ETV Bharat / state

ଫୁଲବାଣୀ ଓ ବାଲିଗୁଡାରେ ଦୁଇଦିନ ବଢିଲା ସାପ୍ତାହିକ ସଟଡାଉନ - କନ୍ଧମାଳ ଜିଲ୍ଲାରେ ସପ୍ତାହିକ ସଟଡାଉନ

କନ୍ଧମାଳ ଜିଲ୍ଲାରେ ସପ୍ତାହିକ ସଟଡାଉନ ରବିବାର ଶେଷ ହୋଇଛି । । କୋଭିଡ ସଂକ୍ରମଣକୁ ନଜରରେ ରଖି ଫୁଲବାଣୀ ଓ ବାଲିଗୁଡା ସହରକୁ ଆସନ୍ତା ଦୁଇ ଦିନ ପାଇଁ ସଟଡାଉନ ଘୋଷଣା କରାଯାଇଛି । ଅଧିକ ପଢନ୍ତୁ...

ସପ୍ତାହିକ ସଟଡାଉନ ଫୁଲବାଣୀ ଓ ବାଲିଗୁଡାରେ ଦୁଇଦିନ ବୃଦ୍ଧି

author img

By

Published : Jul 19, 2020, 9:40 PM IST

ଫୁଲବାଣୀ: କନ୍ଧମାଳ ଜିଲ୍ଲାରେ ସାପ୍ତାହିକ ସଟଡାଉନ ରବିବାର ଶେଷ ହୋଇଛି । କିନ୍ତୁ ଫୁଲବାଣୀ ଓ ବାଲିଗୁଡା ସହରକୁ ଆସନ୍ତା ଦୁଇ ଦିନ ପାଇଁ ସଟଡାଉନ ଘୋଷଣା କରାଯାଇଛି । କୋଭିଡ ସଂକ୍ରମଣ ଦୃଷ୍ଟିରେ ରଖି ସୋମବାର ଓ ମଙ୍ଗଳବାର ଦୁଇ ଦିନ ଦୁଇ ସହର ସଟଡାଉନ ରହିବ।

ସପ୍ତାହିକ ସଟଡାଉନ ଫୁଲବାଣୀ ଓ ବାଲିଗୁଡାରେ ଦୁଇଦିନ ବୃଦ୍ଧି

କନ୍ଧମାଳ ଜିଲ୍ଲାରେ କୋଭିଡ ସଂକ୍ରମଣ ଲଗାତାର ଚିନ୍ତାଜନକ ରହିଛି । ସ୍ଥାନୀୟ ସଂକ୍ରମିତ ବାହାରିବା ପରେ ଜିଲ୍ଲାରେ ଶନିବାର ଓ ରବିବାର ଦୁଇ ଦିନ ସଟଡାଉନ ଘୋଷଣା କରାଯାଇଥିଲା। ତେବେ ଫୁଲବାଣୀ ଓ ବାଲିଗୁଡା ସହରରେ ସଟଡାଉନକୁ ଆସନ୍ତା ଦୁଇ ଦିନରେ ବୃଦ୍ଧି କରାଯାଇଛି। ସୋମବାର ଓ ମଙ୍ଗଳବାର ଦୁଇ ଦିନ ଏହି ଦୁଇ ସହରରେ ସଟଡାଉନ ଜାତି ରହିବ ବୋଲି ପ୍ରଶାସନ ଘୋଷଣା କରିଛନ୍ତି। ଫଳରେ ଦୁଇ ସହରରେ ଲଗାତାର 4 ଦିନ ବନ୍ଦ ରହୁଛି। ଲୋକଙ୍କ ସୁବିଧା ପାଇଁ ପ୍ରଶାସନ ବ୍ୟବସ୍ଥା କରୁଛି ଅତ୍ୟାବଶ୍ୟକ ଜିନିଷର ।

ସୂଚନାଥାଉକି ଗତ କାଲି ଜଣେ ବୃଦ୍ଧଙ୍କ କୋରୋନାରେ ମୃତ୍ୟୁ ପରେ ଜିଲ୍ଲାରେ ପ୍ରଥମ ମୃତ୍ୟୁ ରେକର୍ଡ କରାଯାଇଛି । ଆଗକୁ ଫୁଲବାଣୀରେ କୋରୋନା କଟକଣା ଅଧିକ କଡାକଡି ବ୍ୟବସ୍ଥା ଲାଗୁ କରିବେ ପ୍ରଶାସନ ପକ୍ଷରୁ ସୂଚନା ଦେଇଛନ୍ତି ।

କନ୍ଧମାଳରୁ ସଦାଶିବ ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.