ETV Bharat / state

ଫୁଲବାଣୀ ସ୍ବୟଂଶାସିତ କଲେଜରେ ଏନସିସି ଆଲୁମିନି ଅନୁଷ୍ଠିତ - ଫୁଲବାଣୀ ଅଟନୋମସ କଲେଜରେ ଏନସିସି

ଫୁଲବାଣୀ ସରକାରୀ ସ୍ବୟଂଶାସିତ ମହାବିଦ୍ୟାଳୟରେ ଏନସିସି ଆଲୁମିନି ଉତ୍ସବ ଅନୁଷ୍ଠିତ । କନ୍ଧମାଳ ଏସପି ପ୍ରତୀକ ସିଂ ଏହି ଉତ୍ସବରେ ଯୋଗ ଦେଇ ସମସ୍ତଙ୍କୁ ପ୍ରେରିତ କରିଥିଲେ ।

ଫୁଲବାଣୀ ଅଟନୋମସ କଲେଜରେ ଏନସିସି ଆଲୁମିନି
ଫୁଲବାଣୀ ଅଟନୋମସ କଲେଜରେ ଏନସିସି ଆଲୁମିନି
author img

By

Published : Jan 12, 2020, 4:36 PM IST

ଫୁଲବାଣୀ: କନ୍ଧମାଳ ଜିଲ୍ଲା ଫୁଲବାଣୀ ସରକାରୀ ସ୍ବୟଂଶାସିତ ମହାବିଦ୍ୟାଳୟରେ ଏନସିସି ଆଲୁମିନି ଉତ୍ସବ ଅନୁଷ୍ଠିତ ହୋଇଯାଇଛି। କନ୍ଧମାଳ ଏସପି ପ୍ରତୀକ ସିଂ ଉତ୍ସବକୁ ଉଦଘାଟନ କରିଥିଲେ। ଜିଲ୍ଲା ସମେତ ରାଜ୍ୟର ବିଭିନ୍ନ ସ୍ଥାନରୁ ପୂର୍ବତନ ଏନସିସି କ୍ୟାଡେଟ ଏହି ଉତ୍ସବରେ ଯୋଗ ଦେଇଥିଲେ ।

ଫୁଲବାଣୀ ଅଟନୋମସ କଲେଜରେ ଏନସିସି ଆଲୁମିନି

ଏନସିସି ଆମକୁ ଶୃଙ୍ଖଳିତ ହେବାକୁ ଶିଖାଇଥାଏ । ନେତୃତ୍ବ ନେବା ଏବଂ ଜାତୀୟ ଭାବନାର ପ୍ରସାର ଓ ଚିନ୍ତନରେ ମଧ୍ୟ ଆମକୁ ସଶକ୍ତ କରେ ବୋଲି କହିଥିଲେ ବକ୍ତା । ଏପରି କାର୍ଯ୍ୟକ୍ରମ ଲଗାତାର ଜାରି ରଖିବାକୁ ଆୟୋଜକ ଜିଲ୍ଲା ଆଲୁମିନି ସଂଘ ନିଷ୍ପତ୍ତି ନେଇଛି।

କନ୍ଧମାଳରୁ ସଦାଶିବ ପାତ୍ର, ଇଟିଭି ଭାରତ

Intro:ଫୁଲବାଣୀ ସରକାରୀ ସ୍ବୟଂଶାସିତ ମହାବିଦ୍ୟାଳୟ ଏନ ସି ସି ଆଲୁମିନି ଉତ୍ସବ କଲେଜ ପରିସରରେ ଅନୁଷ୍ଠିତ ହୋଇଯାଇଛି। କନ୍ଧମାଳ ଏସ ପି ପ୍ରତୀକ ସିଂ ଉତ୍ସଵକୁ ଉଦଘାଟନ କରିଥିଲେ। କନ୍ଧମାଳ ସମେତ ରାଜ୍ୟର ବିଭିନ୍ନ ସ୍ଥାନରୁ ପୂର୍ବତନ ଏନ ସି ସି କ୍ୟାଡଟ ଯୋଗଦେଇଥିଲେ ଏହି ଉତ୍ସବରେ।

Body:ଏନ ସି ସି ଆମକୁ ଶୃଙ୍ଖଳିତ ହେବାକୁ ଶିଖାଇଥାଏ। ନେତୃତ୍ୱ ନେଵା ଏବଂ ଜାତୀୟ ଭାବନାର ପ୍ରସାର ଓ ଚିନ୍ତନରେ ମଧ୍ୟ ଆମକୁ ସଶକ୍ତ କରେ ବୋଲି କହିଥିଲେ ବକ୍ତା।

Conclusion:ଏପରି କାଯ୍ୟକ୍ରମ ଲଗାତାର ଜାରି ରଖିବାକୁ ଆୟୋଜକ ଜିଲ୍ଲା ଆଲୁମିନି ସଂଘ ନିଷ୍ପତ୍ତି ନେଇଛି।
କନ୍ଧମାଳରୁ ସଦାଶିଵ ପାତ୍ର,ଈଟିଭି ଭାରତ
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.