ETV Bharat / state

କାର୍ଯ୍ୟରତ ଶ୍ରମିକ ମୃତ, ହତ୍ୟା ଅଭିଯୋଗ ଆଣିଲା ପରିବାର

କାର୍ଯ୍ୟରତ ଶ୍ରମିକ ମୃତ, ହତ୍ୟା ଅଭିଯୋଗ ଆଣିଲା ପରିବାର । କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ଥାନା ଅନ୍ତର୍ଗତ ଖୁର୍ଶେଲଗୁଡା ଗାଁର ଘଟଣା । ଆଗକୁ ପଢନ୍ତୁ...

author img

By

Published : Dec 15, 2019, 8:36 AM IST

labour died during work
କାର୍ଯ୍ୟରତ ଶ୍ରମିକ ମୃତ

ଭବାନୀପାଟଣା: କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ଥାନା ଅନ୍ତର୍ଗତ ଖୁର୍ଶେଲଗୁଡା ଗାଁରେ ଅଭାବନୀୟ ଘଟଣା। ଜିତେନ୍ଦ୍ର ପଣ୍ଡା ନାମର ଜଣେ ବ୍ୟକ୍ତିଙ୍କ ଘରୁ ସେହି ଗାଁର ଡମ୍ବରୁଧର ରୋତି ନାମକ ଜଣେ ଶ୍ରମିକଙ୍କ ମୃତଦେହ ଉଦ୍ଧାର ହୋଇଛି । ଏହାକୁ କେନ୍ଦ୍ର କରି ଆଜି ଏକ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଥିଲା ।

କାର୍ଯ୍ୟରତ ଶ୍ରମିକ ମୃତ

ମାଲିକ ଜିତେନ୍ଦ୍ର ପଣ୍ଡା ଡମ୍ବରୁଧରଙ୍କ ହତ୍ୟା କରାଯାଇଥିବା ପରିବାରବର୍ଗ ଅଭିଯୋଗ କରିଛନ୍ତି। ନ୍ୟାୟ ଦାବିରେ ମୃତ ଶ୍ରମିକଙ୍କ ପରିବାର ଲୋକେ ମାଲିକ ଜିତେନ୍ଦ୍ରଙ୍କ ଘର ଆଗରେ ମୃତଦେହ ରଖି ପ୍ରତିବାଦ କରିଥିଲେ । ଘଟଣାସ୍ଥଳରେ ଜୁନାଗଡ଼ ଥାନା ପୋଲିସ ଓ ପ୍ରଶାସନ ପହଞ୍ଚି ପରିବାର ଲୋକଙ୍କୁ ପ୍ରତିଶୃତି ଦେବା ପରେ ପରିବାର ଲୋକେ ଆନ୍ଦୋଳନରୁ ଓହରି ଥିଲେ ।

ସୂଚନା ଅନୁଯାୟୀ ଗତ ୫ ତାରିଖରେ ଡମ୍ବରୁଧର ସେହି ଗାଁର ଜିତେନ୍ଦ୍ର ପଣ୍ଡା ଘରକୁ କାମ କରିବାକୁ ଯାଇଥିଲେ । ସନ୍ଧ୍ୟାରେ ଡମ୍ବରୁଧର ଗାଡି ଧକ୍କାରେ ବେଳଗୁଡା ମଣ୍ଡି ନିକଟରେ ଗୁରୁତର ହୋଇଥିବା ମାଲିକ ଜିତେନ୍ଦ୍ର ପଣ୍ଡା ଡମ୍ବରୁଧରଙ୍କ ପରିବାର ଲୋକଙ୍କୁ ଖବର ଦେଇଥିଲେ ।

ଏହି ସମୟରେ ଡମ୍ବରୁଧରଙ୍କ ମୁଣ୍ଡ ଓ କାନରେ ଗଭୀର ଆଘାତ ଲାଗି ରକ୍ତଶ୍ରାବ ହେଉଥିଲା । ଗୁରୁତର ଡମ୍ବରୁଧରଙ୍କୁ ପ୍ରଥମେ ଜୁନାଗଡ଼ ଗୋଷ୍ଟି ସ୍ପାସ୍ଥ୍ୟକେନ୍ଦ୍ର ଓ ପରେ ଜିଲ୍ଲା ମୁଖ୍ୟଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଥିଲା । ସେଠାରେ ତାଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ବୁର୍ଲାକୁ ସ୍ଥାନାନ୍ତର କରାଯାଇଥିଲା । କିନ୍ତୁ ସେଠାରେ ତାଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ ।

