ETV Bharat / state

ବିଦ୍ଯୁତ ଶ୍ରମିକ ସଂଘର ଚେତାବନୀ - ବିଦ୍ଯୁତ ଶ୍ରମିକ ସଂଘର

ସରକାର ବିଦ୍ୟୁତ ଶ୍ରମିକଙ୍କୁ କର୍ମଚାରୀଙ୍କୁ ଠକି ଚାଲିଥିବା ବେଳେ ଉପଭୋକ୍ତା ଓ ଭିତ୍ତିଭୂମିର ବିକାଶ ହୋଇଛି । କର୍ମଚାରୀ କମିଛନ୍ତି କିନ୍ତୁ ସରକାର ନୂଆ ନିଯୁକ୍ତି କରୁନଥିବା ଅଭିଯୋଗ ଆଣିଛନ୍ତି ବିଦ୍ୟୁତ ଶ୍ରମିକ କର୍ମଚାରୀ ସଂଘ ।

labour-threatens
labour-threatens
author img

By

Published : Dec 12, 2019, 12:02 AM IST

କନ୍ଧମାଳ: ରାଜ୍ୟ ବିଦ୍ୟୁତ ଶ୍ରମିକ କର୍ମଚାରୀ ସଂଘ ସାରାରାଜ୍ୟରେ ନିର୍ବାଚନ କରି ନୂତନ କର୍ମକର୍ତ୍ତାମାନଙ୍କୁ ଚୟନ କରୁଛି । ସରକାର ବିଦ୍ୟୁତ ଶ୍ରମିକଙ୍କୁ କର୍ମଚାରୀଙ୍କୁ ଠକି ଚାଲିଥିବା ବେଳେ ଉପଭୋକ୍ତା ଓ ଭିତ୍ତିଭୂମିର ବିକାଶ ହୋଇଛି । କର୍ମଚାରୀ କମିଛନ୍ତି କିନ୍ତୁ ସରକାର ନୂଆ ନିଯୁକ୍ତି କରୁନଥିବା ଅଭିଯୋଗ ଆଣିଛନ୍ତି ବିଦ୍ୟୁତ ଶ୍ରମିକ କର୍ମଚାରୀ ସଂଘ ।

ବିଦ୍ଯୁତ ଶ୍ରମିକ ସଂଘର ଚେତାବନୀ

ସେହିପରି ସରକାର ସ୍ଥାୟୀ ସଂସ୍ଥାରେ ଅସ୍ଥାୟୀ ନିଯୁକ୍ତି କରୁଛନ୍ତି । ଏହାର ଦୃଢ ବିରୋଧ କରାଯିବ । ଆଗକୁ ଆନ୍ଦୋଳନ ଜୋରଦାର କରାଯିବ । ଆସନ୍ତା ଜାନୁଆରୀରେ ରାଜ୍ୟ ସମ୍ମିଳନୀ ପରେ ଆନ୍ଦୋଳନ କରାଯିବ ବୋଲି କହିଛନ୍ତି ସଂଘର ରାଜ୍ୟ କର୍ମକର୍ତ୍ତା । ଫୁଲବାଣୀ ଠାରେ ବୁଧବାର ଡିଭିଜନ ସ୍ତରୀୟ ବୈଠକ ପରେ ଏପରି ନିଷ୍ପତ୍ତି ନିଆଯାଇଥିବା କହିଛନ୍ତି ସଂଘର ରାଜ୍ୟ ସାଧାରଣ ସଂପାଦକ ।

କନ୍ଧମାଳରୁ ସଦାଶିବ ପାତ୍ର,ଇଟିଭି ଭାରତ

Intro:ଓଡିଶା ରାଜ୍ୟ ବିଦ୍ଯୁତ ଶ୍ରମିକ କର୍ମଚାରୀ ସଂଘ ସାରା ରାଜ୍ୟରେ ନିର୍ବାଚନ କରି ନୂତନ କର୍ମକର୍ତ୍ତାମାନଙ୍କୁ ଚୟନ କରୁଛି। ସରକାର ବିଦ୍ଯୁତ ଶ୍ରମିକଙ୍କୁ କର୍ମଚାରୀଙ୍କୁ ଠକି ଚାଲିଥିବା ବେଳେ ଉପଭୋକ୍ତା ଓ ଭିତ୍ତିଭୂମିର ବିକାଶ ହୋଇଛି । କର୍ମଚାରୀ କମିଛନ୍ତି କିନ୍ତୁ ସରକାର ନୂଆ ନିଯୁକ୍ତି କରୁନାହାନ୍ତି । ସ୍ଥାୟୀ ସଂସ୍ଥାରେ ଅସ୍ଥାୟୀ ନିଯୁକ୍ତି କରୁଛନ୍ତି । ଏହାର ଦୃଢ ବିରୋଧ କରାଯିବ। ଆଗକୁ ଆନ୍ଦୋଳନ ଜୋରଦାର କରାଯିବ । ଆସନ୍ତା ଜାନୁଆରୀରେ ରାଜ୍ୟ ସମ୍ମିଳନୀ ପରେ ଆନ୍ଦୋଳନ କରାଯିବ ବୋଲି କହିଛନ୍ତି ସଂଘର ରାଜ୍ୟ କର୍ମକର୍ତ୍ତା ।Body:ଫୁଲବାଣୀ ଠାରେ ଆଜି ଡିଭିଜନ ସ୍ରରୀୟ ବୈଠକ ପରେ ଏପରି ନିଷ୍ପତ୍ତି କଥା କୁହାଯାଇଛି ।
ବାଇଟ (1) ପ୍ରଶାନ୍ତ କୁମାର ମହାପାତ୍ର,ରାଜ୍ୟ ସାଧାରଣ ସଂପାଦକ,ଓଡିଶା ରାଜ୍ୟ ବିଦ୍ଯୁତ ଶ୍ରମିକ କର୍ମଚାରୀ ସଂଘ Conclusion:କନ୍ଧମାଳରୁ ସଦାଶିବ ପାତ୍ର,ଇଟିଭି ଭାରତ

ବାଇଟ ମୋଜୋ ରେ ଯାଇଛି ।
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.