ETV Bharat / state

ରାସ୍ତା ଖରାପ ଯୋଗୁଁ ଆସିପାରିଲାନି ଆମ୍ବୁଲାନ୍ସ: ଷ୍ଟ୍ରେଚରରେ ବୁହା ହେଲେ ମହିଳା - ଷ୍ଟେଚରରେ ବୁହା ହେଲେ ମହିଳା

ରାସ୍ତା ଖରାପ ଯୋଗୁଁ ଠିକଣା ସ୍ଥାନରେ ପହଞ୍ଚି ପାରିଲାନି ଆମ୍ବୁଲାନ୍ସ । ଫଳରେ ଷ୍ଟ୍ରେଚରରେ ବୁହା ହେଲେ ଗର୍ଭବତୀ । ଏଭଳି ଘଟଣା ଦେଖିବାକୁ ମିଳିଛି କନ୍ଧମାଳ ଜିଲ୍ଲା ତୁମୁଡିବନ୍ଧ ବ୍ଲକରେ । ଅଧିକ ପଢନ୍ତୁ

ରାସ୍ତା ଖରାପ ଯୋଗୁଁ ଆସିପାରିଲାନି ଆମ୍ବୁଲାନ୍ସ : ଷ୍ଟେଚରରେ ବୁହା ହେଲେ ମହିଳା

author img

By

Published : Feb 23, 2022, 10:45 PM IST

ଫୁଲବାଣୀ : ରାସ୍ତା ଖରାପ ଯୋଗୁଁ ଠିକଣା ସ୍ଥାନରେ ପହଞ୍ଚି ପାରିଲାନି ଆମ୍ବୁଲାନ୍ସ । ଫଳରେ ଷ୍ଟ୍ରେଚରରେ ବୁହା ହେଲେ ଗର୍ଭବତୀ । ଏଭଳି ଘଟଣା ଦେଖିବାକୁ ମିଳିଛି କନ୍ଧମାଳ ଜିଲ୍ଲା ତୁମୁଡିବନ୍ଧ ବ୍ଲକରେ ।

ରାସ୍ତା ଖରାପ ଯୋଗୁଁ ଆସିପାରିଲାନି ଆମ୍ବୁଲାନ୍ସ : ଷ୍ଟେଚରରେ ବୁହା ହେଲେ ମହିଳା

ସୂଚନା ଅନୁସାରେ, ତୁମୁଡିବନ୍ଧ ବ୍ଲକର ଗୁମୁଡୁମାହାର ଲହାଡି ଗାଁର ଅଂଜନା ପ୍ରଧାନଙ୍କର ପ୍ରସବ ବେଦନା ହୋଇଥିଲା । ଏନେଇ ପରିବାର ଲୋକେ ମହିଳାଙ୍କୁ ମେଡିକାଲ ନେବା ପାଇଁ ଆମ୍ବୁଲାନ୍ସକୁ ଯୋଗୋଯୋଗ କରିଥିଲେ । ରାସ୍ତା ଖରାପ ଥିବାରୁ ଠିକଣା ସ୍ଥାନରେ ପହଞ୍ଚି ନ ଥିଲା ଆମ୍ବୁଲାନ୍ସ । ପରେ ଷ୍ଟ୍ରେଚରରେ ଧରି ଗ୍ରାମବାସୀଙ୍କ ସହାୟତାରେ ଆମ୍ବୁଲାନ୍ସ ପାଖରେ ପହଞ୍ଚିଥିଲେ । ସେଠାରୁ ତାଙ୍କୁ ତୁମୁଡିବନ୍ଧ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଅଣାଯାଇଥିଲା ତାଙ୍କ ଅବସ୍ଥା ଭଲ ଥିବା ସୂଚନା ମିଳିଛି ।

କନ୍ଧମାଳରୁ ସଞ୍ଜୟ ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.