ETV Bharat / state

ଆଦିବାସୀ କୁଇ ନେତା ଲମ୍ବୋଦର କହଁରଙ୍କୁ ଆକ୍ରମଣ

ଜିଲ୍ଲାର ବିଶିଷ୍ଟ ଆଦିବାସୀ କୁଇ ନେତା ଲମ୍ବୋଦର କହଁରଙ୍କୁ ଆକ୍ରମଣ। ଫୁଲବାଣୀ ବଜାରରେ ପରିବାର ସହ ଆସୁଥିବା ବେଳେ କିଛି ଅଜଣା ଲୋକ ସୁମୋ ଗାଡି ମଧ୍ୟରେ ପଶି ମାଡ ମାରିବା ସହିତ ଧକ୍କା ମାରିଥିଲେ ଓ ଗାଳିଗୁଲଜ ମଧ୍ୟ କରିଥିଲେ।

author img

By

Published : Apr 3, 2019, 4:55 AM IST

ଫଟୋ ସୌଜନ୍ୟ- ସମ୍ବାଦଦାତା, କନ୍ଧମାଳ

ଫୁଲବାଣୀ: ଜିଲ୍ଲାର ବିଶିଷ୍ଟ ଆଦିବାସୀ କୁଇ ନେତା ଲମ୍ବୋଦର କହଁରଙ୍କୁ ଆକ୍ରମଣ। ଫୁଲବାଣୀ ବଜାରରେ ପରିବାର ସହ ଆସୁଥିବା ବେଳେ କିଛି ଅଜଣା ଲୋକ ସୁମୋ ଗାଡି ମଧ୍ୟରେ ପଶି ମାଡ ମାରିବା ସହିତ ଧକ୍କା ମାରିଥିଲେ ଓ ଗାଳିଗୁଲଜ ମଧ୍ୟ କରିଥିଲେ। ତେବେ ବିଜେଡିର ପ୍ରଚାର ଶୋଭାଯାତ୍ରା ସମୟରେ ଘଟିଛି ଏହି ଆକ୍ରମଣ।

ଭିଡିଓ ସୌଜନ୍ୟ- ସମ୍ବାଦଦାତା, କନ୍ଧମାଳ

ତେବେ ଲମ୍ବୋଦରଙ୍କ କହିବା କଥା, ଏଥିରେ କିଛି ନେତାଙ୍କ ସମର୍ଥକ ସମ୍ପୃକ୍ତି ରହିଛି। କାରଣ ସେହ ସେହି ସମୟରେ ଶାସକ ଦଳର ଶୋଭାଯାତ୍ରା ହେଉଥିବା ନେଇ କହିଛନ୍ତି ଅଭିଯୋଗକାରୀ। ଠିକ ସେହି ସମୟରେ ସେହି ଶୋଭାଯାତ୍ରାରୁ ଜଣେ ତାଙ୍କୁ ଆକ୍ରମଣ କରିଥିଲେ। ଏମିତିକି ତାଙ୍କ ଗାଡି ଚାବି ମଧ୍ୟ ନେଇଯାଇଥିଲେ। ଏହାର କିଛି ସମୟ ପରେ ତାଙ୍କ ଗାଡି ଚାବି ଥାନା ଅଧିକାରୀ କିଛି ସମୟ ପରେ ଫେରାଇଥିଲେ।

ଏହି ଘଟଣା ଅଧିକ ରହସ୍ୟାବୃତ୍ତ କରୁଛି। ଫୁଲବାଣୀ ଟାଉନ ଥାନାରେ ଏତଲା ଦିଆଯାଇଥିବା ବେଳେ ପୋଲିସ 48/2019ରେ ମାମଲା ରୁଜୁ କରି ତଦନ୍ତ କରୁଛି ବୋଲି କହିଛନ୍ତି ଥାନା ଅଧିକାରୀ।

କନ୍ଧମାଳରୁ ସଦାଶିବ ପାତ୍ର, ଇଟିଭି ଭାରତ

Intro:Body:

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.