ETV Bharat / state

କଳାହାଣ୍ଡିରେ 5 ହଜାର ଟପିଲା କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା

author img

By

Published : Nov 22, 2020, 8:08 PM IST

କଳାହାଣ୍ଡିରେ କୋରୋନା ସଂକ୍ରମଣ ବଢିବାରେ ଚାଲିଛି । ରବିବାର ଜିଲ୍ଲାରୁ ନୂଆ 20 ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଅଧିକ ପଢନ୍ତୁ...

Corona postive numbers rise 5 thousand in Kalahandi
କଳାହାଣ୍ଡିରେ 5 ହଜାର ଟପିଲା କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା

ଭବାନୀପାଟଣା: ଜିଲ୍ଲାରେ କୋରୋନା ସଂକ୍ରମଣ ଧୀରେ ଧୀରେ ବଢିବାରେ ଲାଗିଛି । ତେବେ ରବିବାର ଜିଲ୍ଲାରେ ପୁଣି 20 ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା 5973 ରେ ପହଞ୍ଚିଛି ।

ଜିଲ୍ଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା 5 ହଜାର ଟପିଥିବାବେଳେ 3 ହଜାର 146 ଜଣ ସୁସ୍ଥ ହୋଇଛନ୍ତି । 2 ହଜାର 827 ଜଣ ଆକ୍ରାନ୍ତ ଜିଲ୍ଲାର ବିଭିନ୍ନ କୋଭିଡ ହସ୍ପିଟାଲ ଓ ଗୃହ ସଙ୍ଗରୋଧରେ ରହୁଥିବା ସୂଚନା ମିଳିଛି । ସ୍ଥାନୀୟ ଅଞ୍ଚଳରେ ସଂକ୍ରମଣ ବୃଦ୍ଧି ହେଉଥିବାରୁ ଜିଲ୍ଲା ପ୍ରଶାସନ ସଂକ୍ରମଣକୁ ରୋକିବା ପାଇଁ ପଦକ୍ଷେପ ନେଉଛି । ସଂକ୍ରମଣ ନ ବ୍ୟାପିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍ବାସ୍ଥ୍ୟକର୍ମୀମାନେ ଘରକୁ ଘର ଯାଇ କୋରୋନା ସର୍ଭେ ପ୍ରକ୍ରିୟା ଜାରି ରଖିଛନ୍ତି । ସେପଟେ ସାଧାରଣ ଲୋକେ ମଧ୍ୟ ଏ ନେଇ ଆତଙ୍କିତ ଥିବା ଜଣାପଡିଛି ।

କଳାହାଣ୍ଡିରୁ ଅଜିତ କୁମାର ସିଂହ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.