଥାରେ ତାଙ୍କୁ ଇନ୍ଦୁପୁର ଡାକ୍ତରଖାନା ଭର୍ତ୍ତି କରାଯାଇଛି | ତେବେ ଏହି କୁମ୍ଭୀରଟି ଦୀର୍ଘ 4 ବର୍ଷ ଧରି ବିରୂପା ନଦୀର ଏକ ନିର୍ଦ୍ଧିଷ୍ଠ ସ୍ଥାନରେ ରହି ଗାଈ, ଗୋରୁ ଓ ମଣିଷଙ୍କୁ ଆକ୍ରମଣ କରୁଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି ।

କେନ୍ଦ୍ରାପଡ଼ାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

Intro:06.10.2019
Radhakanta Mohanty, Kendrapada
Slug-od_kpr_02_crocodile_script_7204459
Anchor-କୁମ୍ଭିର ମୁହଁରୁ ଅଳ୍ପକେ ବର୍ତ୍ତୀଲେ ଯୁବକ | କେନ୍ଦ୍ରାପଡ଼ା ନିକିରାଇ ଥାନା ଅନ୍ତର୍ଗତ ଇନ୍ଦୁପୁର ଠାରେ ବିରୂପା ନଦୀ ରେ ଆଜି ଏହି ଅଘଟଣ ଘଟିଛି | ଆଜି ଅପରାହ୍ଣରେ ସ୍ଥାନୀୟ ହବିଳି ଗ୍ରାମର ସର୍ବେଶ୍ଵର ଜେନା ପଠାରୁ ଗାଈ ଚରାଇ ନଦୀ ପାର ହେଉଥିଲା ବେଳେ ତାଙ୍କୁ କୁମ୍ଭିର ଆକ୍ରମଣ କରିଥିଲା | ଜୀବନ ବଞ୍ଚାଇବାକୁ ଯାଇ ସର୍ବେଶ୍ଵର ଗାଈ ଲାଞ୍ଜ କୁ ଧରି କୁମ୍ଭିର ମୁହଁକୁ ଗୋଇଠା ମାରିଥିଲେ | ଫଳରେ କୁମ୍ଭିର ସର୍ବେଶ୍ଵର ଙ୍କ ଗୋଡ ଛାଡି ଦେଇଥିଲା | ସର୍ବେଶ୍ଵର ଙ୍କ ଦୁଇ ଗୋଡ଼ରେ ଗଭୀର କ୍ଷତ ସୃଷ୍ଠି ହେବା ସହ ପାଦ ରୁ କୁମ୍ଭିର ମାଂସ ଟାଣି ନେଇଛି | ତାଙ୍କୁ ଗୁରୁତର ଅବସ୍ଥାରେ ଇନ୍ଦୁପୁର ଡାକ୍ତରଖାନା ଭର୍ତି କରାଯାଇଛି | ତେବେ ଏହି କୁମ୍ଭିର ଟି ଦୀର୍ଘ 4 ବର୍ଷ ଧରି ବିରୂପା ନଦୀର ଏକ ନିର୍ଦ୍ଧିଷ୍ଠ ସ୍ଥାନରେ ରହି ଗାଈ ଗୋରୁ ଓ ମଣିଷ ଙ୍କୁ ଆକ୍ରମଣ କରୁଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି |Body:2Conclusion:3
Last Updated : Oct 6, 2019, 10:34 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.