ETV Bharat / state

କୋଭିଡ ମ୍ୟାନେଜମେଣ୍ଟରେ ଅବ୍ୟବସ୍ଥା ଘଟଣାରେ ଜିଲ୍ଲାପାଳଙ୍କ ତଦନ୍ତ ଆରମ୍ଭ

କୋଭିଡ19 ମ୍ୟାନେଜମେଣ୍ଟରେ ଅବ୍ୟବସ୍ଥା । କଳାହାଣ୍ଡି ଜିଲ୍ଲା କୋଭିଡ ହସ୍ପିଟାଲ ମ୍ୟାନେଜମେଣ୍ଟରେ ଅବ୍ୟବସ୍ଥା ଘଟଣାର ଖବର ପ୍ରକାଶ ପରେ ଜିଲ୍ଲାପାଳଙ୍କ ପକ୍ଷରୁ ତଦନ୍ତ ଆରମ୍ଭ ।ଅଧିକ ପଢନ୍ତୁ...

covid19-mis-management-collector-start-investigation
କୋଭିଡ ମ୍ୟାନେଜମେଣ୍ଟରେ ଅବ୍ୟବସ୍ଥା ଘଟଣାରେ ଜିଲ୍ଲାପାଳଙ୍କ ତଦନ୍ତ ଆରମ୍ଭ
author img

By

Published : Jun 25, 2020, 10:21 PM IST

ଭବାନୀପାଟଣା: କୋଭିଡ19 ମ୍ୟାନେଜମେଣ୍ଟରେ ଅବ୍ୟବସ୍ଥା । କଳାହାଣ୍ଡି ଜିଲ୍ଲା କୋଭିଡ ହସ୍ପିଟାଲ ମ୍ୟାନେଜମେଣ୍ଟରେ ଅବ୍ୟବସ୍ଥା ଘଟଣାର ଖବର ପ୍ରକାଶ ପରେ ଜିଲ୍ଲାପାଳଙ୍କ ପକ୍ଷରୁ ତଦନ୍ତ ଆରମ୍ଭ ।

କୋଭିଡ ମ୍ୟାନେଜମେଣ୍ଟରେ ଅବ୍ୟବସ୍ଥା ଘଟଣାରେ ଜିଲ୍ଲାପାଳଙ୍କ ତଦନ୍ତ ଆରମ୍ଭ

ଗୁରୁବାର କଳାହାଣ୍ଡି ଜିଲ୍ଲାପାଳ ଘଟଣାକୁ ନେଇ କଳାହାଣ୍ଡି ସିଡିଏମଓ ଓ କୋଭିଡ19 ହସ୍ପିଟାଲ ପରିଚାଳନା ଦାୟିତ୍ବରେ ଥିବା ଦୁଇ ଅଧିକାରୀଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରିଛନ୍ତି । ଏହା ସହ ହସ୍ପିଟାଲରେ କୋରୋନା ଯୋଦ୍ଧାଙ୍କ ପାଇଁ ରହିଥିବା ଆନୁସଙ୍ଗିକ ସୁବିଧା ସୁଯୋଗର କାର୍ଯ୍ୟକାରିତା ନେଇ ସମୀକ୍ଷା କରିଥିବା ସୂଚନା ମିଳିଛି ।

କଳାହାଣ୍ଡିରୁ ଅଜିତ ସିଂ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.