ETV Bharat / state

ଦୁଷ୍କର୍ମ ପରେ ହତ୍ୟା ଉଦ୍ୟମ, ସଙ୍କଟାପନ୍ନ ଅବସ୍ଥାରେ ଯୁବତୀ ଡାକ୍ତରଖାନାରେ ଭର୍ତ୍ତି - attempt-of-murder

ସାରା ବିଶ୍ୱ କୋରୋନା ସହ ଲଢେ଼ଇ କରୁଥିବା ବେଳେ କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକ ଅଞ୍ଚଳରୁ ଆସିଛି ଏକ ସଙ୍ଗୀନ ଅଭିଯୋଗ । ମୁମୁର୍ଷୁ ଆବସ୍ଥାରେ ଯୁବତୀ ମଦ ଭାଟି ନିକଟରୁ ଉଦ୍ଧାର । ଅଧିକ ପଢନ୍ତୁ...

attempt-of-murder-after-raped-a-girl-in-kalahandi-district
ଦୁଷ୍କର୍ମ ପରେ ହତ୍ୟା ଉଦ୍ୟମ, ସଙ୍କଟାପନ୍ନ ଅବସ୍ଥାରେ ଯୁବତୀ ଡାକ୍ତରଖାନାରେ ଭର୍ତ୍ତି
author img

By

Published : Jun 1, 2021, 5:13 PM IST

ଭବାନୀପାଟଣା: ଲକଡାଉନ ସମୟରେ ଦୁଷ୍କର୍ମ । ସାରା ବିଶ୍ୱ କୋରୋନା ସହ ଲଢେ଼ଇ କରୁଥିବା ବେଳେ କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକ ଅଞ୍ଚଳରୁ ଆସିଛି ଏକ ସଙ୍ଗୀନ ଅଭିଯୋଗ । ମୁମୁର୍ଷ ଆବସ୍ଥାରେ ଯୁବତୀ ମଦ ଭାଟି ନିକଟରୁ ଉଦ୍ଧାର । ଦୁଷ୍କର୍ମ ପରେ ହତ୍ୟା ଉଦ୍ୟମ ଅଭିଯୋଗ । ଥୁଆମୁଳ ରାମପୁର ଥାନା ତାସିଗୁଡା ମଦଭାଟି ନିକଟରୁ ଯୁବତୀ ଉଦ୍ଧାର ।

ଗୁରୁତର ଯୁବତୀ ଭବାନୀପାଟଣା ମୁଖ୍ୟ ଚିିକିତ୍ସାଳୟରେ ଚିକିତ୍ସିତ । ଥୁଆମୁଳ ରାମପୁର ଅଞ୍ଚଳର ଡମ୍ବରୁ ଗୈଡ ଯୁବତୀ ସହ ବିବାହ ପ୍ରଲୋଭନ ଦେଖାଇ ଗତକାଲି ରାତିରେ ଫେରାର କରି ନେଇଥିଲା । ପରେ ଦୁଷ୍କର୍ମ କରି ହତ୍ୟା ଉଦ୍ଦେଶ୍ୟରେ ପଥର ଓ ଲୁହା ରଡ଼ରେ ଆକ୍ରମଣ କରି ଫେରାର ହୋଇଯାଇଥିଲା ।

ଯୁବତୀଙ୍କୁ ସକାଳୁ ସ୍ଥାନୀୟ ଲୋକ ଦେଖି ଉଦ୍ଧାର କରିଛନ୍ତି । ଥୁଆମୁଳରାମପୁର ପୋଲିସ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି ।

କଳାହାଣ୍ଡିରୁ ଅଜିତ କୁମାର ସିଂ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.