ETV Bharat / state

ଲାଞ୍ଚ ନେଇ ନିଲମ୍ବିତ ହେଲେ ତହସିଲର କନିଷ୍ଠ କିରାଣୀ

ଶୁକ୍ରବାର ତହସିଲର କନିଷ୍ଠ କିରାଣୀ ମନୋରଞ୍ଜନ ପରିଡା ପ୍ରସନ୍ନ ଧଳ ନାମକ ଜଣେ ବ୍ୟକ୍ତିଙ୍କ ଠାରୁ ଜନ୍ମ ପ୍ରମାଣପତ୍ର କରାଇ ଦେବାକୁ 200 ଟଙ୍କା ଲାଞ୍ଚ ନେଉଥିଲେ । ଏହି ସମୟରେ କେହି ଜଣେ ବ୍ୟକ୍ତି ଏହି ସମୟରେ ଭିଡିଓ ରେକର୍ଡ କରି ଉକ୍ତ ଭିଡିଓକୁ ଜିଲ୍ଲାପାଳଙ୍କ ପାଖକୁ ପଠାଇଥିଲେ ।ଘଟଣାର ତଦନ୍ତ ପରେ ଟଙ୍କା ନେଉଥିବା ଡେରାବିଶ୍ ତହସିଲର କନିଷ୍ଠ କିରାଣୀଙ୍କୁ ନିଲମ୍ବିତ କରାଯାଇଛି।

ଫଟୋ ସୌଜନ୍ୟ: ସମ୍ବାଦଦାତା, କେନ୍ଦ୍ରାପଡା
author img

By

Published : Aug 31, 2019, 10:46 PM IST

କେନ୍ଦ୍ରାପଡା: ଲାଞ୍ଚ ନେଇ ନିଲମ୍ବିତ ହେଲେ ତହସିଲର କନିଷ୍ଠ କିରାଣୀ । ଜନ୍ମ ପ୍ରମାଣପତ୍ର ପାଇଁ 200 ଟଙ୍କା ଲାଞ୍ଚ ନେବାବେଳେ ନିଲମ୍ବିତ ହେଲେ ତହସିଲର କନିଷ୍ଠ କିରାଣୀ ମନୋରଞ୍ଜନ ପରିଡା।

ସୂଚନା ଅନୁଯାୟୀ, ଗତ ଶୁକ୍ରବାର ମନୋରଞ୍ଜନ ପରିଡା ପ୍ରସନ୍ନ ଧଳ ନାମକ ଜଣେ ବ୍ୟକ୍ତିଙ୍କ ଠାରୁ ଜନ୍ମ ପ୍ରମାଣପତ୍ର କରାଇ ଦେବାକୁ 200 ଟଙ୍କା ଲାଞ୍ଚ ନେଉଥିଲେ । ଏହି ସମୟରେ କେହି ଜଣେ ବ୍ୟକ୍ତି ଏହି ସମୟରେ ଭିଡିଓ ରେକର୍ଡ କରି ଉକ୍ତ ଭିଡିଓକୁ ଜିଲ୍ଲାପାଳଙ୍କ ପାଖକୁ ପଠାଇଥିଲେ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କେନ୍ଦ୍ରାପଡା

ଏହାପରେ ଜିଲ୍ଲାପାଳ, ଉପ ଜିଲ୍ଲାପାଳଙ୍କୁ ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଥିଲେ । ଉପ ଜିଲ୍ଲାପାଳ ଏହି ଘଟଣାର ତଦନ୍ତ କରି ଟଙ୍କା ନେଉଥିବା ଡେରାବିଶ୍ ତହସିଲର କନିଷ୍ଠ କିରାଣୀ ମନୋରଞ୍ଜନ ପରିଡାଙ୍କୁ ଶନିବାର ନିଲମ୍ବିତ କରିଛନ୍ତି।

ଜିଲ୍ଲାପାଳଙ୍କ ଏହି କ୍ବିକ୍ ଆକ୍ସନ ପାଇଁ ଅସାଧୁ କର୍ମଚାରୀଙ୍କ ମହଲରେ ଭୟର ବାତାବରଣ ସୃଷ୍ଟି ହୋଇଥିବା ବେଳେ ସାଧାରଣ ଜନତାଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି।

କେନ୍ଦ୍ରାପଡାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

Intro:31.08.2019
Radhakanta Mohanty,Kendrapada
Slug-od_kpr_02_suspended_script_7204459
Anchor-ଜନ୍ମ ପ୍ରମାଣପତ୍ର ପାଇଁ 200 ଟଙ୍କା ଲାଞ୍ଚ ନେଇ ନିଲମ୍ବିତ ହେଲେ ତହସିଲର କନିଷ୍ଠ କିରାଣୀ।ଗତକାଲି ପ୍ରସନ୍ନ ଧଳ ନାମକ ଜଣେ ବ୍ୟକ୍ତିଙ୍କ ଠାରୁ ଜନ୍ମ ପ୍ରମାଣପତ୍ର କରାଇଦେବାକୁ 200 ଟଙ୍କା ଲାଞ୍ଚ ନେଉଥିବା ଭିଡିଓ ଜିଲ୍ଲାପାଳଙ୍କ ପାଖରେ ପହଞ୍ଚିବା ପରେ ଏନେଇ ଉପ ଜିଲ୍ଲାପାଳଙ୍କୁ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ ଜିଲ୍ଲାପାଳ।ଉପ ଜିଲ୍ଲାପାଳ ଏହି ଘଟଣାର ତ୍ୱରିତ ତଦନ୍ତ କରି ଟଙ୍କା ନେଉଥିବା ଡେରାବିଶ୍ ତହସିଲର କନିଷ୍ଠ କିରାଣୀ ମନୋରଞ୍ଜନ ପରିଡାଙ୍କୁ ନିଲମ୍ବିତ କରିଛନ୍ତି।ଜିଲ୍ଲାପାଳଙ୍କ ଏହି କ୍ୱିକ ଆକ୍ସନ ପାଇଁ ଅସାଧୁ କର୍ମଚାରୀ ମହଲରେ ଭୟର ବାତାବରଣ ସୃଷ୍ଟି ହୋଇଥିବା ବେଳେ ସାଧାରଣ ଜନତାଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି।Body:2Conclusion:3
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.