ETV Bharat / state

'ନବୀନ-ବୈଜୟନ୍ତଙ୍କ ମଧୁଚନ୍ଦ୍ରିକାରେ ପ୍ରତାରିତ ସାଧାରଣ ଜନତା' - ନବୀନ

ମଙ୍ଗଳବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କେନ୍ଦ୍ରାପଡ଼ା ଗସ୍ତ ପରେ ଆଜି କଂଗ୍ରେସ ଏକ ସାମ୍ବାଦିକ ସମ୍ମିଳନୀରେ ଉଭୟ ବିଜେଡ଼ି ଓ ବିଜେପି ଉପରେ ବର୍ଷିଛି । ରାଜ୍ୟ ସାଧାରଣ ସମ୍ପାଦକ ଜ୍ଞାନଦେବ ବେଉରାଙ୍କ ଦ୍ଵାରା ଆୟୋଜିତ ଏହି ସାମ୍ବାଦିକ ସମ୍ମିଳନୀରେ ଜିଲ୍ଲା ସଭାପତି ଚିନ୍ମୟ ବେଉରା ଓ କାର୍ଯ୍ୟକାରୀ ସଭାପତି ପ୍ରଫୁଲ୍ଲ ଦାସ ଯୋଗ ଦେଇ ଉଭୟ ସରକାର ଉପରେ ଜୋରଦାର ବର୍ଷିଥିଲେ ।

ଫଟୋ ସୌଜନ୍ୟ- ସମ୍ବାଦଦାତା, କେନ୍ଦ୍ରାପଡା
author img

By

Published : Apr 24, 2019, 7:44 PM IST

କେନ୍ଦ୍ରାପଡ଼ା: ଜିଲ୍ଲାରେ ରାଜନୀତି ଏବେ ବେଶ ସରଗରମ । ମଙ୍ଗଳବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କେନ୍ଦ୍ରାପଡ଼ା ଗସ୍ତ ପରେ ଆଜି କଂଗ୍ରେସ ଏକ ସାମ୍ବାଦିକ ସମ୍ମିଳନୀରେ ଉଭୟ ବିଜେଡ଼ି ଓ ବିଜେପି ଉପରେ ବର୍ଷିଛି । ରାଜ୍ୟ ସାଧାରଣ ସମ୍ପାଦକ ଜ୍ଞାନଦେବ ବେଉରାଙ୍କ ଦ୍ଵାରା ଆୟୋଜିତ ଏହି ସାମ୍ବାଦିକ ସମ୍ମିଳନୀରେ ଜିଲ୍ଲା ସଭାପତି ଚିନ୍ମୟ ବେଉରା ଓ କାର୍ଯ୍ୟକାରୀ ସଭାପତି ପ୍ରଫୁଲ୍ଲ ଦାସ ଯୋଗ ଦେଇ ଉଭୟ ସରକାର ଉପରେ ଜୋରଦାର ବର୍ଷିଥିଲେ ।

ଭିଡିଓ ସୌଜନ୍ୟ- ସମ୍ବାଦଦାତା, କେନ୍ଦ୍ରାପଡା

କେବଳ ଏତିକି ନୁହେଁ ନବୀନ ପଟ୍ଟନାୟକ ଓ ବୈଜୟନ୍ତ ପଣ୍ଡାଙ୍କ ମଧୁଚନ୍ଦ୍ରିକାରେ କେନ୍ଦ୍ରାପଡ଼ାବାସୀ ଦୀର୍ଘ ବର୍ଷ ଧରି ପ୍ରତାରିତ ହେଲେଣି । ଏବେ ଘରେଘରେ ପଦ୍ମ ଓ ଶଙ୍ଖ ସ୍ଲୋଗାନ ଦେଇ ଯେଉଁ ବାବୁମାନେ ଆସୁଛନ୍ତି ସେମାନେ କେନ୍ଦ୍ରାପଡ଼ା ପାଇଁ କଣ କରିଛନ୍ତି ବୋଲି ପ୍ରଶ୍ନ ଉଠାଇଛି କଂଗ୍ରେସ । ସେହିପରି ଅନୁଭବ ଜଣେ ଅଭିନେତା ସେ କେବେ ରାଜ୍ୟସଭାରେ ଓଡ଼ିଶାର କଥା ଉଠାଇ ନାହାଁନ୍ତି ଓ ବୈଜୟନ୍ତ ବାବୁ ଦୁଇ ଦୁଇଥର କେନ୍ଦ୍ରାପଡ଼ା ଜିଲ୍ଲାରୁ ପ୍ରତିନିଧିତ୍ବ କରୁଥିଲେ ସୁଦ୍ଧା ଜିଲ୍ଲାବାସୀଙ୍କ ମୌଳିକ ସମସ୍ୟା ଉପରେ କେବେ ଦିଲ୍ଲୀରେ ଆଲୋଚନା କରିନାହାଁନ୍ତି ।

