ETV Bharat / state

ବେଲଗାମ ତୈଳ ଦର, ଗ୍ରାହକଙ୍କ ଅସନ୍ତୋଷ

author img

By

Published : Jun 29, 2020, 3:10 AM IST

ଶନିବାର ସୁଦ୍ଧା ଗତ ୨୧ ଦିନ ମଧ୍ୟରେ ଡିଜେଲ ଓ ପେଟ୍ରୋଲ ଦରରେ ପ୍ରାୟ ୧୧ ଟଙ୍କା ବୃଦ୍ଧି ହୋଇଥିବା ଜଣାପଡିଛି ।

Consumer reaction on Petrol price hike for 21 days
ବେଲଗାମ ତୈଳ ଦର, ଗ୍ରାହକଙ୍କ ଅସନ୍ତୋଷ

କଳାହାଣ୍ଡି: କୋରୋନା କାଳରେ ମହଙ୍ଗା ମାଡ । ଦେଶରେ ବେଲଗାମ ହୋଇଛି ତୈଳ ଦର । ପ୍ରତ୍ୟେକ ଦିନ ବୃଦ୍ଧି ପାଉଛି ପେଟ୍ରୋଲ ଓ ଡିଜେଲ ଦର । ଶନିବାର ସୁଦ୍ଧା ଗତ ୨୧ ଦିନ ମଧ୍ୟରେ ଡିଜେଲ ଓ ପେଟ୍ରୋଲ ଦରରେ ପ୍ରାୟ ୧୧ ଟଙ୍କା ବୃଦ୍ଧି ହୋଇଥିବା ଜଣାପଡିଛି । ରୋଜଗାର ଠପ୍ ହୋଇଯାଇଥିବା ବେଳେ, ସାଧାରଣ ଲୋକଙ୍କ ପକେଟକୁ ବିଶେଷ ଭାବେ ପ୍ରଭାବିତ କରିଛି ।

ବେଲଗାମ ତୈଳ ଦର, ଗ୍ରାହକଙ୍କ ଅସନ୍ତୋଷ

ମହାମାରୀ କୋରୋନା ସଂକ୍ରମଣକୁ ରୋକିବା ନେଇ ଦେଶରେ ଲକଡାଉନ ଜାରି ରହିଛି । ଏକାଧିକ ରାଜ୍ୟରେ କୋରୋନା ସ୍ଥିତିକୁ ଦୃଷ୍ଟିରେ ରଖି କଟକଣା ଲାଗୁ କରିଛି ଜିଲ୍ଲା ପ୍ରଶାସନ। ଏ ସବୁ ଭିତରେ ମଧ୍ୟବିତ୍ତ, ଶ୍ରମିକ ସହ ବେସରକାରୀ ଚାକିରୀ କରିଥିବା ବ୍ୟକ୍ତି ବିଶେଷ ପ୍ରଭାବିତ ହୋଇଛନ୍ତି । ସାଧାରଣ ଲୋକଙ୍କ ମୁଣ୍ଡପିଛା ଆୟ ମଧ୍ୟ ପ୍ରଭାବିତ ହୋଇଛି । ଜୀବନ ବଞ୍ଚାଇବାର ପ୍ରୟାସରେ ଜୀବିକା ହରାଇଛନ୍ତି ନିମ୍ନ ମଧ୍ୟବିତ୍ତ ଶ୍ରେଣୀର ଲୋକେ । ଏପଟେ କ୍ରମାଗତ ଭାବେ ତୈଳ ଦର ବୃଦ୍ଧି ଚିନ୍ତାକୁ ଆହୁରୀ ବଢାଇଛି ।

କଳାହାଣ୍ଡିରୁ ଅଜିତ କୁମାର ସିଂହ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.