ETV Bharat / state

ଫୁଲବାଣୀ ସାପ୍ତାହିକ ହାଟରେ ଅଗ୍ନିକାଣ୍ଡ, ଲକ୍ଷାଧିକ ସମ୍ପତ୍ତି ନଷ୍ଟ

କନ୍ଧମାଳ ଜିଲ୍ଲା ଫୁଲବାଣୀ ସହରର କେନ୍ଦ୍ରସ୍ଥଳୀରେ ବସୁଥିବା ସାପ୍ତାହିକ ହାଟରେ ଅଗ୍ନିକାଣ୍ଡ । ନିଆଁର କାରଣ ଅସ୍ପଷ୍ଟ ।

phulbani
author img

By

Published : Nov 14, 2019, 1:16 PM IST

ଫୁଲବାଣୀ: ସହରର କେନ୍ଦ୍ରସ୍ଥଳୀରେ ଥିବା ସାପ୍ତାହିକ ହାଟରେ ଲାଗିଛି ନିଆଁ। ସାପ୍ତାହିକ ହାଟରେ ଥିବା ପରିବା ଗୋଦାମ ଓ ଦୋକାନରେ ନିଆ ଲାଗି ତିନୋଟି ଦୋକାନ ଓ ଗୋଦାମ ସମ୍ପୂର୍ଣ୍ଣ ପୋଡିଯାଇଛି। ନିଆଁର କାରଣ ଅସ୍ପଷ୍ଟ ରହିଛି ।

ଫୁଲବାଣୀ ସାପ୍ତାହିକ ହାଟରେ ଅଗ୍ନିକାଣ୍ଡ

ଅନ୍ୟପଟେ କେହି ଦୁର୍ବୃତ୍ତ ଏପରି କରିଥିବା ଅଭିଯୋଗ କରିଛନ୍ତି କ୍ଷତିଗ୍ରସ୍ତ ବ୍ୟବସାୟୀ। ପ୍ରାୟ 4 ରୁ 5 ଲକ୍ଷ ଟଙ୍କାର ସମ୍ପତ୍ତି ପୋଡି ଯାଇଥିବା ପୋଲିସ ସୂଚନା ଦେଇଛି । ବ୍ୟବସାୟୀମାନେ ଥାନାରେ ଏତଲା ଦେବା ପରେ ଟାଉନ ଥାନା ପୋଲିସ ଟିମ ତଦନ୍ତ ଆରମ୍ଭ କରି ଦେଇଛି ।

ହାଟରେ କୌଣସି ସୁରକ୍ଷା ବ୍ୟବସ୍ଥା ନଥିବା ବେଳେ ଅନେକ ଜାଗା ମାଫିଆଙ୍କ କବଳରେ ରହିଥିବା ଏକ ରିପୋର୍ଟ କିଛି ଦିନ ତଳେ ଇଟିଭି ଭାରତରେ ପ୍ରସାରିତ ହୋଇଥିଲା।

କନ୍ଧମାଳରୁ ସଦାଶିଵ ପାତ୍ର,ଇଟିଭି ଭାରତ

Intro:ଫୁଲବାଣୀ ସହରର କେନ୍ଦ୍ର ସ୍ଥଳରେ ଥିବା ସାପ୍ତାହିକ ହାଟରେ ଲାଗିଚି ନିଆଁ। ସାପ୍ତାହିକ ହାଟରେ ଥିବା ପରିବା ଗୋଦାମ ଓ ଦୋକାନରେ ନିଆ ଲାଗି ତିନୋଟି ଦୋକାନ ଓ ଗୋଦାମ ସମ୍ପୂର୍ଣ୍ଣ ପୋଡିଯାଇଛି। ନିଆଁର କାରଣ ସ୍ପଷ୍ଟ ହୋଇନଥିଲେ ମଧ୍ୟ କେହି ଦୁର୍ବୃତ୍ତ ଏପରି କରିଥିବା ଅଭିଯୋଗ କରିଛନ୍ତି କ୍ଷତିଗ୍ରସ୍ତ ବ୍ୟବସାୟୀ।

Body:ବିଦ୍ୟୁତ ସଟସର୍କିଟରୁ ନିଆଁ ଲାଗିନାହିଁ ବLଈ କହିଛନ୍ତି ହାଟର ବ୍ୟବସାୟୀ। ପ୍ରାୟ 4 ରୁ 5 ଲକ୍ଷ ଟଙ୍କାର ସମ୍ପତ୍ତି ପୋଡି ଯାଇଥିବା ପୋଲିସ କହିଛି। ବ୍ୟବସାୟୀ ମାନେ ଥାନାରେ ଏତଲା ଦେବା ପରେ ଟାଉନ ପୋଲିସ ଟିମ ତଦନ୍ତ କରୁଛନ୍ତି। ଆମେ ସର୍ବସ୍ବ ହରାଇଲୁ ବୋଲି କହିଛନ୍ତି ବ୍ୟବସାୟୀ।
ବାଇଟ(୧) କ୍ଷତିଗ୍ରସ୍ତ ବ୍ୟବସାୟୀ
(୨) କ୍ଷତିଗ୍ରସ୍ତ ବ୍ୟବସାୟୀ

Conclusion:ହାଟରେ କୌଣସି ସୁରକ୍ଷା ବ୍ୟବସ୍ଥା ନ ଥିବା ବେଳେ ଅନେକ ଜାଗା ମାଫିଆଙ୍କ କବଳରେ ରହିଥିବା ଏକ ରିପୋର୍ଟ କିଛି ଦିନ ତଳେ ଈଟିଭିରେ ପ୍ରସାରିତ ହୋଇଥିଲା।
କନ୍ଧମାଳରୁ ସଦାଶିଵ ପାତ୍ର,ଈଟିଭି ଭାରତ
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.