ETV Bharat / state

ସାଢେ ଆଠ କ୍ବିଣ୍ଟାଲ ଗଞ୍ଜେଇ ଜବତ; ଜଣେ ଗିରଫ, 2 ଫେରାର - ବେଆଇନ ଗଞ୍ଜେଇ ଚାଲାଣ

ବେଆଇନ ଗଞ୍ଜେଇ ଚାଲାଣ ବେଳେ ସାଢେ ଆଠ କ୍ବିଣ୍ଟାଲ ଗଞ୍ଜେଇ ଜବତ କରିବା ସହିତ ଜଣକୁ ଗିରଫ କରିଛି। ତେବେ ଅନ୍ୟ 2ଜଣ ଫେରାର ହୋଇଯାଇଛନ୍ତି ।

ସାଢେ ଆଠ କ୍ବିଣ୍ଟାଲ ଗଞ୍ଜେଇ ଜବତ
ସାଢେ ଆଠ କ୍ବିଣ୍ଟାଲ ଗଞ୍ଜେଇ ଜବତ
author img

By

Published : Aug 9, 2020, 2:27 PM IST

ଫୁଲବାଣୀ: ଗୋଛାପଡା ଥାନା ପୋଲିସ ବେଆଇନ ଗଞ୍ଜେଇ ଚାଲାଣ ବେଳେ ସାଢେ ଆଠ କ୍ବିଣ୍ଟାଲ ଗଞ୍ଜେଇ ଜବତ କରିବା ସହିତ ଜଣକୁ ଗିରଫ କରିଛି। ତେବେ ଅନ୍ୟ 2ଜଣ ଫେରାର ହୋଇଯାଇଛନ୍ତି। କନ୍ଧମାଳରୁ ବୌଦ୍ଧ ଜିଲ୍ଲାକୁ ହେଉଥିଲା ଗଞ୍ଜେଇ ଚାଲାଣ।

ସାଢେ ଆଠ କ୍ବିଣ୍ଟାଲ ଗଞ୍ଜେଇ ଜବତ

ବିଶ୍ବସ୍ତ ସୂତ୍ରରୁ ସୂଚନା ପାଇ ପୋଲିସ ଟିମ ଚଢାଉ କରିଥିଲା କେନ୍ଦୁଗୁଡା ଗାଁରେ। ନରୋତ୍ତମ ପଲିଆ ୮୫୦ କିଲୋଗ୍ରାମ ଗଞ୍ଜେଇ ଚାଲାଣ କରୁଥିବା ବେଳେ ସେ ପୋଲିସ ହାତରେ ଧରାପଡିଥିଲା । କିନ୍ତୁ ଅନ୍ୟ 2 ଅଭିଯୁକ୍ତ ଫେରାର ହୋଇଯାଇଥିଲେ। ସେମାନଙ୍କୁ ଏବଂ ମୁଖ୍ୟ ମାଫିଆକୁ ମଧ୍ୟ ଗିରଫ କରାଯିବ ବୋଲି କହିଛନ୍ତି ସଦର ଏସଡିପିଓ।

କନ୍ଧମାଳରୁ ସଦାଶିବ ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.