ETV Bharat / state

ଓଡିଶା ନର୍ସିଂ କର୍ମଚାରୀ ଆସୋସିଏସନର ସାମ୍ବାଦିକ ସମ୍ମିଳନୀ - kalahandi latest news

କଳାହାଣ୍ଡି ଓଡିଶା ନର୍ସିଂ କର୍ମଚାରୀ ଆସୋସିଏସନର ନିର୍ବାଚିତ ନୂତନ କର୍ମକର୍ତ୍ତାକୁ ଦାୟିତ୍ବ ପ୍ରଦାନ ପାଇଁ ଦାବି । ଅଧିକ ପଢନ୍ତୁ...

kalahandi nursing employee association
ଓଡିଶା ନର୍ସିଂ କର୍ମଚାରୀ ଆସୋସିଏସନର ସାମ୍ବାଦିକ ସମ୍ମିଳନୀ
author img

By

Published : Sep 27, 2021, 8:46 PM IST

ଭବାନୀପାଟଣା: ଓଡିଶା ନର୍ସିଂ କର୍ମଚାରୀ ଆସୋସିଏସନର ସାମ୍ବାଦିକ ସମ୍ମିଳନୀ । ଓଡିଶା ନର୍ସିଂ କର୍ମଚାରୀ ଆସୋସିଏସନ ପକ୍ଷରୁ ସାମ୍ବାଦିକ ସମ୍ମିଳନୀରେ ନବ ନିର୍ବାଚିତ କର୍ମକର୍ତ୍ତାଙ୍କୁ ପୂର୍ବତନ କର୍ମକର୍ତ୍ତା ଦାୟିତ୍ବ ହସ୍ତାନ୍ତର ନ କରିବା ଅଭିଯୋଗ କରିଛନ୍ତି । ଓଡ଼ିଶା ନର୍ସିଂ କର୍ମଚାରୀ ଆସୋସିଏସନ କଳାହାଣ୍ଡି ଜିଲ୍ଲା ଶାଖା ସଭାପତି ଓ ସମ୍ପାଦକ ତଥା ସଦସ୍ୟ ସଦସ୍ୟାମାନେ ତୀବ୍ର ବିରୋଧ କରିଛନ୍ତି ।

ଓଡିଶା ନର୍ସିଂ କର୍ମଚାରୀ ଆସୋସିଏସନର ସାମ୍ବାଦିକ ସମ୍ମିଳନୀ

ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଠାରେ ଆଲୋଚନା କରିବା ସହ ତୁରନ୍ତ ନବ ନିର୍ବାଚିତ କର୍ମକର୍ତ୍ତାଙ୍କୁ ଦାୟିତ୍ବ ହସ୍ତାନ୍ତର କରାଯାଉ ବୋଲି ଓଡ଼ିଶା ନର୍ସିଂ ଏମ୍ପ୍ଲୋଇ ଆସୋସିଏସନର କଳାହାଣ୍ଡି ଜିଲ୍ଲା ଶାଖା ପକ୍ଷରୁ ଦାବି ହୋଇଛି ।

କଳାହାଣ୍ଡିରୁ ଅଜିତ ସିଂ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.