ETV Bharat / state

ତିନି ନାବାଳିକାଙ୍କ ସହ ଜଣେ ଯୁବତୀ ତାମିଲନାଡୁରୁ ଉଦ୍ଧାର - ତିନି ନାବାଳିକା

କନ୍ଧମାଳ ଜିଲ୍ଲା କ.ନୂଆଗାଁ ଥାନା ଅନ୍ତର୍ଗତ ଲେତିଙ୍ଗିଆ ପଞ୍ଚାୟତ ଅଞ୍ଚଳର 3 ନାବାଳିକାଙ୍କ ସମେତ ଅନ୍ୟ ଜଣେ ଦାରିଙ୍ଗବାଡିର ଯୁବତୀଙ୍କୁ ତାମିଲନାଡୁରୁ ଉଦ୍ଧାର କରିଛି ପୋଲିସ । ନାବାଳିକା ମାନଙ୍କୁ ସିଡବ୍ଲୁସିରେ ହାଜର କରାଯିବା ପରେ ସେମାନଙ୍କୁ ପରିବାରକୁ ହସ୍ତାନ୍ତର କରାଯାଇଛି ।

ଫଟୋ ସୌଜନ୍ୟ- ସମ୍ବାଦଦାତା, କନ୍ଧମାଳ
author img

By

Published : Jul 31, 2019, 1:54 AM IST

ଫୁଲବାଣୀ: କନ୍ଧମାଳ ଜିଲ୍ଲା କ.ନୂଆଗାଁ ଥାନା ଅନ୍ତର୍ଗତ ଲେତିଙ୍ଗିଆ ପଞ୍ଚାୟତ ଅଞ୍ଚଳର 3 ନାବାଳିକାଙ୍କ ସମେତ ଅନ୍ୟ ଜଣେ ଦାରିଙ୍ଗବାଡିର ଯୁବତୀଙ୍କୁ ତାମିଲନାଡୁରୁ ଉଦ୍ଧାର କରିଛି ପୋଲିସ । ଏମାନଙ୍କୁ ଚାଲାଣ କରାଯାଇଥିବା ଏବଂ ନିର୍ଯ୍ୟାତନା ଦିଆଯାଇଥିବା ପରିବାର ତରଫରୁ ଅଭିଯୋଗ କରାଯାଇଥିଲା ।

ଭିଡିଓ ସୌଜନ୍ୟ- ସମ୍ବାଦଦାତା, କନ୍ଧମାଳ

ଏହି ମାମଲାରେ ଏସଆଇ ପ୍ରକାଶ ଚନ୍ଦ୍ର ପ୍ରଧାନଙ୍କ ନେତୃତ୍ବରେ ତିନି ଜଣିଆ ଟିମ୍ ତାମିଲନାଡୁ ଇରୋଡରେ ଥିବା ପାଲଭା ସ୍ପାଇନିଂ ମିଲରେ ସେଠାକାର ପୋଲିସ ସହିତ ମିଶି ଚଢାଉ କରି ଉଦ୍ଧାର କରିଛି । ଏହି ମାମଲାରେ ଭଦ୍ରକର ନିରଞ୍ଜନ ଦାସ ଓ କନ୍ଧମାଳ ତେଲିଙ୍ଗିଆର ସାଇନୀ ଦିଗାଲକୁ ଗିରଫ କରିଛି ବୋଲି ସୂଚନା ଦେଇଛନ୍ତି ଥାନା ଅଧିକାରୀ ଚନ୍ଦ୍ରମଣି ସିଂ ।

ନାବାଳିକା ମାନଙ୍କୁ ସିଡବ୍ଲୁସିରେ ହାଜର କରାଯିବା ପରେ ସେମାନଙ୍କୁ ପରିବାରକୁ ହସ୍ତାନ୍ତର କରାଯାଇଛି ।

