ETV Bharat / state

ଗିନିଜ ବୁକ ଅଫ ୱାଲର୍ଡ଼ ସାର୍ଟିଫିକେଟ ପାଇଲେ ପର୍ବତାରୋହୀ ଯୋଗୋବ୍ୟାସ - ଗିନିଜ ବୁକ ଅଫ ୱାଲର୍ଡ଼ ସାର୍ଟିଫିକେଟ

ଗତ ଅଗଷ୍ଟ ୧୫ରେ ଗିନିଜ ବୁକ ଅଫ ୱାଲର୍ଡ ପକ୍ଷରୁ ଫେସବୁକରେ ଏକ ଘଣ୍ଟା ମଧ୍ୟରେ ସର୍ବାଧିକ ପର୍ବତାରୋହୀଙ୍କ ଫଟୋ ଅପଲୋଡ କରିବା ପ୍ରତିଯୋଗିତାରେ ସାର୍ଟିଫିକେଟ ପାଇିଛନ୍ତି କଳାହାଣ୍ଡି ଜିଲ୍ଲା ରୁପ୍ରା ଗାଁର ଏଭରେଷ୍ଟ ବିଜେତା ଯୋଗବ୍ୟାସ ଭୋଇ । ଅଧିକ ପଢନ୍ତୁ...

ଗିନିଜ ବୁକ ଅଫ ୱାଲର୍ଡ଼ ସାର୍ଟିଫିକେଟ ପାଇଲେ ପର୍ବତାରୋହୀ ଯୋଗୋବ୍ୟାସ

author img

By

Published : Nov 14, 2020, 12:49 AM IST

ଭବାନୀପାଟଣା: ଗିନିଜ ବୁକ ଅଫ ୱାଲର୍ଡ଼ ସାର୍ଟିଫିକେଟ ପାଇିଛନ୍ତି ପର୍ବତାରୋହୀ ଯୋଗୋବ୍ୟାସ । ଗତ ଅଗଷ୍ଟ ୧୫ରେ ଗିନିଜ ବୁକ ଅଫ ୱାଲର୍ଡ ପକ୍ଷରୁ ଫେସବୁକରେ ଏକ ଘଣ୍ଟା ମଧ୍ୟରେ ସର୍ବାଧିକ ପର୍ବତାରୋହୀଙ୍କ ଫଟୋ ଅପଲୋଡ କରିବା ପ୍ରତିଯୋଗିତା ଆୟୋଜିତ ହୋଇଥିଲା ।

ଗିନିଜ ବୁକ ଅଫ ୱାଲର୍ଡ଼ ସାର୍ଟିଫିକେଟ ପାଇଲେ ପର୍ବତାରୋହୀ ଯୋଗୋବ୍ୟାସ

ପ୍ରତିଯୋଗିତାରେ କଳାହାଣ୍ଡି ଜିଲ୍ଲା ରୁପ୍ରା ଗାଁର ଏଭରେଷ୍ଟ ବିଜେତା ଯୋଗବ୍ୟାସ ଭୋଇ ଭାଗ ନେଇ ଥିଲେ । ଏଥିରେ ସେ ଅଂଶଗ୍ରହଣ କରି ଗିନିଜ ବୁକ ଅଫ ୱାଲର୍ଡ଼ ସାର୍ଟିଫିକେଟ ହାସଲ କରିଛନ୍ତି । ।

କଳାହାଣ୍ଡିରୁ ଅଜିତ କୁମାର ସିଂହ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.