ETV Bharat / state

ଠିକାଦାର କ୍ୟାମ୍ପରେ ମାଓ ଆକ୍ରମଣ: ଜାଳି ଦେଲେ 2ଜେସିବି, 5 ଟ୍ରାକ୍ଟର - vehicle

କଳାହାଣ୍ଡିରେ ପୁଣି ମାଓ ହିଂସା ଦେଖିବାକୁ ମିଳିଛି । ଏମ୍‌ ରାମପୁର ବ୍ଲକର ନୂଆମୁଣ୍ଡା ଗ୍ରାମରେ ଠିକାଦାର କ୍ୟାମ୍ପରେ ମାଓ ଆକ୍ରମଣ । 2 ଜେସିବି ଓ 5 ଟ୍ରାକ୍ଟର ପୋଡି ଦେଇଛନ୍ତି ମାଓବାଦୀ ।

ଫଟୋ ସୌଜନ୍ୟ: ସମ୍ବାଦଦତା କଳାହାଣ୍ଡି
author img

By

Published : May 15, 2019, 9:50 AM IST

କଳାହାଣ୍ଡି: ଲାଲ ଆତଙ୍କ ଫେରିଲା କଳାହାଣ୍ଡିକୁ । ଜିଲ୍ଲାରେ ପୁଣି ମାଓ ହିଂସା ଦେଖିବାକୁ ମିଳିଛି । ଏମ୍‌ ରାମପୁର ବ୍ଲକର ନୂଆମୁଣ୍ଡା ଗ୍ରାମରେ ଠିକାଦାର କ୍ୟାମ୍ପରେ ମାଓ ଆକ୍ରମଣ । 2 ଜେସିବି ଓ 5 ଟ୍ରାକ୍ଟର ପୋଡି ଦେଇଛନ୍ତି ମାଓବାଦୀ ।

ଭିଡିଓ ସୌଜନ୍ୟ: ସମ୍ବାଦଦତା କଳାହାଣ୍ଡି

ବୁଧବାର ବିଳମ୍ବିତ ରାତ୍ରିରେ ନିଆଁ ଲଗାଇ ଗାଡି ପୋଡି ଦେଇଛନ୍ତି ସଶସ୍ତ୍ର ମାଓବାଦୀ । ଭର୍ଲ୍ଲାଦାନୀ ଠାରୁ ମୁଣ୍ଡା ମସ୍କା ଗ୍ରାମକୁ ସଂଯୋଗ କରୁଥିବା ପ୍ରଧାନମନ୍ତ୍ରୀ ସଡକ ଯୋଜନାକୁ ବିରୋଧ କରି ଏପରି ହିଂସାକାଣ୍ଡ ଘଟାଇଥିବା ଜଣାପଡିଛି ।

ଏହି ଘଟଣା ପରେ ଅଞ୍ଚଳରେ ଭୟର ବାତାବରଣ ଖେଳିଯାଇଛି । ଏହି ଘଟଣାକୁ 5ରୁ6 ଘଣ୍ଟା ବିତି ଯାଇଥିଲେ ମଧ୍ୟ ପୋଲିସ ଘଟଣାସ୍ଥଳରେ ପହଞ୍ଚି ନଥିବା ସୂଚନା ମିଳିଛି ।

କଳାହାଣ୍ଡିରୁ ଅଜିତ୍‌ କୁମାର ସିଂ, ଇଟିଭି ଭାରତ

Intro:Body:

prabir 1

Conclusion:

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.