ETV Bharat / state

ଦୁର୍ନୀତି ଅଭିଯୋଗ ଆଣି ଗର୍ଜିଲା କଂଗ୍ରେସ

ରବିବାର ଆଳି କଂଗ୍ରେସ ତରଫରୁ ଏକ ସାମ୍ବାଦିକ ସମ୍ମିଳନୀର ଆୟୋଜନ କରାଯାଇଥିଲା । ଆଳି ନିର୍ବାଚନ ମଣ୍ଡଳୀରେ ବିଭିନ୍ନ କ୍ଷେତ୍ରରେ ଦୁର୍ନୀତି ଚରମ ସୀମାରେ ପହଁଚିଥିବା ଅଭିଯୋଗ ହୋଇଛି ।

କେନ୍ଦ୍ରାପଡାରେ କଂଗ୍ରେସର ପ୍ରେସମିଟ୍
author img

By

Published : Oct 13, 2019, 11:29 PM IST

କେନ୍ଦ୍ରାପଡା: ଆଳି ନିର୍ବାଚନ ମଣ୍ଡଳୀରେ ବିଭିନ୍ନ କ୍ଷେତ୍ରରେ ଦୁର୍ନୀତି ଚରମ ସୀମାରେ ପହଁଚିଥିବା ଅଭିଯୋଗରେ ଆଜି (ରବିବାର) ଆଳି କଂଗ୍ରେସ ତରଫରୁ ଏକ ସାମ୍ବାଦିକ ସମ୍ମିଳନୀର ଆୟୋଜନ କରାଯାଇଥିଲା ।

କେନ୍ଦ୍ରାପଡାରେ କଂଗ୍ରେସର ପ୍ରେସମିଟ୍

ଏହି ସାମ୍ବାଦିକ ସମ୍ମିଳନୀ ପୂର୍ବତନ ବିଧାୟକ ତଥା ବିରୋଧୀ ଦଳ ନେତା ଦେବେନ୍ଦ୍ର ନାଥ ଶର୍ମାଙ୍କ ନେତୃତ୍ବରେ ରାଜକନିକା କାଳିକେୟୀ ମନ୍ଦିର ସଭାଗୃହରେ ଆୟୋଜନ ହୋଇଥିଲା । ଏହି ସମ୍ମିଳନୀରେ ରାଜ୍ୟ ସରକାରଙ୍କ ଦୁର୍ନୀତି ବିରୋଧରେ ଆଲୋଚନା କରିଥିଲେ । ସମବାୟ ଦୁର୍ନୀତି, ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ଭତ୍ତା ବଣ୍ଟନ ତଥା ଫୋନି ବାତ୍ୟାରେ ସରକାରୀ ସହାୟତାରେ ବ୍ୟାପକ ଦୁର୍ନୀତି ସମ୍ପର୍କରେ ମଧ୍ୟ ଆଲୋଚନା ହୋଇଥିଲା ।

ଏହା ସହିତ ଆଗାମୀ 13 ତାରିଖରୁ ଆଳିରୁ ଏକ ପଦଯାତ୍ରାର ଆୟୋଜନ କରାଯିବ ଏବଂ ଏହି ପଦଯାତ୍ରା 18 ତାରିଖ ଦିନ ଭୁବନେଶ୍ଵରରେ ପହଞ୍ଚି ନବୀନ ନିବାସ ଘେରାଉ କରିବ ବୋଲି ପୂର୍ବତନ ବିଧାୟକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି । ଅନ୍ୟପଟେ ବିଜେପିକୁ ଟାର୍ଗେଟ କରି ପୂର୍ବତନ ବିଧାୟକ କହିଛନ୍ତି ରାଜ୍ୟରେ ବିଜେପି ପ୍ରମୁଖ ବିରୋଧୀ ଦଳ ହେବା କଥା କିନ୍ତୁ ବିଜେଡ଼ି ସହିତ ସଲା ସୁତୁରାରେ ବିଜେପି ଚାଲୁଛି ।

