ETV Bharat / state

କନ୍ଧମାଳ ଗସ୍ତରେ ଉଚ୍ଚସ୍ତରୀୟ କେନ୍ଦ୍ରୀୟ ସ୍ବାସ୍ଥ୍ୟ ଟିମ୍ - କନ୍ଧମାଳ ଗସ୍ତରେ କେନ୍ଦ୍ରୀୟ ସ୍ବାସ୍ଥ୍ୟ ଟିମ

କନ୍ଧମାଳ ଜିଲ୍ଲା ଗସ୍ତରେ ଆଠ ଜଣିଆ ଉଚ୍ଚସ୍ତରୀୟ କେନ୍ଦ୍ରୀୟ ସ୍ବାସ୍ଥ୍ୟ ଟିମ । ସ୍ବାସ୍ଥ୍ୟ ଟିମରେ ଅଛନ୍ତି ଜାତୀୟ ସ୍ୱାସ୍ଥ୍ୟ ମିଶନ କେନ୍ଦ୍ରୀୟ ଉପନିର୍ଦ୍ଦେଶକ ଡଃ ଏସସି ଅଗ୍ରୱାଲ । ଟିମ ଜିଲ୍ଲାର ଶିଶୁ ଓ ମାତୃ ୱାର୍ଡ ବୁଲି ଦେଖିଛନ୍ତି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, କନ୍ଧମାଳ
author img

By

Published : Oct 19, 2019, 5:05 AM IST

ଫୁଲବାଣୀ: କନ୍ଧମାଳ ଜିଲ୍ଳାକୁ 6 ଦିନିଆ ଗସ୍ତରେ ଉଚ୍ଚସ୍ତରୀୟ କେନ୍ଦ୍ରୀୟ ସ୍ବାସ୍ଥ୍ୟ ଟିମ ଆସିଛନ୍ତି । କେନ୍ଦ୍ର ସରକାରଙ୍କ ଜନସ୍ୱାସ୍ଥ୍ୟ ପରାମର୍ଶଦାତା ଡଃ ହିମାଂଶୁ ଭୁଷଣଙ୍କ ନେତୃତ୍ୱରେ ଆସିଥିବା ଆଠ ଜଣିଆ ଟିମ ଜିଲ୍ଲାର ଶିଶୁ ଓ ମାତୃ ୱାର୍ଡ ବୁଲି ଦେଖିଛନ୍ତି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କନ୍ଧମାଳ
ସ୍ବାସ୍ଥ୍ୟ ଟିମରେ ଜାତୀୟ ସ୍ୱାସ୍ଥ୍ୟ ମିଶନ କେନ୍ଦ୍ରୀୟ ଉପନିର୍ଦ୍ଦେଶକ ଡଃ ଏସ ସି ଅଗ୍ରୱାଲ, ଆୟୁଷ ମନ୍ତ୍ରଣାଳୟର କନ୍ସୋଲାଣ୍ଟ ଡଃ. ବାଲୁ ନାଥ ମୋଟେ, ଜାତୀୟ ହେଲଥ୍‌ ସିଷ୍ଟମ ରିସୋର୍ସ ସେଣ୍ଟର ନୂଆଦିଲ୍ଲୀର ଅସୀମା ଭଟନାଗର, ଡଃ ବାରିସା ମାରିଅମ, ସିଲଙ୍ଗର ମାନରୋଇ ଛାଲମ, କୁନାଲ ମୁଖାର୍ଜୀ, ବିଲ ଓ ମିରିଣ୍ଡା ଫାଉଣ୍ଡେସନର ସୌରଭ ଶର୍ମା ସାମିଲ ଥିଲେ । ଏହାସହ ରାଜ୍ୟ ଟୀକାକରଣ ଅଧିକାରୀ ଡଃ. ତାପସ ପାତ୍ର, କ୍ୟାନ୍ସର କେୟାର ଇନଷ୍ଟିଚ୍ୟୁଟର ନୋଡାଲ ଅଧିକାରୀ ଡଃ. ସୁଶାନ୍ତ ସ୍ୱାଇଁ, ପ୍ରମେୟ ମହାପାତ୍ର, ଦୀପକ ବିଶ୍ୱାଳ ପ୍ରମୁଖ ମଧ୍ୟ ଏହି ଟିମରେ ଗସ୍ତ କରିଛନ୍ତି । ଶନିବାର ମଧ୍ୟ ଏହି ଟିମ ଜିଲ୍ଲାର ଦାରିଙ୍ଗବାଡି, ଫିରିଙ୍ଗିଆ ଗସ୍ତ କରିବ । ଜିଲ୍ଲାର ସମସ୍ତ ବାରଟି ବ୍ଲକର ସ୍ୱାସ୍ଥ୍ୟକେନ୍ଦ୍ର ଓ ଗାଁଁକୁ ଗସ୍ତ କରିବ ଏହି ଟିମ୍ ।

