ଭବାନୀପାଟଣା: ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ସାଙ୍ଗକୁ ଝାଞ୍ଜି ପବନ, ସେଥିରେ ପୁଣି ବଳି ଯାଉଛି ଗୁଳଗୁଳି । ସତେ ଯେପରି ତତଲା କଢେଇରେ ଭାଜି ହୋଇଯାଉଛି କଳାହାଣ୍ଡି । ସୂର୍ଯ୍ୟ ଦେବଙ୍କ ପ୍ରଚଣ୍ଡ ରୌଦ୍ରତାପରେ ଅସ୍ତବ୍ୟସ୍ତ ହୋଇପଡିଛି ଜନଜୀବନ । ସତେ ଯେମିତି ତତଲା କଢେଇରେ ଭାଜି ହୋଇଯାଉଛି କଳାହାଣ୍ଡି । ସପ୍ତାହେ ହେବ ଜିଲ୍ଲାରେ ତାପମାତ୍ରା ୪୦ ଡିଗ୍ରୀ ଉପରେ ରହୁଛି ।
ଗ୍ରୀଷ୍ମ ପ୍ରବାହରେ ଆଉଟୁପାଉଟୁ କଳାହାଣ୍ଡି, ଲସି-ସର୍ବତ ଦୋକାନରେ ଜମୁଛି ଭିଡ - କଳାହାଣ୍ଡିରେ ପ୍ରବଳ ତାତି
ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ସାଙ୍ଗକୁ ଝାଞ୍ଜି ପବନରେ ଅସ୍ତବ୍ୟସ୍ତ କଳାହାଣ୍ଡି ବାସିନ୍ଦା । କିଛିଦନ ହେବ ୪୦ ଡିଗ୍ରୀ ଉପରେ ରହୁଛି ଜିଲ୍ଲା ତାପମାତ୍ରା । ଅଧିକ ପଢନ୍ତୁ
ତତଲା କଡେଇରେ ଫୁଟୁଛି କଳାହାଣ୍ଡି, ଅସ୍ତବ୍ୟସ୍ତ ଜନଜୀବନ