ETV Bharat / state

ବିଦ୍ୟୁତ ସଂସ୍ପର୍ଶରେ ଆସି ଯୁବକ ମୃତ - ବିଦ୍ୟୁତ ସଂସ୍ପର୍ଶରେ ଆସି ଯୁବକ ମୃତ

କଳାହାଣ୍ଡି ଜିଲ୍ଲା ଛିଲିପା ଗାଁରେ ଦ୍ୟୁତ ଆଘାତ ଲାଗି ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି ।

ଫଟୋ ସୌଜନ୍ୟ: ସମ୍ବାଦଦାତା,କଳାହାଣ୍ଡି
author img

By

Published : Jul 18, 2019, 11:09 PM IST

କଳାହାଣ୍ଡି: ଜିଲ୍ଲା ଧର୍ମଗଡ ଥାନା ଅନ୍ତର୍ଗତ ଛିଲିପା ଗାଁରେ ବିଦ୍ୟୁତ ସଂସ୍ପର୍ଶରେ ଆସି ଜଣେ ଯୁବକ ପ୍ରାଣ ହରାଇଛନ୍ତି । ମୃତ ଯୁବକ ହେଲେ ଥବିର ନାଏକ । ସେ ପେଶାରେ ଜଣେ ବ୍ୟବସାୟୀ। ବମ୍ବେ ଲଡୁ ବିକ୍ରି କରି ନିଜ ପରିବାର ପ୍ରତିପୋଷଣ କରିଥାନ୍ତି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା,କଳାହାଣ୍ଡି

ତେବେ ଗୁରୁବାର ସକାଳେ ବ୍ୟବସାୟ ପାଇଁ ବମ୍ବେ ଲଡୁ ତିଆରି କରିବା ସମୟରେ ବିଦ୍ୟୁତ ସଂସ୍ପର୍ଶରେ ଆସିଥିଲେ । ପରିବାର ଲୋକେ ଗୁରୁତର ଅବସ୍ଥାରେ ତାଙ୍କୁ ଧର୍ମଗଡ ଡାକ୍ତରଖାନାକୁ ନେଇଥିଲେ ହେଲେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି । ଘଟଣାସ୍ଥଳରେ ଧର୍ମଗଡ ପୁଲିସ ପହଞ୍ଚି ମୃତଦେହ ଜବତ କରିବା ସହିତ ତଦନ୍ତ ଜାରି ରଖିଛି ।

କଳାହାଣ୍ଡିରୁ ଅଜିତ ସିଂହ, ଇଟିଭି ଭାରତ

Intro:SLUG_ବିଦ୍ୟୁତ ସଂପର୍ଶରେ ଆସି ଜଣେ ମୃତ
ANCHOR_କଳାହାଣ୍ଡି ଜିଲ୍ଲା ଧର୍ମଗଡ ଥାନା ଅନ୍ତର୍ଗତ ଛିଲିପା ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି । Body:ଛିଲିପା ଗ୍ରାମର ଥବିର ନାଏକ (30) ନିଜ ପେଟ ପାଟଣା ପାଇଁ ବମ୍ବେ ଲଡୁ ବ୍ୟବସାୟ କରି ନିଜ ପରିବାର ପ୍ରତିପୋଷଣ କରିଥାନ୍ତି । Conclusion:ତେବେ ଆଜି ସକାଳ ସମୟରେ ବ୍ୟବସାୟ ପାଇଁ ବମ୍ବେ ଲଡୁ ତିଆରି କରିବା ସମୟରେ ବିଦ୍ୟୁତ ସଂଷ୍ପସରେ ଆସି ତାଙ୍କର ମୃତ୍ୟୁ ଘଟିଛି । ତେବେ ପରିବାର ଲୋକେ ତାଙ୍କୁ ଧର୍ମଗଡ ଡାକ୍ତରଖାନା କୁ ଆଣିଥିଲେ ମଧ୍ୟ।ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି । ଧର୍ମଗଡ ପୁଲିସ ପହଞ୍ଚି ଶବ ଜବତ କରିବା ସହିତ ତଦନ୍ତ ଜାରି ରଖିଛି ।
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.