ETV Bharat / state

ଓଡିଶା କାଶ୍ମୀରରେ ଚାଲିଲା 'ଟଏ ଟ୍ରେନ୍' - development work started in odisha kashmir 'daringibadi'

ଦାରିଙ୍ଗବାଡି ରାଜ୍ୟର ଏକ ପ୍ରମୁଖ ପର୍ଯ୍ୟଟନସ୍ଥଳୀ ସହିତ ଇକୋ ଓ ଇଥ୍ନୋ ଟୁରିଜିମ୍ ପାଇଁ ପରିଚିତ । ଏଥିପାଇଁ ଏହି ପର୍ଯ୍ୟଟନସ୍ଥଳୀରେ ଉନ୍ନୟନମୂଳକ କାର୍ଯ୍ୟ ଆରମ୍ଭ ହୋଇଛି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, କନ୍ଧମାଳ
author img

By

Published : Jul 21, 2019, 9:46 AM IST

ଫୁଲବାଣୀ: କାଶ୍ମୀର ଦାରିଙ୍ଗବାଡିର ଉନ୍ନୟନ ପାଇଁ କାର୍ଯ୍ୟ ଆରମ୍ଭ ହୋଇଛି । ହିଲ ଭିୟ୍ୟୁ ପାର୍କରେ ଆଜି ଆରମ୍ଭ ହୋଇଛି ଟଏ ଟ୍ରେନ୍ ଚଳାଚଳ । ଯାହା ପର୍ଯ୍ୟଟକଙ୍କ ପାଇଁ ଆକର୍ଷଣୀୟ ବିନ୍ଦୁ ପାଲଟିବ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କନ୍ଧମାଳ

ଓଡିଶାରେ ତୁଷାରପାତ ଦେଖିବାକୁ ଏବଂ ପ୍ରକୃତି ସହିତ ସମୟ ବିତାଇବା ପାଇଁ ଶୀତ ଋତୁରେ ରାଜ୍ୟ ତଥା ରାଜ୍ୟ ବାହାରୁ ଓ ବିଦେଶରୁ ଅନେକ ପର୍ଯ୍ୟଟକଙ୍କ ଦାରିଙ୍ଗବାଡିକୁ ଆସିଥାନ୍ତି ।

କନ୍ଧମାଳରୁ ସଦାଶିବ ପାତ୍ର, ଇଟିଭି ଭାରତ

ଫୁଲବାଣୀ: କାଶ୍ମୀର ଦାରିଙ୍ଗବାଡିର ଉନ୍ନୟନ ପାଇଁ କାର୍ଯ୍ୟ ଆରମ୍ଭ ହୋଇଛି । ହିଲ ଭିୟ୍ୟୁ ପାର୍କରେ ଆଜି ଆରମ୍ଭ ହୋଇଛି ଟଏ ଟ୍ରେନ୍ ଚଳାଚଳ । ଯାହା ପର୍ଯ୍ୟଟକଙ୍କ ପାଇଁ ଆକର୍ଷଣୀୟ ବିନ୍ଦୁ ପାଲଟିବ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କନ୍ଧମାଳ

ଓଡିଶାରେ ତୁଷାରପାତ ଦେଖିବାକୁ ଏବଂ ପ୍ରକୃତି ସହିତ ସମୟ ବିତାଇବା ପାଇଁ ଶୀତ ଋତୁରେ ରାଜ୍ୟ ତଥା ରାଜ୍ୟ ବାହାରୁ ଓ ବିଦେଶରୁ ଅନେକ ପର୍ଯ୍ୟଟକଙ୍କ ଦାରିଙ୍ଗବାଡିକୁ ଆସିଥାନ୍ତି ।

