ETV Bharat / state

କୋଭିଡ ହସ୍ପିଟାଲରେ ରୋଗୀ ମୃତ୍ୟୁକୁ ନେଇ ସମ୍ପର୍କୀୟଙ୍କ ହଙ୍ଗାମା - covid patient died at Covid Hospital

କୋଭିଡ ହସ୍ପିଟାଲରେ ଗତ 23 ତାରିଖ ରୋଗୀ ମୃତ୍ୟୁକୁ ନେଇ ମୃତ ରୋଗୀଙ୍କ ସମ୍ପର୍କୀୟ ଲୋକେ ଜୋର ଜବରଦସ୍ତ ପଶିଯାଇ ଗଣ୍ଡଗୋଳ କରିଥିଲେ । ଏଥିରେ ପୋଲିସ ପକ୍ଷରୁ ସମ୍ପୃକ୍ତ ୪ଜଣଙ୍କ ନାଁରେ ମାମଲା ରୁଜୁ କରି ଜଣେ କୋଭିଡ ପଜେଟିଭକୁ ଛାଡି ବାକି ୩ ଜଣକୁ କୋର୍ଟ ଚାଲାଣ କରାଯାଇଛି । ଅଧିକ ପଢନ୍ତୁ...

ହସ୍ପିଟାଲରେ ରୋଗୀ ମୃତ୍ୟୁକୁ ନେଇ ସମ୍ପର୍କୀୟଙ୍କ ହଙ୍ଗାମା

author img

By

Published : Apr 27, 2021, 1:55 PM IST

ଭବାନୀପାଟଣା: କୋଭିଡ ହସ୍ପିଟାଲରେ ରୋଗୀ ମୃତ୍ୟୁକୁ ନେଇ ସମ୍ପର୍କୀୟଙ୍କ ହଙ୍ଗାମା । ଏହାସହ ମେଡିକାଲ ଭିତରେ ପଶି ଗଣ୍ଡଗୋଳ କରିବାର ଘଟଣାର ଭିଡିଓ ଭାଇରାଲ ହେବା ପରେ ୪ ଜଣକ ନାଁରେ ମାମଲା ।

ହସ୍ପିଟାଲରେ ରୋଗୀ ମୃତ୍ୟୁକୁ ନେଇ ସମ୍ପର୍କୀୟଙ୍କ ହଙ୍ଗାମା

କଳାହାଣ୍ଡି ଜିଲ୍ଲାର ଭବାନୀପାଟଣା ନିକଟସ୍ଥ କାମଠନାରେ ଥିବା କୋଭିଡ ହସ୍ପିଟାଲରେ ଗତ 23 ତାରିଖ ରୋଗୀ ମୃତ୍ୟୁକୁ ନେଇ ମୃତ ରୋଗୀଙ୍କ ସମ୍ପର୍କୀୟ ଲୋକେ ଜୋର ଜବରଦସ୍ତ ପଶିଯାଇ ଗଣ୍ଡଗୋଳ କରିଥିଲେ । ଏଥିରେ ପୋଲିସ ପକ୍ଷରୁ ସମ୍ପୃକ୍ତ ୪ଜଣଙ୍କ ନାଁରେ ମାମଲା ରୁଜୁ କରି ଜଣେ କୋଭିଡ ପଜେଟିଭକୁ ଛାଡି ବାକି ୩ ଜଣକୁ କୋର୍ଟ ଚାଲାଣ କରାଯାଇଛି ।

ଗିରଫ ବ୍ୟକ୍ତିମାନେ 2 ଜଣ ଛେଳିଆମାଲ ଓ ଦୁଇଜଣ କୁସୁମଦର ଗାଁର ସମୁଦାୟ ୪ଜଣକ ନାଁରେ ସଦର ଥାନା ପୋଲିସ ମାମଲା ରୁଜୁ କରିଥିଲା । ତେବେ କୋଭିଡ ହସ୍ପିଟାଲରେ ଚିକିତ୍ସାକୁ ନେଇ ଅଭିଯୋଗ ଆସିବା ପରେ ପ୍ରତିକ୍ରିୟା ରଖିଛନ୍ତି, କଳାହାଣ୍ଡି ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ । ଏପଟେ କୋଭିଡ ହସ୍ପିଟାଲରେ ଗଣ୍ଡଗୋଳ ଘଟଣାରେ ୩ଜଣ ଗିରଫ ହୋଇ ଜେଲ ଯାଇଛନ୍ତି । ଏହାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି କଳାହାଣ୍ଡି ଏସପି।

କଳାହାଣ୍ଡିରୁ ଅଜିତ କୁମାର ସିଂହ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.