ETV Bharat / state

ଆନ୍ଧ୍ରକୁ ଚାଲିଥିଲା ଧାନ ଚାଲାଣ, ମାଡି ବସିଲା ପୋଲିସ

author img

By

Published : Jun 3, 2022, 1:03 PM IST

କଳାହାଣ୍ଡି ନବରଙ୍ଗପୁର ଜିଲ୍ଲା ସୀମାନ୍ତ ଆମପାଣି ଘାଟି ଦେଇ ଚୋରା ଧାନ ଆନ୍ଧ୍ରପ୍ରଦେଶକୁ ଚାଲାଣ ହେଉଥିବା ବେଳେ ପୋଲିସ ଚଢ଼ାଉ କରି ୩୬୦ କ୍ୱିଣ୍ଟାଲ ଧାନ ଓ ଦୁଇଟି ଟ୍ରକକୁ ଜବତ କରିଥିବା ଜଣାପଡ଼ିଛି । ଅଧିକ ପଢନ୍ତୁ

ଆନ୍ଧ୍ରପ୍ରଦେଶକୁ ଚୋରା ଧାନ ଚାଲାଣ ବେଳେ ପୋଲିସର ଚଢ଼ାଉ।
paddy seized in Bhawanipatna

ଭବାନୀପାଟଣା: ଆନ୍ଧ୍ରପ୍ରଦେଶକୁ ଚୋରା ଧାନ ଚାଲାଣ ବେଳେ ପୋଲିସର ଚଢ଼ା ଉ। କଳାହାଣ୍ଡି ଓ ନବରଙ୍ଗପୁର ଜିଲ୍ଲା ସୀମାନ୍ତ ଆମପାଣି ଘାଟି ଦେଇ ଚୋରା ଧାନ ଆନ୍ଧ୍ରପ୍ରଦେଶକୁ ଚାଲାଣ ହେଉଥିବା ବେଳେ ପୋଲିସ ଚଢ଼ାଉ କରି ୩୬୦ କ୍ୱିଣ୍ଟାଲ ଧାନ ଓ ଦୁଇଟି ଟ୍ରକକୁ ଜବତ କରିଥିବା ଜଣାପଡ଼ିଛି । ସୂଚନା ଅନୁଯାୟୀ କଳାହାଣ୍ଡି ଜିଲ୍ଲା ମୋଟେର ଓ ବାନେର ଅଞ୍ଚଳରୁ ଆନ୍ଧ୍ରପ୍ରଦେଶର କାକିନାଡ଼ାକୁ ଚୋରା ଧାନ ଚାଲାଣ ହେଉଥିବା ନେଇ ପୋଲିସ ବିଶ୍ୱସ୍ତ ସୁତ୍ରରୁ ଖବର ପାଇଥିଲା । ଜିଲ୍ଲା ଯୋଗାଣ ବିଭାଗ ଓ ପୋଲିସର ଏକ ସ୍ୱତନ୍ତ୍ର ଟିମ ପ୍ରସ୍ତୁତ କରି ଚୋରା ଧାନକୁ ପୋଲିସ ଜବତ କରିଥିଲା ।

ଆନ୍ଧ୍ରପ୍ରଦେଶକୁ ଚୋରା ଧାନ ଚାଲାଣ ବେଳେ ପୋଲିସର ଚଢ଼ାଉ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.