ETV Bharat / state

କଳାହାଣ୍ଡିରେ ପୁଣି ଡାଇରିଆ ଆତଙ୍କ, ଜଣେ ମୃତ - ଲକ୍ଷ୍ମୀପୁର ଗାଁରେ ଡାଇରିଆ

କଳାହାଣ୍ଡିର କେସିଙ୍ଗା ବ୍ଲକ ଅଧିନସ୍ଥ ବେଲଖଣ୍ଡି ନିକଟସ୍ଥ ଲକ୍ଷ୍ମୀପୁର ଗାଁରେ ଡାଇରିଆ ଆତଙ୍କ ଦେଖାଯାଇଛି। ଏଥିରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଛନ୍ତି।

ଫଟୋ ସୌଜନ୍ୟ: ସମ୍ବାଦଦାତା, କଳାହାଣ୍ଡି
author img

By

Published : Oct 3, 2019, 9:52 AM IST

କଳାହାଣ୍ଡି: ଜିଲ୍ଲାର କେସିଙ୍ଗା ବ୍ଲକ ଅଧିନସ୍ଥ ବେଲଖଣ୍ଡି ନିକଟସ୍ଥ ଲକ୍ଷ୍ମୀପୁର ଗାଁରେ ଡାଇରିଆ ଆତଙ୍କ ଦେଖାଯାଇଛି । ଏଥିରେ ଗ୍ରାମର ପ୍ରେମଶୀଲା ସାହୁଙ୍କ ମୃତ୍ୟୁ ହୋଇଥିବା ବେଳେ ଡାଏମତି ସାହୁ ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଛନ୍ତି । ଗୁରୁତରଙ୍କୁ ଭବାନୀପାଟଣା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କଳାହାଣ୍ଡି

ଗ୍ରାମର ପ୍ରାୟ 15 ଜଣ ଲୋକ ଡାଇରିଆରେ ଆକ୍ରାନ୍ତ ହୋଇଛନ୍ତି । ସୂଚନା ପାଇ ମେଡିକାଲ ଟିମ ଗ୍ରାମକୁ ଆସି ଚିକିତ୍ସା ଆରମ୍ଭ କରିଛି। ପୀଡିତଙ୍କ ସ୍ବାସ୍ଥ୍ୟାବସ୍ଥାରେ ସୁଧାର ଆସିଥିବା ଜଣାପଡିଛି।

କଳାହାଣ୍ଡିରୁ ଅଜିତ ସିଂ, ଇଟିଭି ଭାରତ

Intro:କଳାହାଣ୍ଡି ରେ ପୁଣି ଡାଇରିଆ ଆତଙ୍କ। ଜଣେ ମୃତ।
କଳାହାଣ୍ଡି ଜିଲ୍ଲା କେସିଙ୍ଗା ବ୍ଲକର ବେଲଖଣ୍ଡି ଲକ୍ଷ୍ମୀପୁର ଗାଁରେ ଡାଇରିଆ ସଂକ୍ରମଣ ହୋଇଛି । ଗାଁର ପ୍ରାୟ୧୫ ଜଣ  ଡାଇରିଆ ରେ ଆକ୍ରାନ୍ତ ହୋଇଥିବା ଅଭିଯୋଗ ହୋଇଛି। Body:ଖବର ପାଇ ପ୍ରଥମେ ମେଡିକାଲ ଟିମ ଆସି ଚିକିତ୍ସା କରିଥିବା ବେଳେ ଗୁରୁତର ଙ୍କୁ ନିକଟସ୍ଥ ମଦନପୁର ରାମପୁର ଡାକ୍ତରଖାନାରେ ଭର୍ତି କରାଯାଇଛି। ଗୁରୁତର ଆକ୍ରାନ୍ତ ଥିବା ପ୍ରେମଶୀଲା ସାହୁ ଙ୍କୁ  ଭବାନୀପାଟଣା ଡାକ୍ତର ଖାନାରେ ଭର୍ତି କରାଯାଇଥିଲା ସେଠାରେ ତାଙ୍କର ମୃତ୍ୟୁ ହୋଇଛି । Conclusion:ଅନ୍ୟ ମାନଙ୍କ ମଧ୍ୟରେ ଡାଏମତି ସାହୁଙ୍କ ଅବସ୍ଥା ମଧ୍ୟ ସଂକଟାପନ୍ନ ଥିବା ଜଣାଯାଇଛି ।ଅନ୍ୟମାନଙ୍କ ଅବସ୍ଥାରେ ସୁଧାର ଆସିଥିବା ବେଳେ  କେଉଁ କାରଣରୁ ଏହା ବ୍ୟାପୁଛି ସ୍ବାସ୍ଥ୍ୟ ବିଭାଗ ଗାଁରେ ପହଞ୍ଚି ଯାଞ୍ଚ ଆରମ୍ଭ କରିଛି।
ବାଇଟ-ଫାର୍ମାସିଷ୍ଟ
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.