ETV Bharat / state

ଲେଖକ ସାମୁଖ୍ୟର ନିର୍ବାଚନ; ଦୁଇ ବର୍ଷ ପାଇଁ କର୍ମକର୍ତ୍ତା ନିର୍ବାଚିତ - Kandhamal news

କନ୍ଧମାଳ ଜିଲ୍ଲା ଲେଖକ ସାମୁଖ୍ୟର ନିର୍ବାଚନ ଆଜି ଅନୁଷ୍ଠିତ ହୋଇଯାଇଛି । ଫୁଲବାଣୀ କୋର୍ଟ ଛକ ଠାରେ ଥିବା କାର୍ଯ୍ୟାଳୟରେ ଅନୁଷ୍ଠିତ ନିର୍ବାଚନରେ ଦୁଇ ବର୍ଷ ପାଇଁ କର୍ମକର୍ତ୍ତା ନିର୍ବାଚିତ ହୋଇଛନ୍ତି। ଅଧିକ ଖବର ପଢନ୍ତୁ...

ଫଟୋ ସୌଜନ୍ୟ- ସମ୍ବାଦଦାତା, କନ୍ଧମାଳ
author img

By

Published : Nov 10, 2019, 6:52 PM IST

ଫୁଲବାଣୀ: କନ୍ଧମାଳ ଜିଲ୍ଲା ଲେଖକ ସାମୁଖ୍ୟର ନିର୍ବାଚନ ଆଜି ଅନୁଷ୍ଠିତ ହୋଇଯାଇଛି । ଫୁଲବାଣୀ କୋର୍ଟ ଛକ ଠାରେ ଥିବା କାର୍ଯ୍ୟାଳୟରେ ଅନୁଷ୍ଠିତ ନିର୍ବାଚନରେ ଦୁଇ ବର୍ଷ ପାଇଁ କର୍ମକର୍ତ୍ତା ନିର୍ବାଚିତ ହୋଇଛନ୍ତି। ସାମୁଖ୍ୟର ସଭାପତି ଭାବେ ରବୀନ୍ଦ୍ରନାଥ ମିଶ୍ର ନିର୍ବାଚିତ ହୋଇଥିବା ବେଳେ ସାଧାରଣ ସମ୍ପାଦକ ଭାବେ ବନବିହାରୀ ନନ୍ଦ ନିର୍ବାଚିତ ହୋଇଛନ୍ତି।

ଭିଡିଓ ସୌଜନ୍ୟ- ସମ୍ବାଦଦାତା, କନ୍ଧମାଳ

ଜିଲ୍ଲାର ସର୍ବ ପୁରାତନ ସାରସ୍ବତ ଅନୁଷ୍ଠାନ ଲେଖକ ସାମୁଖ୍ୟର ଆଜି ସାଧାରଣ ପରିଷଦ ବୈଠକରେ ନିର୍ବାଚନ ଅନୁଷ୍ଠିତ ହୋଇଥିଲା। ଅବସରପ୍ରାପ୍ତ କମାଣ୍ଡାଣ୍ଟ ନବୀନ କିଶୋର ପଣ୍ଡା ନିର୍ବାଚନ ଅଧିକାରୀ ଭାବେ ପରିଚାଳନା କରିଥିଲେ। ସଂଗଠନ ସମ୍ପାଦକ ଭାବେ ପ୍ରସନ୍ନ କୁମାର ପଣ୍ଡା ନିର୍ବାଚିତ ହୋଇଥିବା ବେଳେ ଆଠ ଜଣଙ୍କୁ କାର୍ଯ୍ୟକାରୀ କମିଟିକୁ ନିର୍ବାଚିତ ହୋଇଛନ୍ତି।

ଆଗକୁ ଜିଲ୍ଲା ପୁସ୍ତକ ମେଳା ଫୁଲବାଣୀଠାରେ ଆୟୋଜିତ ହେବାକୁ ନିଷ୍ପତ୍ତି ହୋଇଛି।

କନ୍ଧମାଳରୁ ସଦାଶିଵ ପାତ୍ର, ଇଟିଭି ଭାରତ

Intro:କନ୍ଧମାଳ ଜିଲ୍ଲା ଲେଖକ ସାମୁଖ୍ୟର ନିର୍ବାଚନ ଆଜି ଅନୁଷ୍ଠିତ ହୋଇଯାଇଛି। ଫୁଲବାଣୀ କୋର୍ଟ ଛକ ଠାରେ ଥିବା କାର୍ଯ୍ୟାଳୟରେ ଅନୁଷ୍ଠିତ ନିର୍ବାଚନରେ ଦୁଇ ବର୍ଷ ପାଇଁ କର୍ମକର୍ତ୍ତା ନିର୍ବାଚିତ ହୋଇଛନ୍ତି। ସାମୁଖ୍ୟର ସଭାପତି ଭାବେ ରବୀନ୍ଦ୍ରନାଥ ମିଶ୍ର ନିର୍ବାଚିତ ହୋଇଥିବା ବେଳେ ସାଧାରଣ ସମ୍ପାଦକ ଭାବେ ବନବିହାରି ନନ୍ଦ ନିର୍ବାଚିତ ହୋଇଛନ୍ତି।

Body:ଜିଲ୍ଲାର ସର୍ବ ପୁରାତନ ସାରସ୍ୱତ ଅନୁଷ୍ଠାନ ଲେଖକ ସାମୁଖ୍ୟର ଆଜି ସାଧାରଣ ପରିଷଦ ବୈଠକରେ ନିର୍ବାଚନ ଅନୁଷ୍ଠିତ ହୋଇଥିଲା। ଅବସରପ୍ରାପ୍ତ କମାଣ୍ଡାଣ୍ଟ ନବୀନ କିଶୋର ପଣ୍ଡା ନିର୍ବାଚନ ଅଧିକାରୀ ଭାବେ ପରିଚାଳନା କରିଥିଲେ। ସଂଗଠନ ସମ୍ପାଦକ ଭାବେ ପ୍ରସନ୍ନ କୁମାର ପଣ୍ଡା ନିର୍ବାଚିତ ହୋଇଥିବା ବେଳେ ଆଠ ଜଣଙ୍କୁ କାର୍ଯ୍ୟକାରୀ କମିଟିକୁ ନିର୍ବାଚିତ ହୋଇଛନ୍ତି।

Conclusion:ଆଗକୁ ଜିଲ୍ଲା ପୁସ୍ତକ ମେଳା ଫୁଲବାଣୀଠାରେ ଆୟୋଜିତ ହେବାକୁ ନିଷ୍ପତି ହୋଇଛି।
କନ୍ଧମାଳରୁ ସଦାଶିଵ ପାତ୍ର,ଈଟିଭି ଭାରତ
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.