ETV Bharat / state

Biju Express-wayକୁ ଅର୍ଥ ମଞ୍ଜୁରୀ ପରେ ମୁଖ୍ୟମନ୍ତ୍ରୀଙ୍କୁ କଳାହାଣ୍ଡି ବିଜେଡିର ଧନ୍ୟବାଦ

ବିଜୁ ଏକ୍ସପ୍ରେସ-ୱେ କୁ ଅର୍ଥ ମଞ୍ଜୁରୀ ପରେ କଳାହାଣ୍ଡି ଜିଲ୍ଲା ବିଜେଡିର ଧନ୍ୟବାଦ। ପ୍ରେସମିଟରେ ଧନ୍ୟବାଦ ଦେଲେ ମନ୍ତ୍ରୀ କ୍ୟାପଟେନ ଦିବ୍ୟ ଶଙ୍କର ମିଶ୍ର । ଅଧିକ ପଢନ୍ତୁ...

author img

By

Published : Jun 10, 2021, 12:51 PM IST

Biju Express-way କୁ ଅର୍ଥ ମଞ୍ଜୁରୀ ପରେ ମୁଖ୍ୟମନ୍ତ୍ରୀଙ୍କୁ କଳାହାଣ୍ଡି ବିଜେଡିର ଧନ୍ୟବାଦ

ଭବାନୀପାଟଣା: ରାଜ୍ୟ କ୍ୟାବିନେଟରେ ଆଜି କଳାହାଣ୍ଡି ଜିଲ୍ଲା ଆମପାଣି ସିନାପାଲି ଭାୟା ଧର୍ମଗଡ଼ ଗୋଲାମୁଣ୍ଡା ୪ ଲେନ ବିଜୁ ଏକ୍ସପ୍ରେସ-ୱେ କୁ ୧୮୨ କୋଟି ଟଙ୍କାର ମଞ୍ଜୁରୀ ଦେଇଛନ୍ତି ରାଜ୍ୟ ସରକାର । ସରକାରଙ୍କ ଏହି ନିଷ୍ପତ୍ତି ପରେ କଳାହାଣ୍ଡି ଜିଲ୍ଲା ବିଜୁ ଜନତା ଦଳ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଯାଇଛି ।

ରାଜ୍ୟ ଗୃହରାଷ୍ଟ୍ର ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଏହି ୪ ୱେ ରାସ୍ତା କଳାହାଣ୍ଡିର ଗମନାଗମନରେ ଅନ୍ୟ ରାଜ୍ୟକୁ ଯୋଡିବ ବୋଲି କହିଛନ୍ତି । ସେହିପରି ଏହି ନିଷ୍ପତ୍ତି ଇନ୍ଦ୍ରାବତୀର ବିଜୁଳି ଶିଳ୍ପ ପାଇଁ ସୁଯୋଗ ସୃଷ୍ଟି କରିବ। ଯାହା ଜିଲ୍ଲାର ସମୃଦ୍ଧି ସହ ରୋଜଗାର ସୃଷ୍ଟି କରିବ ବୋଲି କହିଛନ୍ତି ମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ର ।

କଳାହାଣ୍ଡିରୁ ଅଜିତ କୁମାର ସିଂ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.