ETV Bharat / state

ଭିଜିଲାନ୍ସ ଜାଲରେ ତୁଲାପଡା ରାଜସ୍ବ ନିରୀକ୍ଷକ - ତୁଲାପଡା ରାଜସ୍ବ ନିରୀକ୍ଷକ

ଭିଜିଲାନ୍ସ ଜାଲରେ ତୁଲାପଡା ରାଜସ୍ବ ନିରୀକ୍ଷକ । ତେବେ ୫୦୦୦ ହଜାର ଟଙ୍କା ଲାଞ୍ଚ ନେଉଥିବା ସମୟରେ ଚଢ଼ାଉ କରିଥିଲା ଭିଜିଲାନ୍ସ । ଅଧିକ ପଢନ୍ତୁ...

ଭିଜିଲାନ୍ସ ଜାଲରେ ତୁଲାପଡା ରାଜସ୍ବ ନିରୀକ୍ଷକ
ଭିଜିଲାନ୍ସ ଜାଲରେ ତୁଲାପଡା ରାଜସ୍ବ ନିରୀକ୍ଷକ
author img

By

Published : Mar 25, 2021, 2:04 PM IST

ଭବାନୀପାଟଣା: ଭିଜିଲାନ୍ସ ଜାଲରେ ତୁଲାପଡା ରାଜସ୍ବ ନିରୀକ୍ଷକ । କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ ଅନ୍ତର୍ଗତ ତୁଲାପଡା ରାଜସ୍ବ ନିରୀକ୍ଷକ ଥବିର ଭୋଇ ସ୍କେଚ ମ୍ୟାପ କରାଇ ଦେବା ନାଁ ତେର୍ଲୋ ଗାଁର ନିରଞ୍ଜନ ନାଏକଙ୍କୁ ଲାଞ୍ଚ ମାଗିଥିଲେ । ପରେ ହିତାଧିକାରୀ ନିରଞ୍ଜନ ନାଏକ ଭିଜିଲାନ୍ସ ବିଭାଗର ଦ୍ବାରସ୍ତ ହୋଇଥିଲେ । ପୂର୍ବ ଯୋଜନା ମୁତାବକ ଆଜି ରାଜସ୍ବ ନିରକ୍ଷକ ଥବିର ଭୋଇ ୫୦୦୦ ହଜାର ଟଙ୍କା ଲାଞ୍ଚ ନେଉଥିବା ସମୟରେ ଭିଜିଲାନ୍ସ ବିଭାଗ ଚଢ଼ାଉ କରିଥିଲା ।

ଭିଜିଲାନ୍ସ ଜାଲରେ ତୁଲାପଡା ରାଜସ୍ବ ନିରୀକ୍ଷକ

ତେବେ କଳାହାଣ୍ଡି ଭିଜିଲାନ୍ସ ଡିଏସପି ସତ୍ୟବାନ ମହାନନ୍ଦଙ୍କ ନେତୃତ୍ବରେ ରାଜସ୍ବ ନିରୀକ୍ଷକ ଓ ତାଙ୍କ ସମ୍ପର୍କିୟଙ୍କୁ ଅଟକ ରଖାଯାଇଥିବା ବେଳେ ତାଙ୍କ କାର୍ଯ୍ୟାଳୟ ସମେତ ପୈତୃକ ବାସଭବନରେ ଚଢ଼ାଉ ଜାରି ରଖିଛି ଭିଜିଲାନ୍ସ ।

କଳାହାଣ୍ଡିରୁ ଅଜିତ କୁମାର ସିଂ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.