ETV Bharat / state

ରୋଷେଇ କଲା ବେଳେ ଫାଟିଲା ପେଟ୍ରୋଲ ଜାର, ଦମ୍ପତି ଗୁରୁତର

ରୋଷେଇବେଳେ ଅଘଟଣ । ନିଆଁରେ ପୋଡ଼ି ହୋଇ ସ୍ବାମୀ, ସ୍ତ୍ରୀ ଗୁରୁତର ।

author img

By

Published : Jul 9, 2019, 3:08 PM IST

ଫଟୋ ସୌଜନ୍ଯ: ସମ୍ବାଦଦାତା, କଳାହାଣ୍ଡି

କଳାହାଣ୍ଡି: ଜିଲ୍ଲା ଥୁଆମୂଳ ରାମପୁର ଥାନା ପୁରୁଣାଗୁମା ଗାଁରେ ଅଘଟଣ । ନିଆଁ ଲାଗି ଦମ୍ପତି ଗୁରୁତର । ଘରେ ରୋଷେଇ କରୁଥିବା ସମୟରେ ଚୁଲି ପାଖରେ ରହିଥିବା ପେଟ୍ରୋଲ ଜାରରେ ନିଆଁ ଲାଗି ଯାଇଥିଲା । ଫଳରେ କମଳିନୀ ଗୁରୁତର ଆହତ ହୋଇଥିଲେ । ତାଙ୍କୁ ଉଦ୍ଧାର କରିବାକୁ ଯାଇ ସ୍ବାମୀ ହୀରାକାନ୍ତ ମଧ୍ୟ ଆହତ ହୋଇଛନ୍ତି ।

ଭିଡ଼ିଓ ସୌଜନ୍ଯ: ସମ୍ବାଦଦାତା, କଳାହାଣ୍ଡି

ଉଭୟଙ୍କୁ ପ୍ରଥମେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ପରେ ସେମାନଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ଦମ୍ପତିଙ୍କୁ ବୁର୍ଲା ବଡ଼ ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଛି ।

କଳାହାଣ୍ଡିରୁ ଅଜିତ ସିଂହ, ଇଟିଭି ଭାରତ

କଳାହାଣ୍ଡି: ଜିଲ୍ଲା ଥୁଆମୂଳ ରାମପୁର ଥାନା ପୁରୁଣାଗୁମା ଗାଁରେ ଅଘଟଣ । ନିଆଁ ଲାଗି ଦମ୍ପତି ଗୁରୁତର । ଘରେ ରୋଷେଇ କରୁଥିବା ସମୟରେ ଚୁଲି ପାଖରେ ରହିଥିବା ପେଟ୍ରୋଲ ଜାରରେ ନିଆଁ ଲାଗି ଯାଇଥିଲା । ଫଳରେ କମଳିନୀ ଗୁରୁତର ଆହତ ହୋଇଥିଲେ । ତାଙ୍କୁ ଉଦ୍ଧାର କରିବାକୁ ଯାଇ ସ୍ବାମୀ ହୀରାକାନ୍ତ ମଧ୍ୟ ଆହତ ହୋଇଛନ୍ତି ।

ଭିଡ଼ିଓ ସୌଜନ୍ଯ: ସମ୍ବାଦଦାତା, କଳାହାଣ୍ଡି

ଉଭୟଙ୍କୁ ପ୍ରଥମେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ପରେ ସେମାନଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ଦମ୍ପତିଙ୍କୁ ବୁର୍ଲା ବଡ଼ ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଛି ।

