ETV Bharat / state

ଚିକିତ୍ସାଧୀନ ଅବସ୍ଥାରେ ଆଜୀବନ କଏଦୀଙ୍କ ମୃତ୍ୟୁ

author img

By

Published : Feb 13, 2022, 1:34 PM IST

ଚିକିତ୍ସାଧୀନ ଅବସ୍ଥାରେ ଆଜୀବନ କଏଦୀଙ୍କ ମୃତ୍ୟୁ । ମୃତକ କଏଦୀ ଜଣଙ୍କ ହେଲେ ଦାରଙ୍ଗିବାଡ଼ି ଥାନା ଅନ୍ତର୍ଗତ କାରାମାହା ଗ୍ରାମର କାହ୍ନୁ ଚରଣ ପ୍ରଧାନ। ଅଧିକ ପଢନ୍ତୁ

ଚିକିତ୍ସାଧୀନ  ଅବସ୍ଥାରେ ଆଜୀବନ କଏଦୀଙ୍କ ମୃତ୍ୟୁ
ଚିକିତ୍ସାଧୀନ ଅବସ୍ଥାରେ ଆଜୀବନ କଏଦୀଙ୍କ ମୃତ୍ୟୁ

ଫୁଲବାଣୀ: ଚିକିତ୍ସାଧୀନ ଅବସ୍ଥାରେ ଆଜୀବନ କଏଦୀଙ୍କ ମୃତ୍ୟୁ । ମୃତକ କଏଦୀ ଜଣଙ୍କ ହେଲେ ଦାରିଙ୍ଗବାଡ଼ି ଥାନା ଅନ୍ତର୍ଗତ କାରାମାହା ଗ୍ରାମର କାହ୍ନୁ ଚରଣ ପ୍ରଧାନ । ମୃତ କଏଦୀ 2016ରେ ଏକ ହତ୍ୟା ମାମଲାରେ ଆଜୀବନ ଜେଲ ଦଣ୍ଡ ଭୋଗୁଥିଲେ ।ପରେ ଜେଲ ଭିତରେ 2018 ମସିହାରେ ଅନ୍ୟ ଏକ କଏଦୀକୁ ହତ୍ୟା କରି ଜେଲରେ ସଜା କାଟୁଥିଲେ ।

ଗତ 12 ତାରିଖ ଦିନରେ ଅସୁସ୍ଥ ହେବାରୁ ଜେଲ ଭିତରେ ଚିକିତ୍ସା ହେବା ପରେ ରାତି 9ଟାରେ ଫୁଲବାଣୀ ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଥିଲା । ଗତକାଲି ଚିକିତ୍ସାଧୀନ ଅବସ୍ଥାରେ ରାତି 10.30ରେ ମୃତ୍ୟୁ ହୋଇଥିବା ସୂଚନା ଦେଇଛନ୍ତି ଜେଲ ସୁପରିଟେଣ୍ଡେଡ଼ ଶର୍ମିଷ୍ଠା ପୁଷ୍ଟି। ପୋଲିସ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି। ପରିବାର ଲୋକଙ୍କ ମୃତ୍ୟୁକୁ ନେଇ କୌଣସି ଅଭିଯୋଗ ନାହିଁ ବୋଲି କାହ୍ନୁଙ୍କ ପୁଅ ଟ୍ରିପତି ପ୍ରଧାନ ଓ ଭଉଣୀ ସସ୍ମିତା ପ୍ରଧାନ କହିଛନ୍ତି |

କନ୍ଧମାଳରୁ ସଞ୍ଜୟ ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.