ETV Bharat / state

ସ୍ୱାମୀର ଟାଙ୍ଗିଆ ଚୋଟରେ ସ୍ତ୍ରୀ ମୃତ

ଜୟପାଟଣା ବ୍ଲକ କପୁରମାଲ ଗ୍ରାମରେ ସ୍ବାମୀର ଟାଙ୍ଗିଆ ଚାଟରେ ସ୍ତ୍ରୀର ମୃତ । ଘଟଣାସ୍ଥଳରେ ପୋଲିସର ତଦନ୍ତ ଜାରି ।

author img

By

Published : Jun 30, 2019, 5:32 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, କଳାହାଣ୍ଡି

ଭବାନୀପାଟଣା: ସ୍ୱାମୀର ଟାଙ୍ଗିଆ ଚୋଟରେ ସ୍ତ୍ରୀ ମୃତ । ଜୟପାଟଣା ବ୍ଲକ କପୁରମାଲ ଗ୍ରାମରେ ସ୍ବାମୀର ଟାଙ୍ଗିଆ ଚାଟରେ ସ୍ତ୍ରୀର ମୃତ୍ୟୁ ହୋଇିଥିବା ଖବର ସମ୍ନାକୁ ଆସିଛି । ପାରିବାରିକ କଳହରୁ ଏପରି ହୋଇଥିବା ସନ୍ଦେହ କରାଯାଉଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କଳାହାଣ୍ଡି

ମୃତ ମହିଳା ଜଣକ ନାମ ବେଳ ମାଝୀ ବୋଲି ଜଣା ପଡିଛି । ଘଟଣାସ୍ଥଳରେ ପୋଲିସର ତଦନ୍ତ ଜାରି ରହିଛି।

କଳାହାଣ୍ଡିରୁ ଅଜୀତ ସିଂ, ଇଟିଭି ଭାରତ

Intro:Body:

DFGD

Conclusion:

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.