ETV Bharat / state

'ଗାନ୍ଧୀ ଫେରିଗଲେ' ପୁସ୍ତକ ଉନ୍ମୋଚିତ - book inauguration

ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ଜୟନ୍ତୀ ଅବସରରେ "ମହାତ୍ମା ଗାନ୍ଧୀ ଫେରିଆସିଲେ ନାମକ ଏକ ପୁସ୍ତକ ଉନ୍ମୋଚନ କାର୍ଯ୍ୟକ୍ରମ କେନ୍ଦ୍ରାପଡ଼ା ପ୍ରେସ କ୍ଳବ ଠାରେ ଅନୁଷ୍ଠିତ ହୋଇଛି ।

book inauguration on gandhi's life at kendrapara
'ଗାନ୍ଧୀ ଫେରିଗଲେ' ପୁସ୍ତକ ଉନ୍ମୋଚିତ
author img

By

Published : Oct 2, 2020, 8:56 PM IST

କେନ୍ଦ୍ରାପଡ଼ା: ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ଜୟନ୍ତୀ ଅବସରରେ "ମହାତ୍ମା ଗାନ୍ଧୀ ଫେରିଆସିଲେ ନାମକ ଏକ ପୁସ୍ତକ ଉନ୍ମୋଚନ କାର୍ଯ୍ୟକ୍ରମ କେନ୍ଦ୍ରାପଡ଼ା ପ୍ରେସ କ୍ଳବ ଠାରେ ଅନୁଷ୍ଠିତ ହୋଇଛି । ଗାନ୍ଧୀଜୀଙ୍କ ଜୀବନୀକୁ ନେଇ ବରିଷ୍ଠ ସାମ୍ବାଦିକ ତଥା ଲେଖକ ଆଶିଷ ସେନାପତି ଏହି ପୁସ୍ତକଟିକୁ ରଚନା କରିଛନ୍ତି।

'ଗାନ୍ଧୀ ଫେରିଗଲେ' ପୁସ୍ତକ ଉନ୍ମୋଚିତ

ଏହି ପୁସ୍ତକରେ ଲେଖକ, ମହାତ୍ମା ଗାନ୍ଧୀଙ୍କ 150ତମ ଜନ୍ମ ଦିବସ ଯେତେବେଳେ ସାରା ଦେଶରେ ଏକ ବର୍ଷ ଧରି ପାଳନ କରାଯାଇଛି ସେତେବେଳେ ଗାନ୍ଧୀ ଅନ୍ୟମାନଙ୍କ ସହିତ ସ୍ୱର୍ଗରୁ ଭାରତକୁ ଫେରି ଆସି ଦେଶରେ କିଭଳି ଗାନ୍ଧୀବାଦ ଓ ମାନବବାଦର ଶେଷ ହେଉଛି ତାହା ଦେଖି ମ୍ରିୟମାଣ ହୋଇଛନ୍ତି ବୋଲି ଲେଖାଯାଇଛି। ପୂର୍ବରୁ ଲେଖକଙ୍କ ଦ୍ଵାରା "ପୁରସ୍କାର" ଓ "ପାନ ବରଜ"ଶୀର୍ଷକ ଦୁଇଟି ପୁସ୍ତକ ପ୍ରକାଶ ପାଇଛି ।

ଆଶିଷ ସେନାପତି ପେଷାରେ ଜଣେ ଆଇନଜୀବି ଏବଂ ପରିବେଶବିତ ମଧ୍ୟ ଅଟନ୍ତି। ଏହି ପୁସ୍ତକ ଉନ୍ମୋଚନ କାର୍ଯ୍ୟକ୍ରମରେ ବହୁ ବରିଷ୍ଠ ଅତିଥି, ସାମ୍ବାଦିକ ଓ ବୁଦ୍ଧିଜୀବୀ ଉପସ୍ଥିତ ଥିଲେ।

କେନ୍ଦ୍ରାପଡ଼ାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.