କଳାହାଣ୍ଡିରୁ ଅଜିତ ସିଂହ, ଇଟିଭି ଭାରତ

Intro:କଳାହାଣ୍ଡି ଜିଲ୍ଲା ଥୁଆମୁଳ ରାମପୁର ଥାନା ପୁରୁଣାଗୁମା ଗାଁ ରେ ଅଘଟଣ ।ନିଆଁ ଲାଗି ଦମ୍ପତି ଗୁରୁତର। ଘରେ ରୋଷେଇ ସମୟରେ ଚୁଲି ପାଖରେ ଥିବା ପେଟ୍ରୋଲ ରେ ନିଆଁ ଲାଗି ଯାଇଥିଲା ।ଫଳରେ କମଳିନୀ ଗୁରୁତର ଆହତ ହୋଇଥିଲେ ।ତାଙ୍କୁ ଉଦ୍ଧାର କରିବାକୁ ଯାଇ ସ୍ବାମୀ ହୀରାକାନ୍ତ ମଧ୍ୟ ଆହତ ହୋଇଥିଲେ ।ଗୁରୁତର ଅବସ୍ଥାରେ ଉଭୟ ଙ୍କୁ ପ୍ରଥମେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରି ଚିକିତ୍ସା ପରେ ଅବସ୍ଥା ଗୁରୁତର ହେବାରୁ ଉଭୟ ଙ୍କୁ ବୁର୍ଲା ବଡ଼ ମେଡ଼ିକାଲ କୁ ସ୍ଥାନାନ୍ତର କରାଯାଇଛି । ବାଇଟ_ଅକ୍ଷୟ ପୂଜାରୀ (ଗୁରୁତର ମହିଳା ଙ୍କ ବାପା) ବାଇଟ_ନମ୍ବର ସାମନ୍ତରାୟ (ଡାକ୍ତର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କଳାହାଣ୍ଡି)


Body:କଳାହାଣ୍ଡି ଜିଲ୍ଲା ଥୁଆମୁଳ ରାମପୁର ଥାନା ପୁରୁଣାଗୁମା ଗାଁ ରେ ଅଘଟଣ ।ନିଆଁ ଲାଗି ଦମ୍ପତି ଗୁରୁତର। ଘରେ ରୋଷେଇ ସମୟରେ ଚୁଲି ପାଖରେ ଥିବା ପେଟ୍ରୋଲ ରେ ନିଆଁ ଲାଗି ଯାଇଥିଲା ।ଫଳରେ କମଳିନୀ ଗୁରୁତର ଆହତ ହୋଇଥିଲେ ।ତାଙ୍କୁ ଉଦ୍ଧାର କରିବାକୁ ଯାଇ ସ୍ବାମୀ ହୀରାକାନ୍ତ ମଧ୍ୟ ଆହତ ହୋଇଥିଲେ ।ଗୁରୁତର ଅବସ୍ଥାରେ ଉଭୟ ଙ୍କୁ ପ୍ରଥମେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରି ଚିକିତ୍ସା ପରେ ଅବସ୍ଥା ଗୁରୁତର ହେବାରୁ ଉଭୟ ଙ୍କୁ ବୁର୍ଲା ବଡ଼ ମେଡ଼ିକାଲ କୁ ସ୍ଥାନାନ୍ତର କରାଯାଇଛି । ବାଇଟ_ଅକ୍ଷୟ ପୂଜାରୀ (ଗୁରୁତର ମହିଳା ଙ୍କ ବାପା) ବାଇଟ_ନମ୍ବର ସାମନ୍ତରାୟ (ଡାକ୍ତର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କଳାହାଣ୍ଡି)


Conclusion:କଳାହାଣ୍ଡି ଜିଲ୍ଲା ଥୁଆମୁଳ ରାମପୁର ଥାନା ପୁରୁଣାଗୁମା ଗାଁ ରେ ଅଘଟଣ ।ନିଆଁ ଲାଗି ଦମ୍ପତି ଗୁରୁତର। ଘରେ ରୋଷେଇ ସମୟରେ ଚୁଲି ପାଖରେ ଥିବା ପେଟ୍ରୋଲ ରେ ନିଆଁ ଲାଗି ଯାଇଥିଲା ।ଫଳରେ କମଳିନୀ ଗୁରୁତର ଆହତ ହୋଇଥିଲେ ।ତାଙ୍କୁ ଉଦ୍ଧାର କରିବାକୁ ଯାଇ ସ୍ବାମୀ ହୀରାକାନ୍ତ ମଧ୍ୟ ଆହତ ହୋଇଥିଲେ ।ଗୁରୁତର ଅବସ୍ଥାରେ ଉଭୟ ଙ୍କୁ ପ୍ରଥମେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରି ଚିକିତ୍ସା ପରେ ଅବସ୍ଥା ଗୁରୁତର ହେବାରୁ ଉଭୟ ଙ୍କୁ ବୁର୍ଲା ବଡ଼ ମେଡ଼ିକାଲ କୁ ସ୍ଥାନାନ୍ତର କରାଯାଇଛି । ବାଇଟ_ଅକ୍ଷୟ ପୂଜାରୀ (ଗୁରୁତର ମହିଳା ଙ୍କ ବାପା) ବାଇଟ_ନମ୍ବର ସାମନ୍ତରାୟ (ଡାକ୍ତର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କଳାହାଣ୍ଡି)
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.