ETV Bharat / state

ଶୋକାକୂଳ ପରିବେଶର ବଳିଆର ଅନ୍ତିମ ସଂସ୍କାର ସମ୍ପନ୍ନ - କାଳିଆର ଅନ୍ତିମ ସଂସ୍କାର

କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ମିଲୁପଡ଼ାରେ ଗୁରୁବାର ଯୋଡାମୁଣ୍ଡା ଶିଶୁ ବଳିଆର ଶେଷକୃତ୍ୟ ସଂପନ୍ନ ହୋଇଛି । ଯାହାକୁ ନେଇ ଗ୍ରାମରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଛି । ଅଧିକ ପଢନ୍ତୁ...

ଶୋକାକୂଳ ପରିବେଶର କାଳିଆର ଅନ୍ତିମ ସଂସ୍କାର ଶେଷ

author img

By

Published : Nov 26, 2020, 5:47 PM IST

କନ୍ଧମାଳ: ଶେଷ ହେଲା ବହୁଚର୍ଚ୍ଚିତ ଯୋଡା ମୁଣ୍ଡ ଶିଶୁ ବଳିଆର ଅନ୍ତିମ ସଂସ୍କାର । କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ମିଲୁପଡ଼ାରେ ଗୁରୁବାର ଯୋଡାମୁଣ୍ଡା ଶିଶୁ ବଳିଆର ଶେଷକୃତ୍ୟ ସଂପନ୍ନ ହୋଇଛି । ଯାହାକୁ ନେଇ ଗ୍ରାମରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଛି ।

ଶୋକାକୂଳ ପରିବେଶର ବଳିଆର ଅନ୍ତିମ ସଂସ୍କାର ସମ୍ପନ୍ନ

ତେବେ ବଳିଆର ଅନ୍ତିମ ସଂସ୍କାରରେ ଫିରିଙ୍ଗିଆ ବିଡ଼ିଓ ଶାନ୍ତନୁ ନାୟକ ଓ ସ୍ଥାନୀୟ ଅଧିକାରୀ ଯୋଗ ଦେଇ ପରିବାରକୁ ସମବେଦନା ଜଣାଇଛନ୍ତି । ଏଥିସହ ମୃତ ବଳିଆର ପରିବାରକୁ ଫିରିଙ୍ଗିଆ ବିଡ଼ିଓ 10 ହଜାର ଏବଂ ହରିଶ୍ଚନ୍ଦ୍ର ଯୋଜନାରୁ ୨୦୦୦ ଟଙ୍କା ସହାୟତା ପ୍ରଦାନ କରିଛନ୍ତି ।

ପ୍ରକାଶ ଥାଉକି, ବିଶ୍ବରେ ଏକ ବିରଳ ଅସ୍ତ୍ରୋପଚାର ମାଧ୍ୟମରେ ଦିଲ୍ଲୀ ଏମ୍ସରେ ନୂଆ ଜୀବନ ପାଇଥିଲା ବଳିଆ । ମାତ୍ର ସେପ୍ଟିସିମିଆରେ ପିଡିତ ହୋଇ ବୁଧବାର ରାତି 9 ଟାରେ ବଳିଆର ମୃତ୍ୟୁ ଘଟିଥିଲା ।

କନ୍ଧମାଳରୁ ସଦାଶିବ ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.