ETV Bharat / state

କଳାହାଣ୍ଡିରେ ଲକ୍ଷାଧିକ ଟଙ୍କାର ଶାଗୁଆନ କାଠ ପଟା ଓ ଗଣ୍ଡି ଜବତ

author img

By

Published : Apr 20, 2020, 12:24 AM IST

Updated : Apr 21, 2020, 8:11 PM IST

କଳାହାଣ୍ଡି ଜିଲ୍ଲା ଦକ୍ଷିଣ ବନଖଣ୍ଡରୁ ଲକ୍ଷାଧିକ ଟଙ୍କାର ଶାଗୁଆନ କାଠ ଜବତ ହୋଇଛି । ଜୟପାଟଣା ରେଞ୍ଜ ପାବଲୀ ଗାଁରେ ବନ ବିଭାଗର ଏକ ସ୍ବତନ୍ତ୍ର ସ୍କ୍ବାର୍ଡ ଚଢ଼ାଉ କରି ଏହି ମୂଲ୍ୟବାନ ଶାଗୁଆନ କାଠ ପଟା ଓ ଗଣ୍ଡି ଜବତ କରିଛି ।

wood seized in kalahandi, kalahandi latest news, lakhs rupees of sagwan wood seized, wood mafia, କଳାହାଣ୍ଡିରେ ଚଢାଉ, କାଠ ମାଫିଆ, ଲକ୍ଷାଧିକ ଟଙ୍କାର ଶାଗୁଆନ କାଠ ଜବତ, କଳାହାଣ୍ଡି ଲାଟେଷ୍ଟ ନ୍ୟୁଜ୍‌
କଳାହାଣ୍ଡିରେ ଲକ୍ଷାଧିକ ଟଙ୍କାର ଶାଗୁଆନ କାଠ ପଟା ଓ ଗଣ୍ଡି ଜବତ

ଭବାନୀପାଟଣା: କଳାହାଣ୍ଡି ଜିଲ୍ଲା ଦକ୍ଷିଣ ବନଖଣ୍ଡରୁ ଲକ୍ଷାଧିକ ଟଙ୍କାର ଶାଗୁଆନ କାଠ ଜବତ ହୋଇଛି । ଜୟପାଟଣା ରେଞ୍ଜ ପାବଲୀ ଗାଁରେ ବନ ବିଭାଗର ଏକ ସ୍ବତନ୍ତ୍ର ସ୍କ୍ବାର୍ଡ ଚଢ଼ାଉ କରି ଏହି ମୂଲ୍ୟବାନ ଶାଗୁଆନ କାଠ ପଟା ଓ ଗଣ୍ଡି ଜବତ କରିଛି । ତେବେ ବିଶ୍ବସ୍ତ ସୂତ୍ରରୁ ଖବର ପାଇ ଦକ୍ଷିଣ ବନଖଣ୍ଡ ଅଧିକାରୀଙ୍କ ନିର୍ଦ୍ଦେଶକ୍ରମେ ସ୍ବତନ୍ତ୍ର ସ୍ବାର୍ଡ ପାବଲୀ ଗାଁର ଘାସିରାମ ଦୁର୍ଗାଙ୍କ ଘର ଉପରେ ଚଢ଼ାଉ କରିଥିଲା।

ଏହି ଚଢ଼ାଉରେ ସ୍ବତନ୍ତ୍ର ସ୍କ୍ବାର୍ଡର ଫରେଷ୍ଟର ପଦ୍ମଲୋଚନ ଶବରଙ୍କ ଟିମ ଓ ଜୟପାଟଣା ରେଞ୍ଜର କେଶବ ଶବରଙ୍କ ଟିମ ମିଳିତ ଭାବେ ଚଢ଼ାଉ କରିଥିଲେ। ଚଢ଼ାଉରେ ଲକ୍ଷାଧିକ ଟଙ୍କାର ଶାଗୁଆନ କାଠ ପଟା ଓ କାଠ ଗଣ୍ଡି ଜବତ ହେବା ସହ ଘାସିରାମ ଦୁର୍ଗାକୁ ଅଟକ ରାଖାଯାଇଛି। ତେବେ ଘଟଣାରେ ସଂପୃକ୍ତ ମୁଖ୍ୟ କାଠ ମାଫିଆ ଘଟଣାସ୍ଥଳରୁ ଫେରାର ହୋଇଥିବା ରେଞ୍ଜର ସୂଚନା ଦେଇଛନ୍ତି।

କଳାହାଣ୍ଡିରୁ ଅଜିତ ସିଂ, ଇଟିଭି ଭାରତ

Last Updated : Apr 21, 2020, 8:11 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.