ETV Bharat / state

କଳାହାଣ୍ଡି ଗସ୍ତରେ କୋରୋନା ପର୍ଯ୍ୟବେକ୍ଷକ

author img

By

Published : Jun 5, 2020, 9:18 PM IST

କୋରୋନା ମୁକାବିଳାର ସ୍ଥିତି ସମୀକ୍ଷା ପାଇଁ କଳାହାଣ୍ଡି ଜିଲ୍ଲା ଦୁଇ ଦିନିଆ ଗସ୍ତ କରିଥିଲେ କୋରୋନା ପର୍ଯ୍ୟବେକ୍ଷକ ଦାୟିତ୍ବରେ ଥିବା ସଚିବ ଶାଶ୍ବତ ମିଶ୍ର । କୋରୋନା ସ୍ଥିତି ନେଇ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ କରିଥିଲେ । ପଢନ୍ତୁ ସମ୍ପୂର୍ଣ୍ଣ ଖବର...

କଳାହାଣ୍ଡି ଗସ୍ତରେ କୋରୋନା ପର୍ଯ୍ୟବେକ୍ଷକ
କଳାହାଣ୍ଡି ଗସ୍ତରେ କୋରୋନା ପର୍ଯ୍ୟବେକ୍ଷକ

ଭବାନୀପାଟଣା: କୋରୋନା ମୁକାବିଳାର ସ୍ଥିତି ସମୀକ୍ଷା ପାଇଁ କଳାହାଣ୍ଡି ଜିଲ୍ଲା ଗସ୍ତ କରିଛନ୍ତି କୋରୋନା ପର୍ଯ୍ୟବେକ୍ଷକ ଦାୟିତ୍ବରେ ଥିବା ସଚିବ ଶାଶ୍ବତ ମିଶ୍ର । ସେ ଦୁଇ ଦିନିଆ ଜିଲ୍ଲା ଗସ୍ତ ସାରି ପୁଣି ଫେରିଯାଇଛନ୍ତି । ଶାଶ୍ବତ ମିଶ୍ର କଳାହାଣ୍ଡି ପହଞ୍ଚିବା ପରେ ସର୍କିଟ ହାଉସରେ ଜିଲ୍ଲାର କୋରୋନା ସ୍ଥିତି ନେଇ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା ।

କଳାହାଣ୍ଡି ଗସ୍ତରେ କୋରୋନା ପର୍ଯ୍ୟବେକ୍ଷକ
କଳାହାଣ୍ଡି ଗସ୍ତରେ କୋରୋନା ପର୍ଯ୍ୟବେକ୍ଷକ

ବୈଠକରେ ଜିଲ୍ଲାପାଳ ସିଡିଏମଓ ଅତିରିକ୍ତ ଜିଲ୍ଲାପାଳ ଓ ପିଡ଼ି ଡିଆରଡିଏଙ୍କ ସମେତ ସ୍ବାସ୍ଥ୍ୟ ବିଭାଗର ବିଭିନ୍ନ ପଦାଧିକାରୀ ଯୋଗ ଦେଇଥିଲେ । ପରେ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଥିବା କୋଭିଡ ଲ୍ୟାବ ସହ ଜିଲ୍ଲାର କିଛି କ୍ବାରେଣ୍ଟାଇନ ସେଣ୍ଟର ମଧ୍ୟ ପରିଦର୍ଶନ କରିଥିଲେ ।

କଳାହାଣ୍ଡି ଗସ୍ତରେ କୋରୋନା ପର୍ଯ୍ୟବେକ୍ଷକ
କଳାହାଣ୍ଡି ଗସ୍ତରେ କୋରୋନା ପର୍ଯ୍ୟବେକ୍ଷକ

କଳାହାଣ୍ଡିରୁ ଅଜିତ ସିଂହ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.