ETV Bharat / state

ଟ୍ରକ-ବସ ମୁହାଁମୁହିଁ ଧକ୍କା, 10 ଆହତ

କେନ୍ଦ୍ରାପଡା ଜିଲ୍ଲା ମାର୍ଶାଘାଇ ଥାନା ଚଣ୍ଡିଖୋଲ-ପାରାଦୀପ ଏନଏଚର କଳାଗଡା ନିକଟରେ ବସ ଓ ଟ୍ରକ ମୁଁହାମୁଁହି ଧକ୍କା । 10 ଜଣ ଆହତ । ଅଧିକ ଖବର ପଢନ୍ତୁ...

author img

By

Published : Dec 3, 2019, 1:01 PM IST

ଟ୍ରକ- ବସ ମୁହାଁମୁହିଁ ଧକ୍କା, 10 ଆହତ
ଟ୍ରକ- ବସ ମୁହାଁମୁହିଁ ଧକ୍କା, 10 ଆହତ

କେନ୍ଦ୍ରାପଡା: ଜିଲ୍ଲା ମାର୍ଶାଘାଇ ଥାନା ଚଣ୍ଡିଖୋଲ-ପାରାଦୀପ ଜାତୀୟ ରାଜପଥର କଳାଗଡା ନିକଟରେ ବସ ଓ ଟ୍ରକ ମୁଁହାମୁଁହି ଧକ୍କା । ଦୁର୍ଘଟଣା ଯୋଗୁଁ ଗାଡିରେ ଥିବା 10 ଜଣ ଯାତ୍ରୀ ଗୁରୁତର ଆହତ ହୋଇଛନ୍ତି ।

ଗାଡି ନମ୍ବର (OR04J 9495) ଓମ୍ ସାହିଲ୍ ନାମକ ଏକ ଘରୋଇ ବସ୍ ପାରାଦୀପରୁ ଚଣ୍ଡିଖୋଲ ଅଭିମୁଖେ ଯାଉଥିବା ସମୟରେ ଏକ ଟ୍ରକ ସହିତ ମୁଁହାମୁଁହି ଧକ୍କା ହୋଇଥିଲା ।

ଟ୍ରକ- ବସ ମୁହାଁମୁହିଁ ଧକ୍କା, 10 ଆହତ
ତେବେ ଏଥିରେ ଆହତ ହୋଇଥିବା ଯାତ୍ରୀଙ୍କୁ କେନ୍ଦ୍ରାପଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ଘଟଣାସ୍ଥଳରେ ମାର୍ଶାଘାଇ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

କେନ୍ଦ୍ରାପଡାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

Intro:03.12.2019
Radhakanta Mohanty, Kendrapada
Slug-od_kpr_03_bus accident_script_7204459
Anchor- କେନ୍ଦ୍ରାପଡା ଜିଲ୍ଲା ମାର୍ଶାଘାଇ ଥାନା ଚଣ୍ଡିଖୋଲ - ପାରାଦ୍ବିପ ଜାତୀୟ ରାଜପଥର କଳାଗଡା ନିକଟରେ ବସ ଓ ଟ୍ରକ ମୁଁହାମୁଁହି ଧକ୍କା ହେବା ଫଳରେ 10 ଜଣ ଯାତ୍ରୀ ଗୁରୁତର ଆହତ ହୋଇଛନ୍ତି । OR04J 9495 ନମ୍ବର ଓମ୍ ସାହୀଲ୍ ନାମକ ଏକ ଘରୋଇ ବସ୍ ପାରାଦ୍ବିପରୁ ଚଣ୍ଡିଖୋଲ ଅଭିମୁଖେ ଯାଉଥିବା ସମୟରେ ଏକ ଟ୍ରକ ସହିତ ମୁଁହା ମୁଁହି ଧକ୍କା ହୋଇଥିଲା । ଆହତ ମାନଙ୍କୁ କେନ୍ଦ୍ରାପଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ଘଟଣା ସ୍ଥଳରେ ମାର୍ଶାଘାଇ ପୋଲିସ ପହଁଚି ତଦନ୍ତ ଆରମ୍ଭ କରିଛି ।Body:2Conclusion:3
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.