କନ୍ଧମାଳରୁ ସଦାଶିବ ପାତ୍ର, ଇଟିଭି ଭାରତ

Intro:କନ୍ଧମାଳ ଜିଲ୍ଲା କ.ନୂଆଗାଁ ଥାନା ଅନ୍ତର୍ଗତ ଲେତିଙ୍ଗିଆ ପଞ୍ଚାୟତ ଅଞ୍ଚଳର 3 ନାବାଳିକାଙ୍କ ସମେତ ଅନ୍ୟ ଜଣେ ଦାରିଙ୍ଗବାଡିର ଯୁବତୀଙ୍କୁ ତାମିଲନାଡୁରୁ ଉଦ୍ଧାର କରିଛି ପୁଲିସ୍ । ଏମାନଙ୍କୁ ଚାଲାଣ କରାଯାଇଥିବା ଏବଂ ନିର୍ଯ୍ଯାତନା ଦିଆଯାଇଥିବା ପରିବାର ତରଫରୁ ଅଭିଯୋଗ କରାଯାଇଥିଲା । ଏହି ମାମଲାରେ ଏସ ଆଇ ପ୍ରକାଶ ଚନ୍ଦ୍ର ପ୍ରଧାନଙ୍କ ନେତୃତ୍ବରେ ତିନି ଜଣିଆ ଟିମ୍ ତାମିଲନାଡୁ ଇରୋଡ ରେ ଥିବା ପାଲଭା ସ୍ପାଇନିଙ୍ଗ ମିଲରେ ସେଠାର ପୋଲିସ ସହିତ ମିଶି ଚଢାଉ କରି ଉଦ୍ଧାର କରିଛି। ଏହି ମାମଲାରେ ଭଦ୍ରକର ନିରଞ୍ଜନ ଦାସ ଓ କନ୍ଧମାଳ ତେଲିଙ୍ଗିଆର ସାଇନୀ ଦିଗାଲକୁ ଗିରଫ କରିଛି ବୋଲି ସୂଚନା ଦେଇଛନ୍ତି ଥାନା ଅଧିକାରୀ ଚନ୍ଦ୍ରମଣି ସିଂ । ନାବାଳିକା ମାନଙ୍କୁ ସିଡବ୍ଲୁସିରେ ହାଜର କରାଯାଇଥିଲା ।Body:କନ୍ଧମାଳ ଜିଲ୍ଲା କ.ନୂଆଗାଁ ଥାନା ଅନ୍ତର୍ଗତ ଲେତିଙ୍ଗିଆ ପଞ୍ଚାୟତ ଅଞ୍ଚଳର 3 ନାବାଳିକାଙ୍କ ସମେତ ଅନ୍ୟ ଜଣେ ଦାରିଙ୍ଗବାଡିର ଯୁବତୀଙ୍କୁ ତାମିଲନାଡୁରୁ ଉଦ୍ଧାର କରିଛି ପୁଲିସ୍ । ଏମାନଙ୍କୁ ଚାଲାଣ କରାଯାଇଥିବା ଏବଂ ନିର୍ଯ୍ଯାତନା ଦିଆଯାଇଥିବା ପରିବାର ତରଫରୁ ଅଭିଯୋଗ କରାଯାଇଥିଲା । ଏହି ମାମଲାରେ ଏସ ଆଇ ପ୍ରକାଶ ଚନ୍ଦ୍ର ପ୍ରଧାନଙ୍କ ନେତୃତ୍ବରେ ତିନି ଜଣିଆ ଟିମ୍ ତାମିଲନାଡୁ ଇରୋଡ ରେ ଥିବା ପାଲଭା ସ୍ପାଇନିଙ୍ଗ ମିଲରେ ସେଠାର ପୋଲିସ ସହିତ ମିଶି ଚଢାଉ କରି ଉଦ୍ଧାର କରିଛି। ଏହି ମାମଲାରେ ଭଦ୍ରକର ନିରଞ୍ଜନ ଦାସ ଓ କନ୍ଧମାଳ ତେଲିଙ୍ଗିଆର ସାଇନୀ ଦିଗାଲକୁ ଗିରଫ କରିଛି ବୋଲି ସୂଚନା ଦେଇଛନ୍ତି ଥାନା ଅଧିକାରୀ ଚନ୍ଦ୍ରମଣି ସିଂ । ନାବାଳିକା ମାନଙ୍କୁ ସିଡବ୍ଲୁସିରେ ହାଜର କରାଯାଇଥିଲା ।Conclusion:କନ୍ଧମାଳ ଜିଲ୍ଲା କ.ନୂଆଗାଁ ଥାନା ଅନ୍ତର୍ଗତ ଲେତିଙ୍ଗିଆ ପଞ୍ଚାୟତ ଅଞ୍ଚଳର 3 ନାବାଳିକାଙ୍କ ସମେତ ଅନ୍ୟ ଜଣେ ଦାରିଙ୍ଗବାଡିର ଯୁବତୀଙ୍କୁ ତାମିଲନାଡୁରୁ ଉଦ୍ଧାର କରିଛି ପୁଲିସ୍ । ଏମାନଙ୍କୁ ଚାଲାଣ କରାଯାଇଥିବା ଏବଂ ନିର୍ଯ୍ଯାତନା ଦିଆଯାଇଥିବା ପରିବାର ତରଫରୁ ଅଭିଯୋଗ କରାଯାଇଥିଲା । ଏହି ମାମଲାରେ ଏସ ଆଇ ପ୍ରକାଶ ଚନ୍ଦ୍ର ପ୍ରଧାନଙ୍କ ନେତୃତ୍ବରେ ତିନି ଜଣିଆ ଟିମ୍ ତାମିଲନାଡୁ ଇରୋଡ ରେ ଥିବା ପାଲଭା ସ୍ପାଇନିଙ୍ଗ ମିଲରେ ସେଠାର ପୋଲିସ ସହିତ ମିଶି ଚଢାଉ କରି ଉଦ୍ଧାର କରିଛି। ଏହି ମାମଲାରେ ଭଦ୍ରକର ନିରଞ୍ଜନ ଦାସ ଓ କନ୍ଧମାଳ ତେଲିଙ୍ଗିଆର ସାଇନୀ ଦିଗାଲକୁ ଗିରଫ କରିଛି ବୋଲି ସୂଚନା ଦେଇଛନ୍ତି ଥାନା ଅଧିକାରୀ ଚନ୍ଦ୍ରମଣି ସିଂ । ନାବାଳିକା ମାନଙ୍କୁ ସିଡବ୍ଲୁସିରେ ହାଜର କରାଯାଇଥିଲା । ସେମାନଙ୍କୁ ପରିବାରକୁ ହସ୍ତାନ୍ତର କରାଯାଇଛି ।
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.