କଳାହାଣ୍ଡିରୁ ଅଜିତ ସିଂ,ଇଟିଭି ଭାରତ

Intro:କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ଥାନା ଅନ୍ତର୍ଗତ ଖୁର୍ଶେଲଗୁଡା ଗାଁ ର ଜିତେନ୍ଦ୍ର ପଣ୍ଡା ଙ୍କ ଘରୁ ସେହି ଗାଁ ର ଡମ୍ବରୁଧର ରୋତି ନାମକ ଜଣେ ଶ୍ରମିକଙ୍କ ମୃତ ଦେହ ଉଦ୍ଧାର ହୋଇଛି।ଏହାକୁ କେନ୍ଦ୍ର କରି ଆଜି ଏକ ଅପ୍ରିତିକର ପରିସ୍ଥିତ ସୃଷ୍ଟି ହୋଇଥିଲା।ମାଲିକ ଜିତେନ୍ଦ୍ର ପଣ୍ଡା ଡମ୍ବରୁଧର ଙ୍କୁ ହତ୍ୟା କରିଥିବା ପରିବାର ବର୍ଗ ଅଭିଯୋଗ କରିଛନ୍ତି।ନ୍ୟାୟ ଦାବିରେ ମୃତ ଶ୍ରମିକଙ୍କ ପରିବାର ଲୋକେ ମାଲିକ ଜିତେନ୍ଦ୍ର ପଣ୍ଡାଙ୍କ ଘର ସମୁଖ ରେ ମୃତ ଦେହ ରଖି ପ୍ରତିବାଦ କରିଥିଲେ।Body:ଘଟଣାସ୍ଥଳରେ ଜୁନାଗଡ଼ ଥାନା ପୋଲିସ ଓ ପ୍ରଶାସନ ପହଞ୍ଚି ପରିବାର ଲୋକଙ୍କୁ ପ୍ରତିଶୃତି ଦେବା ପରେ ପରିବାର ଲୋକେ ଆନ୍ଦୋଳନ ରୁ ଓହରି ଥିଲେ।ସୂଚନା ଅନୁଯାୟୀ ଗତ ୫ ତାରିଖରେ ଡମ୍ବରୁଧର ସେହି ଗାଁ ର ଜିତେନ୍ଦ୍ର ପଣ୍ଡା ଘରକୁ କାମ କରିବାକୁ ଯାଇଥିଲେ ।ସନ୍ଧ୍ୟାରେ ଡମ୍ବରୁଧର ଗାଡି ଧକ୍କା ରେ ବେଳଗୁଡା ମଣ୍ଡି ନିକଟରେ ଗୁରୁତର ହୋଇଥିବା ମାଲିକ ଜିତେନ୍ଦ୍ର ପଣ୍ଡା ଡମ୍ବରୁଧର ଙ୍କ ପରିବାର ଲୋକଙ୍କୁ ଖବର ଦେଇଥିଲେ। ଏହି ସମୟରେ ଡମ୍ବରୁଧର ଙ୍କ ମୁଣ୍ଡ ଓ କାନରେ ଗଭୀର ଆଘାତ ଲାଗି ରକ୍ତଶ୍ରାବ ହେଉଥିଲା।ଗୁରୁତର ଡମ୍ବରୁଧର ଙ୍କୁ ପ୍ରଥମେ ଜୁନାଗଡ଼ ଗୋଷ୍ଟି ସ୍ୱାସ୍ଥ୍ୟକେନ୍ଦ୍ର ଓ ପରେ ଜିଲ୍ଲା ମୁଖ୍ୟଚିକିତ୍ସାଳୟ କୁ ସ୍ଥାନାନ୍ତରିତ କରାଯାଇଥିଲା ।Conclusion:ସେଠାରେ ତାଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ଡାକ୍ତର ବୁର୍ଲା କୁ ସ୍ଥାନାନ୍ତର କରିଥିଲେ।କିନ୍ତୁ ସେଠାରେ ତାଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ ।
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.