ETV Bharat / state

କଣ୍ଟେନମେଣ୍ଟ ଜୋନରେ ରଙ୍ଗକାମ, ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଶ୍ରମିକଙ୍କ ମୃତ୍ୟୁ - ଶ୍ରମିକଙ୍କ ମୃତ୍ୟୁ

ସହର କଣ୍ଟେନମେଣ୍ଟ ଘୋଷଣା କରାଯାଇଛି ଏବଂ ଏହି ସମୟରେ ଘର ତିଆରି କାମ ଚାଲିଥିବା ବେଳେ ୧୧ କେଭି ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଶ୍ରମିକଙ୍କ ମୃତ୍ୟୁ ହୋଇଛି।

worker-killed-by-came-in-contact-with-electricity-at-kandhamala
କଣ୍ଟେନମେଣ୍ଟ ଜୋନରେ ରଙ୍ଗକାମ, ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଶ୍ରମିକଙ୍କ ମୃତ୍ୟୁ
author img

By

Published : Jul 23, 2020, 5:21 AM IST

ଫୁଲବାଣୀ: ସହରରେ ଅଘଟଣ । ସହର କଣ୍ଟେନମେଣ୍ଟ ଘୋଷଣା କରାଯାଇଛି ଏବଂ ଏହି ସମୟରେ ଘର ତିଆରି କାମ ଚାଲିଥିବା ବେଳେ ୧୧ କେଭି ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଶ୍ରମିକଙ୍କ ମୃତ୍ୟୁ ହୋଇଛି। ମୃତ ଶ୍ରମିକଙ୍କ ଘର ଲାଇନ ପଡ଼ାରେ ଏବଂ ନାଁ ହେଉଛି ମୁକେଶ ମୁଖୀ।

କଣ୍ଟେନମେଣ୍ଟ ଜୋନରେ ରଙ୍ଗକାମ, ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଶ୍ରମିକଙ୍କ ମୃତ୍ୟୁ

ଦୁଇ ମହଲା କୋଠା ଉପରେ ରଙ୍ଗ ଦେବା ବେଳେ ଅଘଟଣ ଘଟିଛି । କୋଠା ଉପରେ ରଙ୍ଗ ଦେବା ବେଳେ ହାଇ ଭୋଲଟେଜ ତାର ସଂସ୍ପର୍ଶରେ ଆସିଥିଲେ ଶ୍ରମିକ। ପରେ ଦମକଳ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ଉଦ୍ଧାର କରି ମେଡିକାଲ ନେଇଥିଲେ। ତେବେ ସେଠାରେ ମୃତ୍ୟୁ ହୋଇଥିଲା। ଟାଉନ ଥାନା ପୋଲିସ ପହଞ୍ଚି ତଦନ୍ତ କରିଛି ଏବଂ ଏକ ଅପମୃତ୍ୟୁ ମାମଲା ରୁଜୁ କରିଛି।

କନ୍ଧମାଳରୁ ସଦାଶିବ ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.