ଏହି ସାମ୍ବାଦିକ ସମ୍ମିଳନୀରେ କଂଗ୍ରେସ ଦଳର ବହୁ ଵରିଷ୍ଠ କଂଗ୍ରେସ ନେତା ଯୋଗଦେଇଥିଲେ ।

କେନ୍ଦ୍ରାପଡାରୁ ରାଧକାନ୍ତ ମହାନ୍ତି, ଇଟିଭି ଭାରତ

Intro:13.10.2019
Radhakanta Mohanty, Kendrapada
Slug-od_kpr_01_con pressmeet_script_7204459
Anchor- ଆଳି ନିର୍ବାଚନ ମଣ୍ଡଳୀରେ ବିଭିନ୍ନ କ୍ଷେତ୍ରରେ ଦୁର୍ନୀତି ଚରମ ସୀମାରେ ପହଁଚିଥିବା ଅଭିଯୋଗରେ ଆଜି ଆଳି କଂଗ୍ରେସ ତରଫରୁ ପୂର୍ଵତନ ବିଧାୟକ ତଥା ବିରୋଧୀ ଦଳ ନେତା ଦେବେନ୍ଦ୍ର ନାଥ ଶର୍ମା ରାଜକନିକା କାଳିକେୟୀ ମନ୍ଦିର ସଭାଗୃହରେ ଏକ ସାମ୍ବାଦିକ ସମ୍ମିଳନୀ ର ଆୟୋଜନ କରିଥିଲେ।ଏହି ସମ୍ମିଳନୀ ରେ ମୁଖ୍ୟତଃ ରାଜ୍ୟ ସରକାରଙ୍କ ଦୁର୍ନୀତି ବିରୁଧରେ ଆଲୋଚନା କରିଥିଲେ।ସମବାୟ ଦୁର୍ନୀତି,ପ୍ରଧାନମନ୍ତ୍ରୀ ଆବାସ ଯୋଜନା,ଭତା ବଣ୍ଟନ ତଥା ଫନି ବାତ୍ୟା ରେ ସରକାରୀ ସହାୟତା ରେ ବ୍ୟାପକ ଦୁର୍ନୀତି ହୋଇଥିବା କଥା କହିଥିଲେ।ଏହା ସହିତ ଆଗାମୀ ୧୩ତାରିଖ ରୁ ଆଳିରୁ ଏକ ପଦଯାତ୍ରା ର ଆୟୋଜନ କରାଯିବ ଏବଂ ଏହି ପଦଯାତ୍ରା ୧୮ତାରିଖ ଦିନ ଭୁବନେଶ୍ଵର ରେ ପହଞ୍ଚି ନବୀନ ନିବାସ ଘେରାଉ କରିବ ବୋଲି ପୂର୍ବତନ ବିଧାୟକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି।ଏଥି ସହିତ ବିଜେପି କୁ ଟାର୍ଗେଟ କରି ପୂର୍ବତନ ବିଧାୟକ କହିଛନ୍ତି ରାଜ୍ୟରେ ବିଜେପି ପ୍ରମୁଖ ବିରୋଧୀ ଦଳ ହେବା କଥା କିନ୍ତୁ ବିଜେଡ଼ି ସହିତ ସଲା ସୁତୁରା ରେ ବିଜେପି ଚାଲୁଛି ବୋଲି ପୂର୍ବତନ ବିଧାୟକ କହିଥିଲେ।ଏହି ସାମ୍ବାଦିକ ସମ୍ମିଳନୀରେ କଂଗ୍ରେସ ଦଳର ବହୁ ଵରିଷ୍ଟ କଂଗ୍ରେସ ନେତା ଯୋଗଦେଇଥିଲେ।
Body:Byt-ଦେବେନ୍ଦ୍ର ନାଥ ଶର୍ମା,ପୂର୍ବତନ ବିଧାୟକ, ଆଳିConclusion:3
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.