କନ୍ଧମାଳରୁ ସଦାଶିବ ପାତ୍ର, ଇଟିଭି ଭାରତ

Intro:ଓଡିଶାର କାଶ୍ମୀର ଦାରିଙ୍ଗବାଡିର ଉନ୍ନୟନ ପାଇଁ କାର୍ଯ୍ୟ ଆରମ୍ଭ ହୋଇଛି । ରାଜ୍ୟର ଏକ ପ୍ରମୁଖ ପର୍ଯ୍ୟଟନ ସ୍ଥଳୀ ସହିତ ଇକୋ ଓ ଇଥ୍ନୋ ଟୁରିଜିମ୍ ପାଇଁ ଆକର୍ଷଣୀୟ ସ୍ଥାନ କନ୍ଧମାଳର ଦାରିଙ୍ଗବାଡି । ସେଥିପାଇଁ ଏଠାରେ ନାନାଦି ବ୍ଯବସ୍ତା କରାଯାଇଛି । ଆଜି ଆରମ୍ଭ ହୋଇଛି ଟଏ ଟ୍ରେନ୍ ଚଳାଚଳ । ହିଲୂ ଭିଉ ପାର୍କ ମଧ୍ୟରେ ଆକର୍ଷଣୀୟ ବ୍ଯବସ୍ତା କରାଯାଇଛି । ବରଫପାତ ଦେଖିବାକୁ ଏବଂ ପ୍ରକୃତି ସହିତ ସମୟ ବିତାଇବା ପାଇଁ ରାଜ୍ୟ,ଦେଶ ଓ ବିଦେଶୀ ପର୍ଯ୍ୟଟକଙ୍କ ପ୍ରଥମ ପସନ୍ଦ ଦାରିଙ୍ଗବାଡି ।Body:ଓଡିଶାର କାଶ୍ମୀର ଦାରିଙ୍ଗବାଡିର ଉନ୍ନୟନ ପାଇଁ କାର୍ଯ୍ୟ ଆରମ୍ଭ ହୋଇଛି । ରାଜ୍ୟର ଏକ ପ୍ରମୁଖ ପର୍ଯ୍ୟଟନ ସ୍ଥଳୀ ସହିତ ଇକୋ ଓ ଇଥ୍ନୋ ଟୁରିଜିମ୍ ପାଇଁ ଆକର୍ଷଣୀୟ ସ୍ଥାନ କନ୍ଧମାଳର ଦାରିଙ୍ଗବାଡି । ସେଥିପାଇଁ ଏଠାରେ ନାନାଦି ବ୍ଯବସ୍ତା କରାଯାଇଛି । ଆଜି ଆରମ୍ଭ ହୋଇଛି ଟଏ ଟ୍ରେନ୍ ଚଳାଚଳ । ହିଲୂ ଭିଉ ପାର୍କ ମଧ୍ୟରେ ଆକର୍ଷଣୀୟ ବ୍ଯବସ୍ତା କରାଯାଇଛି । ବରଫପାତ ଦେଖିବାକୁ ଏବଂ ପ୍ରକୃତି ସହିତ ସମୟ ବିତାଇବା ପାଇଁ ରାଜ୍ୟ,ଦେଶ ଓ ବିଦେଶୀ ପର୍ଯ୍ୟଟକଙ୍କ ପ୍ରଥମ ପସନ୍ଦ ଦାରିଙ୍ଗବାଡି ।Conclusion:ଓଡିଶାର କାଶ୍ମୀର ଦାରିଙ୍ଗବାଡିର ଉନ୍ନୟନ ପାଇଁ କାର୍ଯ୍ୟ ଆରମ୍ଭ ହୋଇଛି । ରାଜ୍ୟର ଏକ ପ୍ରମୁଖ ପର୍ଯ୍ୟଟନ ସ୍ଥଳୀ ସହିତ ଇକୋ ଓ ଇଥ୍ନୋ ଟୁରିଜିମ୍ ପାଇଁ ଆକର୍ଷଣୀୟ ସ୍ଥାନ କନ୍ଧମାଳର ଦାରିଙ୍ଗବାଡି । ସେଥିପାଇଁ ଏଠାରେ ନାନାଦି ବ୍ଯବସ୍ତା କରାଯାଇଛି । ଆଜି ଆରମ୍ଭ ହୋଇଛି ଟଏ ଟ୍ରେନ୍ ଚଳାଚଳ । ହିଲୂ ଭିଉ ପାର୍କ ମଧ୍ୟରେ ଆକର୍ଷଣୀୟ ବ୍ଯବସ୍ତା କରାଯାଇଛି । ବରଫପାତ ଦେଖିବାକୁ ଏବଂ ପ୍ରକୃତି ସହିତ ସମୟ ବିତାଇବା ପାଇଁ ରାଜ୍ୟ,ଦେଶ ଓ ବିଦେଶୀ ପର୍ଯ୍ୟଟକଙ୍କ ପ୍ରଥମ ପସନ୍ଦ ଦାରିଙ୍ଗବାଡି ।
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.