ତେଣୁ ଏଭଳି ଦୁଇ ନେତାଙ୍କୁ କେନ୍ଦ୍ରାପଡ଼ା ଜନସାଧାରଣ ଭୋଟ ନଦେଇ କଂଗ୍ରେସ ନେତା ଧରଣୀଧର ନାୟକଙ୍କୁ ଭୋଟ ଦେଇ ବିଜୟୀ କରାଇବା ପାଇଁ ଅନୁରୋଧ କରିଛନ୍ତି ରାଜ୍ୟ ସାଧାରଣ ସମ୍ପାଦକ ।

କେନ୍ଦ୍ରାପଡାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

Intro:Body:

କେବଳ ଏତିକି ନୁହେଁ ନବୀନ ପଟ୍ଟନାୟକ ଓ ବୈଜୟନ୍ତ ପଣ୍ଡାଙ୍କ ମଧୁଚନ୍ଦ୍ରିକାରେ କେନ୍ଦ୍ରାପଡ଼ାବାସୀ ଦୀର୍ଘ ବର୍ଷ ଧରି ପ୍ରତାରିତ ହେଲେଣି ଏବେ ଘରେଘରେ ପଦ୍ମ ଓ ଶଙ୍ଖ ସ୍ଲୋଗାନ ଦେଇ ଯେଉଁ ବାବୁମାନେ ଆସୁଛନ୍ତି ସେମାନେ କେନ୍ଦ୍ରାପଡ଼ା ପାଇଁ କଣ କରିଛନ୍ତି ବୋଲି ପ୍ରଶ୍ନ ଉଠାଇଛି କଂଗ୍ରେସ । ସେହିପରି ଅନୁଭବ ଜଣେ ଅଭିନେତା ସେ କେବେ ରାଜ୍ୟସଭାରେ ଓଡ଼ିଶାର କଥା ଉଠାଇ ନାହାଁନ୍ତି ଓ ବୈଜୟନ୍ତ ବାବୁ ଦୁଇ ଦୁଇଥର କେନ୍ଦ୍ରାପଡ଼ା ଜିଲ୍ଲାରୁ ପ୍ରତିନିଧିତ୍ବ କରୁଥିଲେ ସୁଦ୍ଧା ଜିଲ୍ଲାବାସୀଙ୍କ ମୌଳିକ ସମସ୍ୟା ଉପରେ କେବେ ଦିଲ୍ଲୀରେ ଆଲୋଚନା କରିନାହାଁନ୍ତି । 

ତେଣୁ ଏଭଳି ଦୁଇ ନେତାଙ୍କୁ କେନ୍ଦ୍ରାପଡ଼ା ଜନସାଧାରଣ ଭୋଟ ନଦେଇ କଂଗ୍ରେସ ନେତା ଧରଣୀଧର ନାୟକଙ୍କୁ ଭୋଟ ଦେଇ ବିଜୟୀ କରାଇବା ପାଇଁ ଅନୁରୋଧ କରିଛନ୍ତି ରାଜ୍ୟ ସାଧାରଣ ସମ୍ପାଦକ ।

କେନ୍ଦ୍ରାପଡାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.