ETV Bharat / state

Kandhamal Murder: ଜେଜେମାଆ ବେକରେ ଗାମୁଛା ଭିଡି ହତ୍ୟା କଲା ନାତି - କନ୍ଧମାଳ ଖବର

ଜେଜେ ମାଆକୁ ଅତି ନିର୍ମମ ଭାବେ ହତ୍ୟା କଲା ନାତି । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କନ୍ଧମାଳ ଜିଲ୍ଲା ରାଇକିଆ ଥାନା କମ୍ବ।ଗୁଡା ଗାଁରେ । ଅଧିକ ପଢନ୍ତୁ

Kandhamal Murder : ଜେଜେମାଆ ବେକରେ ଗାମୁଛା ଭିଡି ହତ୍ୟା କଲା ନାତି

author img

By

Published : Jan 22, 2022, 4:50 PM IST

ଫୁଲବାଣୀ: ଜେଜେ ମାଆକୁ ଅତି ନିର୍ମମ ଭାବେ ହତ୍ୟା କଲା ନାତି । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କନ୍ଧମାଳ ଜିଲ୍ଲା ରାଇକିଆ ଥାନା କମ୍ବ।ଗୁଡା ଗାଁରେ। ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

Kandhamal Murder : ଜେଜେମାଆ ବେକରେ ଗାମୁଛା ଭିଡି ହତ୍ୟା କଲା ନାତି

ସୂଚନା ଅନୁସାରେ, କମ୍ବ।ଗୁଡା ଗାଁରେ ନାତି ମନୋଜ ପ୍ରଧାନଙ୍କ ସହ ବୃଦ୍ଧା ସରୋଜିନୀ ଏକାକି ରୁହନ୍ତି । ହେଲେ ଜେଜେମାଆ ଖାଇବା ଦେବାରେ ବିଳମ୍ବ କରିବାରୁ ରାଗି ଯାଇଥିଲେ ମନୋଜ । ଏଥିରେ ଉତକ୍ଷିପ୍ତ ହୋଇ ସେ ନିଜ ଜେଜେମାଙ୍କ ବେକରେ ଗାମୁଛା ଭିଡି ହତ୍ୟା କରିଛି ।

ଏହାବି ପଢନ୍ତୁ : ପଠାନକୋଟ-ଲୁଧିଆନା ବିସ୍ଫୋରଣ ଘଟଣା: ଉତ୍ତରାଖଣ୍ଡରୁ 4 ଅଭିଯୁକ୍ତଙ୍କୁ ବାନ୍ଧିଲା STF

ରାଇକିଆ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିବା ସହ ନାତି ମନୋଜକୁ ଗିରଫ କରିଛି । ଅଭିଯୁକ୍ତର ବାପା ମାଆ ନ ଥିବାବେଳେ ଜେଜେମା ହିଁ ଏକମାତ୍ର ସାହାରା ଥିଲେ । ଏନେଇ ରାଇକିଆ ପୋଲିସ ଘଟଣାର ତଦନ୍ତ ଚଳାଇଛି । ତେବେ ମନୋଜଙ୍କ ମାନସିକ ଭାରସାମ୍ୟ ଠିକ ନ ଥିବା ଅଭିଯୋଗ ହୋଇଛି ।

କନ୍ଧମାଳରୁ ସଞ୍ଜୟ ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.