ETV Bharat / state

ଜୟପାଟଣା ଅଞ୍ଚଳରେ ଅବକାରୀ ବିଭାଗର ଚଢାଉ,3 ଗିରଫ

author img

By

Published : Nov 12, 2020, 4:44 AM IST

ଜୟପାଟଣା ଅଞ୍ଚଳ ସବୁବେଳେ ଚର୍ଚ୍ଚାରେ ରହି ଆସିଥିବା ବେଳେ ଅବକାରୀ ବିଭାଗର ସ୍ବତନ୍ତ୍ର ସ୍କ୍ବାର୍ଡ ଓ ପୋଲିସର ଚଢାଉ । ଅବକାରୀ ବିଭାଗ ମହୁଲ ପୋଚ ସହ ୨୨୦ ଲିଟର ମଦ ଜବତ କରି ସଂପୃକ୍ତ ୩ ଜଣଙ୍କୁ ଗିରଫ କରିଛି । ଅଧିକ ପଢନ୍ତୁ...

ଜୟପାଟଣା ଅଞ୍ଚଳରେ ଅବକାରୀ ବିଭାଗର ଚଢାଉ,3 ଗିରଫ
ଜୟପାଟଣା ଅଞ୍ଚଳରେ ଅବକାରୀ ବିଭାଗର ଚଢାଉ,3 ଗିରଫ

ଭବାନୀପାଟଣା: ବେଆଇନ ମଦ ଓ ଗଞ୍ଜେଇ କାରବାରକୁ ନେଇ ଅବକାରୀ ବିଭାଗର ଚଢାଉ । ୮୦୦ କେଜି ମହୁଲ ପୋଚ ସହ ୨୨୦ ଲିଟର ମଦ ଜବତ କରିବା ସହ ଏହି ମାମଲାରେ ସଂପୃକ୍ତ ୩ ଜଣଙ୍କୁ ଗିରଫ କରିଛି ।

କଳାହାଣ୍ଡି ଜିଲ୍ଲା ଜୟପାଟଣା ଅଞ୍ଚଳ ସବୁବେଳେ ଚର୍ଚ୍ଚାରେ ରହି ଆସିଥିବା ବେଳେ ଅବକାରୀ ବିଭାଗର ସ୍ବତନ୍ତ୍ର ସ୍କ୍ବାର୍ଡ ଓ ଜୟପାଟଣା ପୋଲିସ ସବିଗୁଡା ଓ ପିଲଗୁଡା ଅଞ୍ଚଳରେ ରେ ମିଳିତ ଭାବେ ଚଢ଼ାଉ କରିଥିଲା । ସୂଚନାନୁସାରେ ଅବକାରୀ ବିଭାଗର ସ୍ବତନ୍ତ୍ର ସ୍କ୍ବାର୍ଡ ଓ ପୋଲିସ ମିଳିତ ଭାବେ ଏହି ଚଢ଼ାଉ କରିଥିଲେ । ସବିଗୁଡା ଗାଁରେ ଚଢ଼ାଉ କରି ପ୍ରାୟ ୨୦୦ କେଜି ପୋଚ ଓ ୨୦ ଲିଟର ଦେଶୀ ମଦ ସହ ବ୍ୟବହୃତ ସାମଗ୍ରୀ ଜବତ କରିଥିଲେ । ସେହିପରି ପିପଲଗୁଡା ଗାଁ ରେ ମଧ୍ୟ ଚଢ଼ାଉ କରି ୬୦୦ କେଜି ପୋଚ ଓ ୨୦୦ ଲିଟର ମଦ ଜବତ କରିଛନ୍ତି । ଏହିମାମଲାରେ ଅବକାରୀ ବିଭାଗ ତିନି ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ।

କଳାହାଣ୍ଡିରୁ ଅଜିତ ସିଂ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.