ETV Bharat / state

ପବିତ୍ର ରଥଯାତ୍ରା: ଭକ୍ତିମୟ ପରିବେଶରେ ଭବାନୀପାଟଣା

କଳାହାଣ୍ଡିରେ ରଥଯାତ୍ରା ଅନୁଷ୍ଠିତ ହୋଇଛି । ଭବାନୀପାଟଣା ସହରରେ ଶାନ୍ତି ଶୃଙ୍ଖଳା ସହ ରଥଯାତ୍ରା ପାଳିତ ହୋଇଛି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, କଳାହାଣ୍ଡି
author img

By

Published : Jul 4, 2019, 11:42 PM IST

କଳାହାଣ୍ଡି: ଭବାନୀପାଟଣା ସହରରେ ଶାନ୍ତି ଶୃଙ୍ଖଳା ସହ ରଥଯାତ୍ରା ପାଳିତ ହୋଇଛି । ରଥଯାତ୍ରା ପାଇଁ ଭୋରରୁ ମହାପ୍ରଭୁଙ୍କ ସ୍ବତନ୍ତ୍ର ନୀତିକାନ୍ତି ଅନୁଷ୍ଠିତ ହୋଇଛି । ପ୍ରଶାସନ ପକ୍ଷରୁ ଶ୍ରଦ୍ଧାଳୁଙ୍କ ସମାଗମକୁ ନେଇ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଥିଲା ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କଳାହାଣ୍ଡି

ଭବାନୀପାଟଣା ସହରର ମୁଖ୍ୟ ଜଗନ୍ନାଥ ମନ୍ଦିର ରେ କଳାହାଣ୍ଡି ଯୁବରାଜ ଅନନ୍ତ ପ୍ରତାପ ଦେଓ ପ୍ରଭୁ ବଳଭଦ୍ରଙ୍କୁ ଛେରାପହଁରା କରିଥିବାବେଳେ ଜଗନ୍ନାଥଙ୍କୁ ଅର୍କକେଶରୀ ଦେଓ ଛେରାପହଁରା କରିଥିଲେ । ସେହିଭଳି ସୁଭଦ୍ରାଙ୍କୁ କଳାହାଣ୍ଡି ଜିଲ୍ଲାପାଳ ଗାଭାଲି ପରାଜ ହର୍ଷଦ ଛେରାପହଁରା କରିବାପରେ ଘଣ୍ଟ ବାଦ୍ୟ ସହ ତିନି ଠାକୁର ସୁସଜ୍ଜିତ ରଥକୁ ବିଜେ କରିଥିଲେ । ପରେ ଆରମ୍ଭ ହୋଇଥିଲା ରଥ ଟଣା ଶହଶହ ଭକ୍ତଙ୍କ ସମାଗମରେ ପ୍ରକମ୍ପିତ ହୋଇ ଉଠିଥିଲା ଭବାନୀପାଟଣା ସହର । ଚାରିପଟେ ଭକ୍ତିମୟ ପରିବେଶ ହୋଇଉଠିଥିଲା ।

କଳାହାଣ୍ଡିରୁ ଅଜିତ ସିଂ, ଇଟିଭି ଭାରତ

Intro:ରାଉରକେଲା-ସ୍ମାର୍ଟ ସିଟି ର ମଡେଲ ରାଉରକେଲା ରେଳ ଷ୍ଟେସନ ଆଜି ଘଣ୍ଟା ଘଣ୍ଟା ଧରି ଅନ୍ଧାର ରେ। 1 ନମ୍ବର ରୁ 5 ନମ୍ବର ପ୍ଲେଟ ଫାର୍ମ ରେ ଲାଇଟ ନ ଥିଲା। ଆଶ୍ଚର୍ଯ୍ୟ ର କଥା କି ଡିଜି ଲାଇନ ର ବ୍ୟବସ୍ଥା ଥିବା ସତ୍ୱେ ତାହାକୁ ଜଳ ଯାଇ ନ ଥିଲା। ରେଳ ତରଫ ରୁ କ୍ୟାମେରା ଦମନ ରେ କିଏ ହେଲେ କ୍ୟାମ୍ରା ସାମ୍ନା ରେ ମୁହଁ ଖୁଳିବାକୁ ରାଜି ହେଲେ ନାହିଁ। ସାଧାରଣ ଯାତ୍ରୀ ମନେ ନାହିଁ ନ ଥିବା ଅସୁବିଧା ର ସମ୍ମୁଖୀନ ହୋଇ ଥିଲେ।Body:ସବୁ ବ୍ୟବସ୍ଥା ରହିଥିଲେ ମଧ୍ୟ କାହିଁକି ଷ୍ଟେସନ ରେ ଅନ୍ଧାର ରହିଲା ତାହା କିଏ ହେଲେ ସ୍ପଷ୍ଟ କରି ନ ଥିଲେ। 1 ନମ୍ବର ପ୍ଲେଟ ଫାର୍ମ ରୁ 5 ନମ୍ବର ଯାଏ ଅନ୍ଧାର ଯୋଗୁ ଯାତ୍ରୀ ଟ୍ରେନ ରେ ତାଙ୍କ କୋଚ ନମ୍ବର ମଧ୍ୟ ଜାଣି ନ ପାରି ହଇରାଣ ହେଉ ଥିଲେ। ଏତେ ସମୟ ଧରି ବର୍ଷା ବହଲେ ତଥା ଭିତରେ ଅନ୍ଧାର। ଚୋର ତଥା ପକେଟମାର ମନେ ବହୁତ ସକ୍ରିୟ ହୋଇ ଥିଲେ। ଏହି ବିଚିତ୍ର ପରିସ୍ଥିତି ପାଇଁ କିଏ ଦାୟୀ ତା ବିରୋଧ ରେ କାର୍ଯ୍ୟାନୁଷ୍ଠାନ ଦରକାର। ରେଳ ବିଭାଗ ର ରାଉରକେଲା ପ୍ରତି ବୈମାତୃକ ମନୋଭାବ ର ଏହା ଉଦାହରଣ ବୋଲି କୁହ ଯାଉଛି।Conclusion:ଆଜି ଅନ୍ଧାର ର ଦୃଶ୍ୟ ମାରାତ୍ମକ ଥିଲା। ରେଳ ବିଭାଗ ପାଖରେ ସବୁ ସୁବିଧା ଥ ସାଧାରଣ ଯାତ୍ରୀ କହି ହଇରାଣ ହ୍ରଲେ ତାହା ବଡ଼ ପ୍ରଶ୍ନ।
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.