ETV Bharat / state

ପଣ୍ଡ ହେଲା ଏଟିଏମ୍‌ ଲୁଟ୍‌ ଉଦ୍ୟମ, ଦୁର୍ବୃତ୍ତ ଫେରାର

ଭବାନୀପାଟଣା ପୁରୁଣା ସିନେମା ହଲ ଏସବିଆଇ ଏଟିଏମ୍‌ରେ ପଣ୍ଡ ହୋଇଛି ଲୁଟ୍‌ ଉଦ୍ୟମ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, କଳାହାଣ୍ଡି
author img

By

Published : Jun 16, 2019, 1:36 PM IST

କଳାହାଣ୍ଡି: ସ୍ଥାନୀୟ ଭବାନୀପାଟଣା ପୁରୁଣା ସିନେମା ହଲ ଏସବିଆଇ ଏଟିଏମ୍‌ରେ ପଣ୍ଡ ହୋଇଛି ଲୁଟ୍‌ ଉଦ୍ୟମ । ବିଳମ୍ବିତ ରାତିରେ ଏଟିଏମ୍‌ ତାଡିବାକୁ ଉଦ୍ୟମ କରୁଥିବା ବେଳେ ହଠାତ୍‌ ବାଜି ଉଠିଥିଲା ସାଇରନ । ଫଳରେ ଦୁର୍ବୃତ୍ତ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କଳାହାଣ୍ଡି

ଖବର ପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

କଳାହାଣ୍ଡିରୁ ଅଜିତ୍‌ ସିଂ, ଇଟିଭି ଭାରତ

Intro:Breaking _କଳାହାଣ୍ଡି_ଏଟିଏମ ଲୁଟ ଉଦ୍ୟମ ଫଣ୍ଡ _ଭବାନୀପାଟଣା ପୁରୁଣା ସିନେମା ହଲ ଏସବିଆଇ ଏଟିଏମ ଲୁଟ ଉଦ୍ୟମ । ବିଳମ୍ବିତ ରାତିରେ ସାଇରାନ ବାଜିବାରୁ ଦୁର୍ବୃତ୍ତ ଫେରାର । ଏଟିଏମ କୁ ତାଡି ନେବାକୁ ଉଦ୍ୟମ କରିଥିଲେ ଦୁବୃତ ।Body:Breaking _କଳାହାଣ୍ଡି_ଏଟିଏମ ଲୁଟ ଉଦ୍ୟମ ଫଣ୍ଡ _ଭବାନୀପାଟଣା ପୁରୁଣା ସିନେମା ହଲ ଏସବିଆଇ ଏଟିଏମ ଲୁଟ ଉଦ୍ୟମ । ବିଳମ୍ବିତ ରାତିରେ ସାଇରାନ ବାଜିବାରୁ ଦୁର୍ବୃତ୍ତ ଫେରାର । ଏଟିଏମ କୁ ତାଡି ନେବାକୁ ଉଦ୍ୟମ କରିଥିଲେ ଦୁବୃତ ।Conclusion:Breaking _କଳାହାଣ୍ଡି_ଏଟିଏମ ଲୁଟ ଉଦ୍ୟମ ଫଣ୍ଡ _ଭବାନୀପାଟଣା ପୁରୁଣା ସିନେମା ହଲ ଏସବିଆଇ ଏଟିଏମ ଲୁଟ ଉଦ୍ୟମ । ବିଳମ୍ବିତ ରାତିରେ ସାଇରାନ ବାଜିବାରୁ ଦୁର୍ବୃତ୍ତ ଫେରାର । ଏଟିଏମ କୁ ତାଡି ନେବାକୁ ଉଦ୍ୟମ କରିଥିଲେ ଦୁବୃତ ।
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.