ETV Bharat / state

ଚିଙ୍ଗିଡିପାସ ଗାଁରେ ଡାଇରିଆ ଆତଙ୍କ, ମୃତ୍ୟୁ ସଂଖ୍ୟା ୨କୁ ବୃଦ୍ଧି - ଚିଙ୍ଗିଡିପାସ ଗାଁରେ ଡାଇରିଆ ଆତଙ୍କ

କଳାହାଣ୍ଡି ଚିଙ୍ଗିଡିପାସ ଗାଁରେ ଡାଇରିଆ ଆତଙ୍କ । ପୁଣି ଗଲା ଆଉ ଜଣଙ୍କ ଜୀବନ । ଅଧିକ ପଢନ୍ତୁ

ଚିଙ୍ଗିଡିପାସ ଗାଁରେ ଡାଇରିଆ ଆତଙ୍କ, ମୃଚିଙ୍ଗିଡିପାସ ଗାଁରେ ଡାଇରିଆ ଆତଙ୍କ, ମୃତ୍ୟୁ ସଂଖ୍ୟା ୨କୁ ବୃଦ୍ଧିତ୍ୟୁ ସଂଖ୍ୟା ୨କୁ ବୃଦ୍ଧି
ଚିଙ୍ଗିଡିପାସ ଗାଁରେ ଡାଇରିଆ ଆତଙ୍କ, ମୃତ୍ୟୁ ସଂଖ୍ୟା ୨କୁ ବୃଦ୍ଧି
author img

By

Published : Jul 12, 2022, 5:39 PM IST

ଭବାନୀପାଟଣା: ଚିଙ୍ଗିଡିପାସ ଗାଁରେ ଡାଇରିଆ ଆତଙ୍କ । ପୁଣି ଗଲା ଆଉ ଜଣଙ୍କ ଜୀବନ । ଗତ ୯ ତାରିଖରେ ଝାଡାବାନ୍ତି ହୋଇ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଆଜି ଆଉ ଜଣଙ୍କର ମୃତ୍ୟୁ ହୋଇଛି । ମୃତକଙ୍କ ନାମ ରାମ ମାଝୀ ।

ଏହା ମଧ୍ୟ ପଢନ୍ତୁ:-ଚିଙ୍ଗଡି଼ପାସ ଗାଁରେ ଝାଡାବାନ୍ତି ଆତଙ୍କ, ଜଣେ ମୃତ

ସୋମବାର ରାମ ମାଝୀଙ୍କୁ ଥୁଆମୂଳ ରାମପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ସେଠାରେ ସ୍ବାସ୍ଥ୍ୟବସ୍ଥା ଗୁରୁତର ହେବାରୁ ତାଙ୍କୁ ତାଙ୍କୁ ବୁର୍ଲା ଡାକ୍ତରଖାନାକୁ ରେଫର କରିଥିଲେ ଡାକ୍ତର । କିନ୍ତୁ ସେଠାରେ ପହଞ୍ଚିବା ପୂର୍ବରୁ ରାମ ମାଝୀଙ୍କ ମୃତ୍ୟୁ ହୋଇଥିଲା । ଗତକାଲି ଗାଁକୁ ମେଡ଼ିକାଲ ଟିମ୍‌ ଯାଇ ଆକ୍ରାନ୍ତ ବ୍ୟକ୍ତିଙ୍କୁ ଚିକିତ୍ସାସେବା ଯୋଗାଇ ଦେଇଥିବା ବେଳେ ଗୁରୁତର ରୋଗୀଙ୍କୁ ଥୁଆମୂଳ ରାମପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଇଥିଲେ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.