ETV Bharat / state

ପିଲାସାଲୁଙ୍କି ଡ୍ୟାମରେ ଡ଼ଙ୍ଗା ବୁଡ଼ି; ଜଣେ ନିଖୋଜ, ଉଦ୍ଧାର କାର୍ଯ୍ୟ ସ୍ଥଗିତ

ବଣଭୋଜିରେ ଅଘଟଣ । ପିଲାସାଲୁଙ୍କି ଡ୍ୟାମରେ ବୁଡିଲା ଡଙ୍ଗା । 5 ଯୁବତୀଙ୍କୁ ଉଦ୍ଧାର କରାଯାଇଥିବା ବେଳେ ଏବେବି ଜଣେ ନିଖୋଜ ରହିଛି । ସେପଟେ ଅତ୍ୟଧିକ ଶୀତ ସାଙ୍ଗକୁ ଅନ୍ଧକାର ହୋଇଯାଇଥିବାରୁ ସ୍ଥଗିତ ରହିଛି ଉଦ୍ଧାର କାର୍ଯ୍ୟ । ପଢନ୍ତୁ ସମ୍ପୂର୍ଣ୍ଣ ଖବର...

ପିଲାସାଲୁଙ୍କି ଡ୍ୟାମରେ ବୁଡିଲା ଡଙ୍ଗା
ପ୍ରତିକାତ୍ମକ ଫଟୋ
author img

By

Published : Jan 2, 2020, 9:12 PM IST

Updated : Jan 3, 2020, 2:41 AM IST

ଫୁଲବାଣୀ: କନ୍ଧମାଳରେ ଅଘଟଣ । ପିଲାସାଲୁଙ୍କି ଡ୍ୟାମରେ ବୁଡିଲା ଡଙ୍ଗା । ଜଣ ଯୁବତୀଙ୍କୁ ଉଦ୍ଧାର କରାଯାଇଥିବାବେଳେ ଜଣେ ଯୁବତୀ ବର୍ତ୍ତମାନ ସୁଦ୍ଧା ନିଖୋଜ ଅଛନ୍ତି । ଖବର ପାଇ ଖଜୁରିପଡା ଦମକଳ ବାହିନୀ ଓ ପୋଲିସ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛି ।

ପିଲାସାଲୁଙ୍କି ଡ୍ୟାମରେ ଡ଼ଙ୍ଗା ବୁଡ଼ି; ଜଣେ ନିଖୋଜ, ଉଦ୍ଧାର କାର୍ଯ୍ୟ ସ୍ଥଗିତ

ଉଦ୍ଧାର ପାଇଁ ଅପରେସନ୍ କାର୍ଯ୍ୟ ଜାରି ରହିଛି । ଫୁଲବାଣୀ ଦମକଳ ବାହିନୀ ସହିତ ଖଜୁରୀପଡା ଥାନା ପୋଲିସ ଓ ଦମକଳ ବାହିନୀ ଅପରେସନ ଜାରି ରଖିଛନ୍ତି । ତେବେ ପ୍ରବଳ ଶୀତ ସାଙ୍ଗକୁ ଅନ୍ଧାର ହୋଇଯାଇଥିବାରୁ ଉଦ୍ଧାର କାର୍ଯ୍ୟରେ ବାଧାପ୍ରାପ୍ତ ହୋଇଛି । ପୁଣି ଭୋରରୁ ଉଦ୍ଧାର କାର୍ଯ୍ୟ ଜାରି ରହିବ। ନେଇ ସୂଚନା ମିଳିଛି ।

ସୂଚନା ଅନୁଯାୟୀ, ସ୍ଥାନୀୟ ଦୁତିମେଣ୍ଡିର 6ଜଣ ଯୁବତୀ ବଣଭୋଜି ପାଇଁ ପିଲା ସାଲୁଙ୍କି ଡ୍ୟାମକୁ ଯାଇଥିଲେ । କୌଣସି କାରଣରୁ ଡ୍ୟାମରେ ଡଙ୍ଗାଟି ବୁଡି ଯାଇଥିଲା । ଫଳରେ 5ଜଣଙ୍କୁ ଉଦ୍ଧାର କରାଯାଇଥିଲା ଆଉ ଜଣେ ଏବେବି ନିଖୋଜ ଅଛନ୍ତି । ପୋଲିସ ତଦନ୍ତ ଜାରି ରଖିଛି । ସେପଟେ ଏହି ଡ୍ୟାମ ଅଞ୍ଚଳକୁ ହଜାର ହଜାର ପର୍ଯ୍ୟଟକ ଆସୁଥିଲେ ହେଁ ସୁରକ୍ଷା ବ୍ୟବସ୍ଥା ସମ୍ପୂର୍ଣ୍ଣ ରୂପେ ଢିଲା ରହିଛି ।

କନ୍ଧମାଳରୁ ସଦାଶିବ ପାତ୍ର,ଇଟିଭି ଭାରତ

Intro:କନ୍ଧମାଳ ଜିଲ୍ଲା ପିଲା ସାଲୁଙ୍କି ଡ୍ଯାମରେ ବୁଡିଯାଇଛି ଡଙ୍ଗା । 5 ଝିଅ ଉଦ୍ଧାର ହୋଇଥିବା ବେଳେ ଜଣେ ନିଖୋଜ ହୋଇଯାଇଛି । ଖଜୁରିପଡାରୁ ଦମକଳ ଓ ପୋଲିସ୍ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଜାରି ରଖିଛି।
ଦୁତିମେଣ୍ଡିର ଝିଅ ମାନେ ବଣଭୋଜି ସେ ସହିତ ପରେ ପରେ ପରେ ନିଜେ ନିଜେ ଡଙ୍ଗା ନେଇ ପଶିଥିଲେ ବୋଲି କହିଛନ୍ତି ଥାନା ଅଧିକାରୀ । ଏଠି କୌଣସି ସୁରକ୍ଷା ବ୍ୟବସ୍ଥା ନାହିଁ ।Body:ଦୁତିମେଣ୍ଡିର ଝିଅ ମାନେ ବଣଭୋଜି କରିବା ପରେ ନିଜେ ନିଜେ ଡଙ୍ଗା ନେଇ ପଶିଥିଲେ ବୋଲି କହିଛନ୍ତି ଥାନା ଅଧିକାରୀ । ଏଠି କୌଣସି ସୁରକ୍ଷା ବ୍ୟବସ୍ଥା ନାହିଁ ।Conclusion:କନ୍ଧମାଳରୁ ସଦାଶିବ ପାତ୍ର,ଇଟିଭି ଭାରତ
Last Updated : Jan 3, 2020, 2:41 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.