ETV Bharat / state

କଳାହାଣ୍ଡିରେ ବଡ଼ ଧରଣର ଡକାୟତି, ବନ୍ଧୁକ ମୁନରେ ଲୁଟି ନେଲେ 40 ଭରି ସୁନା

author img

By

Published : Dec 26, 2020, 8:54 AM IST

ଭବାନୀପାଟଣା ଜୟପୁର ଜାତୀୟ ରାଜପଥ ୨୬ ମୋଟେର ଗାଁରେ ରହୁଥିବା ଯଯାତି ପାଟ୍ଟଯୋଶୀଙ୍କ ଘରୁ ଲୁଟେରା ଲୁଟିନେଳେ 2 କୋଟିଏ ଟଙ୍କାରୁ ଊର୍ଦ୍ଧ୍ବ ସମ୍ପତ୍ତି ।

କଳାହାଣ୍ଡିରେ ବଡ଼ ଧରଣର ଡକାୟତି
କଳାହାଣ୍ଡିରେ ବଡ଼ ଧରଣର ଡକାୟତି

ଭବାନୀପାଟଣା:କଳାହାଣ୍ଡିରେ ଏକ ବଡ଼ ଧରଣର ଡକାୟତି। ଭବାନୀପାଟଣା ଜୟପୁର ଜାତୀୟ ରାଜପଥ ୨୬ ମୋଟେର ଗାଁରେ ରହୁଥିବା ଯଯାତି ପାଟ୍ଟଯୋଶୀଙ୍କ ଘରେ ହୋଇଛି ଏହି ଡକାୟତି ।

କଳାହାଣ୍ଡିରେ ବଡ଼ ଧରଣର ଡକାୟତି

ଶୁକ୍ରବାର ବିଳମ୍ବିତ ରାତିରେ ୫ରୁ ୬ ଜଣ ଲୁଟେରା ଯଯାତି ପାଟ୍ଟଯୋଶୀଙ୍କ ଘରେ ମୁଖା ପିନ୍ଧି ପଶିଥିଲେ । ବନ୍ଧୁକ ଦେଖାଇ ଲୁଟେରା ଘରେ ଥିବା ପ୍ରାୟ ୪୦ ଭରି ସୁନା, ବୁଲେଟ ଗାଡି, ଟିଭି ଲୁଟ କରି ନେଇଛନ୍ତି।

ପରେ ପରିବାର ଲୋକଙ୍କୁ ଲୁଟେରାମାନେ ଘରେ ଅନ୍ୟ କୋଠରୀରେ ତାଲାମାରି ଫେରାର ହୋଇ ଯାଇଥିଲେ । ଘଟଣା ସ୍ଥଳରେ କୋକସରା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

କଳାହାଣ୍ଡିରୁ ଅଜିତ୍ ସିଂ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.