ETV Bharat / state

କଳାହାଣ୍ଡି ଜିଲ୍ଲାରେ ସଟଡାଉନର ପ୍ରଭାବ ! - Kalahandi district

ସଂକ୍ରମିତଙ୍କ ସଂଖ୍ୟାରେ ରୋକ୍ ଲଗାଇବାକୁ ପଦକ୍ଷେପ । ଜରୁରୀକାଳୀନ ସେବାକୁ ବାଦ୍ ଦେଇଛି ଜିଲ୍ଲା ପ୍ରଶାସନ । ଅଧିକ ପଢନ୍ତୁ...

କଳାହାଣ୍ଡି ଜିଲ୍ଲାରେ ସଟଡାଉନର ପ୍ରଭାବ !
କଳାହାଣ୍ଡି ଜିଲ୍ଲାରେ ସଟଡାଉନର ପ୍ରଭାବ !
author img

By

Published : May 1, 2021, 8:08 PM IST

ଭବାନୀପାଟଣା: ରାଜ୍ୟରେ ଦିନକୁ ଦିନ ବଢ଼ିବାରେ ଲାଗିଛି ମହାମାରୀ କରୋନା । ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ରାଜ୍ୟରେ ରାତ୍ରିକାଳୀନ କର୍ଫ୍ୟୁ ସହ ସପ୍ତାହନ୍ତ ଦୁଇଦିନ ଶନିବାର ଓ ରବିବାର ସଟଡାଉନ ଘୋଷଣା କରିଛନ୍ତି । କଳାହାଣ୍ଡି ଜିଲ୍ଲାରେ ମଧ୍ୟ ତୃତୀୟ ସପ୍ତାହର ପ୍ରଥମ ଦିନରେ ଦେଖିବାକୁ ମିଳିଛି ସଟଡାଉନର ପ୍ରଭାବ ।

କଳାହାଣ୍ଡି ଜିଲ୍ଲାରେ ସଟଡାଉନର ପ୍ରଭାବ !
କଳାହାଣ୍ଡି ଜିଲ୍ଲାରେ ସଟଡାଉନର ପ୍ରଭାବ !
କଳାହାଣ୍ଡି ଜିଲ୍ଲାରେ ସଟଡାଉନର ପ୍ରଭାବ !
କଳାହାଣ୍ଡି ଜିଲ୍ଲାରେ ସଟଡାଉନର ପ୍ରଭାବ !
ଭବାନୀପାଟଣା ସହର ସମେତ ଜିଲ୍ଲାରେ ସମସ୍ତ ଦୋକାନ ବଜାର ବନ୍ଦ ରହିବା ସହ ଗାଡି ଚଳାଚଳ ମଧ୍ୟ ବନ୍ଦ ରହିଥିବାବେଳେ ଜରୁରୀକାଳୀନ ସେବାକୁ ବାଦ୍ ଦିଆଯାଇଛି । ସୁରକ୍ଷା ଦୃଷ୍ଟିରୁ ସହରର ବିଭିନ୍ନ ସ୍ଥାନରେ ପୋଲିସ ଫୋର୍ସ ମୁତୟନ କରାଯାଇଛି ।

ଅମାନିଆଙ୍କ ଠାରୁ ଫାଇନ୍ ଆଦାୟ କରାଯାଉଥିବାବେଳେ ଚେକିଙ୍ଗକୁ ଜୋରଦାର କରିଛି ଜିଲ୍ଲା ପୋଲିସ । ସେପଟେ ଜିଲ୍ଲାରେ ଦିନକୁ ଦିନ ବଢ଼ିବାରେ ଲାଗିଛି ଆକ୍ରାନ୍ତଙ୍କ ସଂଖ୍ୟା । ବର୍ତ୍ତମାନ ସୁଦ୍ଧା ଜିଲ୍ଲାରେ ୧୧ ହଜାରରୁ ଊର୍ଦ୍ଧ୍ବ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ଜିଲ୍ଲା ପ୍ରଶାସନ ପାଇଁ ପାଲଟିଛି ମୁଣ୍ଡ ବିନ୍ଧାର କାରଣ ।

କଳାହାଣ୍ଡିରୁ ଅଜିତ କୁମାର ସିଂହ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.