କନ୍ଧମାଳରୁ ସଦାଶିଵ ପାତ୍ର, ଈଟିଭି ଭାରତ

Intro:କନ୍ଧମାଳ ଜିଲ୍ଳାକୁ 6 ଦିନିଆ ଗସ୍ତରେ ଉଚ୍ଚ ସ୍ତରୀୟ କେନ୍ଦ୍ରୀୟ ସ୍ବାସ୍ଥ୍ୟ ଟିମ । କେନ୍ଦ୍ର ସରକାରଙ୍କ ଜନସ୍ୱାସ୍ଥ୍ୟ ପରାମର୍ଶଦାତା ଡା. ହିମାଂଶୁ ଭୁସଣଙ୍କ ନେତୃତ୍ୱରେ ଆସିଥିବା ଆଠ ଜଣିଆ ଟିମ ଆଜି ଜିଲ୍ଲାର ଶିଶୁ ଓ ମାତୃ ୱାର୍ଡ ବୁଲିଛନ୍ତି।

Body:ଏହି ଟିମରେ ଜାତୀୟ ସ୍ୱାସ୍ଥ୍ୟ ମିଶନ କେନ୍ଦ୍ରୀୟ ଉପ ନିର୍ଦେଶକ ଡା ଏସ ସି ଅଗ୍ରୱାଲ,ଆୟୁଷ ମନ୍ତ୍ରଣାଳୟର କଂସଲତାନ୍ତ ଡା ବାଲୁ ନାଥ ମୋଟେ,ଜାତୀୟ ହେଲଥ ସିଷ୍ଟମ ରିସୋର୍ସ ସେଣ୍ଟର ନୂଆଦିଲ୍ଲୀର ଅସୀମା ଭଟଣାଗର,ଡା ବାରିସା ମାରିଅମ,ସିଲଙ୍ଗର ମାନରୋଇ ଛାଲମ,କୁନାଲ ମୁଖାର୍ଜୀ,ବିଲ ଓ ମିରିଣ୍ଡା ଫାଉଣ୍ଡେସନର ସୌରଭ ଶର୍ମା। ଏହାସହିତ ରାଜ୍ୟ ଟୀକାକରଣ ଅଧିକାରୀ ଡା ତାପସ ପାତ୍ର,କ୍ୟାନ୍ସର କେୟାର ଇନଷ୍ଟିଚ୍ୟୁଟର ନୋଡାଲ ଅଧିକାରୀ ଡା ସୁଶାନ୍ତ ସ୍ୱାଇଁ,ପ୍ରମେୟ ମହାପାତ୍ର,ଦୀପକ ବିଶ୍ୱାଳ ପ୍ରମୁଖ ଏହି ଟିମରେ ମଧ୍ୟ ଗସ୍ତ କରିଛନ୍ତି। ଟିମ ମୁଖ୍ୟ ଡା ଭୂଷଣଙ୍କ ସହିତ କଥା ହୋଇଛନ୍ତି ଆମ ପ୍ରତିନିଧି।
ବାଇଟ(୧) ଡା ହିମାଂଶୁ ଭୂଷଣ, କେନ୍ଦ୍ର ସରକାରଙ୍କ ଜନସ୍ୱାସ୍ଥ୍ୟ ପରାମର୍ଶଦାତା
ପିଟିସି ସଦାଶିଵ ପାତ୍ର,ଈଟିଭି ପ୍ରତିନିଧି

Conclusion:ଆସନ୍ତା କାଲି ମଧ୍ୟ ଜିଲ୍ଲାର ଦାରିଙ୍ଗବାଡି,ଫିରିଙ୍ଗିଆ,ଗସ୍ତ କରିବେ ଟିମ । ଜିଲ୍ଲାର ସମସ୍ତ ବାରଟି ବ୍ଲକର ସ୍ୱାସ୍ଥ କେନ୍ଦ୍ର ଓ ଗାଁକୁ ଗସ୍ତ କରିବେ।

For All Latest Updates

TAGGED:

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.