ETV Bharat / state

କଳାହାଣ୍ଡିରେ ନାଇଟକର୍ଫ୍ୟୁ, ଗୋଟିଏ ସ୍ଥାନରେ ଏକାଠି ହେବେନି 5 ଜଣ - covid cases

ରାଜ୍ୟରେ କୋରୋନା ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି ସତର୍କତାମୂଳକ ପଦକ୍ଷେପ ସ୍ବରୂପ ରାଜ୍ୟର ୧୦ ଟି ଜିଲ୍ଲାକୁ ନାଇଟ କର୍ଫ୍ୟୁ କରାଯାଇଛି । ଏହି କ୍ରମରେ କଳାହାଣ୍ଡି ଜିଲ୍ଲାରେ ସୋମବାର ଠାରୁ ଆରମ୍ଭ ହୋଇଛି ନାଇଟ କର୍ଫ୍ୟୁ । ଅଧିକ ପଢନ୍ତୁ...

କଳାହାଣ୍ଡିରେ ନାଇଟକର୍ଫ୍ୟୁ, ଗୋଟିଏ ସ୍ଥାନରେ ଏକାଠି ହୋଇପାରିବେନି 5 ଜଣ

author img

By

Published : Apr 6, 2021, 8:58 AM IST

ଭବାନୀପାଟଣା: ଦୀର୍ଘଦିନର ବ୍ୟବଧାନ ପରେ ପୁଣି କଳାହାଣ୍ଡିକୁ ଫେରିଛି ନାଇଟ କର୍ଫ୍ୟୁ। ରାଜ୍ୟରେ କୋରୋନା ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି ସତର୍କତାମୂଳକ ପଦକ୍ଷେପ ସ୍ବରୂପ ରାଜ୍ୟର ୧୦ ଟି ଜିଲ୍ଲାକୁ ନାଇଟ କର୍ଫ୍ୟୁ କରାଯାଇଥିବା ବେଳେ କଳାହାଣ୍ଡି ଜିଲ୍ଲାରେ ସୋମବାର ଠାରୁ ଆରମ୍ଭ ହୋଇଛି ନାଇଟ କର୍ଫ୍ୟୁ।

କଳାହାଣ୍ଡିରେ ନାଇଟକର୍ଫ୍ୟୁ, ଗୋଟିଏ ସ୍ଥାନରେ ଏକାଠି ହୋଇପାରିବେନି 5 ଜଣ

ନାଇଟ କର୍ଫ୍ୟୁକୁ ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାର ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି। ରାତି ୧୦ ଟାରୁ ସକାଳ ୫ ଟା ପର୍ଯ୍ୟନ୍ତ ଜାରି ହୋଇଛି କଟକଣା। ଏଥିସହ କୌଣସି ସ୍ଥାନରେ ୫ ଜଣ ଠାରୁ ଅଧିକ ଲୋକଙ୍କୁ ଏକାଠି ହେବାପାଇଁ ବାରଣ କରାଯାଇଛି।

ସାମାଜିକ କାର୍ଯ୍ୟକ୍ରମକୁ ନେଇ କଟକଣା ଜାରି ହୋଇଛି। ସମସ୍ତ ରାଜନୈତିକ କାର୍ଯ୍ୟକ୍ରମ, ରାଜନୈତିକ ରାଲି, ସଭାସମିତି ଓ ସରକାରୀ କାର୍ଯ୍ୟକ୍ରମ ଉପରେ ମଧ୍ୟ କଟକଣା ଜାରି କରିଛି ପ୍ରଶାସନ।

କଳାହାଣ୍ଡିରୁ ଅଜିତ୍ ସିଂ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.