ETV Bharat / state

2 ଦିନ ଲଗାଣ ବର୍ଷାରେ ଅସ୍ତବ୍ୟସ୍ତ କଳାହାଣ୍ଡି

author img

By

Published : Aug 7, 2019, 3:52 PM IST

ଦୁଇ ଦିନ ଧରି କଳାହାଣ୍ଡି ଜିଲ୍ଲାରେ ଲାଗିରହିଛି ବର୍ଷା । ଜନଜୀବନ ଅନେକ ମାତ୍ରାରେ ପ୍ରଭାବିତ ହେବା ସହ ଅନେକ ଗାଁ ଓ ଚାଷଜମି ଜଳମଗ୍ନ ହୋଇ ପଡିଛି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, କଳାହାଣ୍ଡି

କଳାହାଣ୍ଡି: ୨ ଦିନ ଧରି କଳାହାଣ୍ଡି ଜିଲ୍ଲାରେ ଜାରି ରହିଛି ଲଗାଣ ବର୍ଷା । ଫଳରେ ପ୍ରଭାବିତ ହୋଇଛି ଜନ ଜୀନନ । ଜିଲ୍ଲାର ହାତୀ, ରେତ, ସାନ୍ଦୁଲ, ତେଲନଦୀ ଭଳି ପ୍ରମୁଖ ନଦୀ ଗୁଡିକ ଫୁଲିବାରେ ଲାଗିଛି । ଜିଲ୍ଲାର ସଦର ମହକୁମା ଭବାନୀପାଟଣାରେ ବର୍ତ୍ତମାନ ସୁଦ୍ଧା ସାମାନ୍ୟ ଠାରୁ ଅଧିକ ମିଲିମିଟର ବର୍ଷା ରେକର୍ଡ ହୋଇଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କଳାହାଣ୍ଡି

ଲାଞ୍ଜିଗଡ, ମଦନପୁର-ରାମପୁର, ବ୍ଲକର ଅନେକ ଗାଁର ରାସ୍ତାଘାଟ ବର୍ଷାପାଣିରେ ଧୋଇଯିବାରୁ ଯୋଗାଯୋଗ ବ୍ୟାହତ ହେବା ସହ ବିଭିନ୍ନ ଗାଁ ଚାଷଜମି ଜଳମଗ୍ନ ହୋଇଛି । ଲଗାଣ ବର୍ଷା ଚାଷ କାମକୁ ମଧ୍ୟ ପ୍ରଭାବିତ କରିଛି । ଏନେଇ ଲୋକେ ନାହିଁ ନଥିବା ସମସ୍ୟାର ସମ୍ମୁଖୀନ ହେଉଥିବା ଅଭିଯୋଗ ହୋଇଛି। ପ୍ରଶାସନ ପକ୍ଷରୁ ପରିସ୍ଥିତି ଉପରେ ନଜର ରଖାଯାଇଥିବା ଜିଲ୍ଲା ଏମର୍ଜେନ୍ସି ଅଫିସର ସୂଚନା ଦେଇଛନ୍ତି ।

କଳାହାଣ୍ଡିରୁ ଅଜିତ ସିଂ ଇଟିଭି ଭାରତ

Intro:କଳାହାଠି ରେ ଲଗାଣ ବର୍ଷା ଜନ ଜୀବନ ଅସ୍ତବ୍ୟସ୍ତ ।
ଗତ ୨ ଧରି କଳାହାଠି ଜିଲ୍ଲା ରେ ଜାରି ରହିଛି ଲଗାଣ ବର୍ଷା ।ଫଳରେ ପ୍ରଭାବିତ ହୋଇଛି ଜନ ଜୀନନ ।ଜିଲ୍ଲାର ହାତୀ,ରେତ,ସାନ୍ଦୁଲ,ତେଲନଦୀ ଭଳି ପ୍ରମୁଖ ନଦୀ ଗୁଡିକ ଫୁଲିବାରେ ଲାଗିଛି ଜିଲ୍ଲା ର ସଦର ମହକୁମା ଭବାନୀପାଟଣା ରେ ବର୍ତ୍ତମାନ ସୁଦ୍ଧା ସାମାନ୍ୟ ଠାରୁ ଅଧିକ ମିଲି ମିଟର ବର୍ଷା ରେକର୍ଡ ହୋଇଛି ।Body:ଲାଞ୍ଜିଗଡ,ମଦନପୁର-ରାମପୁର, ବ୍ଲକର ଅନେକ ଗାଁ କୁ ରାସ୍ତାଘାଟ ବର୍ଷାପାଣି ରେ ଧୋଇଯିବାରୁ ଯୋଗାଯୋଗ ବ୍ୟାହତ ହେବା ସହ ବିଭିନ୍ନ ଗାଁ ଜଳମଗ୍ନ ହୋଇପଡିଛି ।ତେବେ ଦୁଇଦିନର ଲଗାଣ ବର୍ଷାରେ ଚାଷଜମି ମଧ୍ୟ ଜଳମଗ୍ନ ହୋଇଛି । Conclusion:ଏପରିକି ଲଗାଣ ବର୍ଷା ଚାଷ କାମ କୁ ମଧ୍ୟ ପ୍ରଭାବିତ କରିଛି । ଏନେଇ ଲୋକେ ନାହିଁ ନଥିବା ସମସ୍ୟା ର ସମ୍ମୁଖୀନ ହେଉଥିବା ଅଭିଯୋଗ ହୋଇଛି ।ପ୍ରଶାସନ ପକ୍ଷରୁ ପରିସ୍ଥିତି ଉପରେ ନଜର ରଖାଯାଇଥିବା ଜିଲ୍ଲା ଏମାର୍ଜେନ୍‍ସି ଅଫିସର ସୁଚନାଦେଇଛନ୍ତି ।
ବାଇଟ-ସୁରେନ୍ଦ୍ର ତ୍ରିପାଟୀ(ଏମାର୍ଜେନ୍‍ସି ଅଫିସର)
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.